Odisha News Portal

ଦେଖନ୍ତୁ ଭିଡ଼ିଓ – ମଦ ନିଶାରେ ଦୁଇ ଯୁବତୀ ଙ୍କର ଧୁମ ଧଡାକା ଡ୍ୟାନ୍ସ ଭିଡ଼ିଓ ମୋବାଇଲ ରୁ ମୋବାଇଲ କୁ ନିଆଁ ଭଳି ଭାଇରାଲ

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ତେବେ ଏହି ଭିଡିଓ ଅଧିକ ଯୁବ ପିଢ଼ି ମାନଙ୍କ ର ହୋଇଥାଏ । ଅନେକ ଯୁବ ପିଢ଼ି ମାନଙ୍କ ର ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆ ରେ ଚର୍ଚ୍ଚା ହେବାରେ ଲାଗିଛି । ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଆଜିକାଲି ର ଏହି ଯୁବପିଢି ଅନେକ ପ୍ରକାର ଭିଡିଓ କରି ଥାଆନ୍ତି ।

କିନ୍ତୁ ବେଳେ ବେଳେ ସେମାନେ ଏହି ଭିଡିଓ ପାଇଁ ଏତେ ତଳକୁ ଖସି ଯାଆନ୍ତି ଯାହାକୁ ଆମେ ମାନେ ଭାବି ବି ନଥାଉ । ତେବେ ଏମିତି ଏବେ ଦୁଇ ଜଣ ଯୁବତୀ ଙ୍କ ଭିଡିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ମଦ ନିଶାରେ ଦୁଇ ଜଣ ଯୁବତୀ। ଘରର ବେଡ଼ରୁମ ରେ ଏଭଳି ସାଉଣ୍ଡ ରେ ଗୀତ ଲଗାଇ ଦ୍ୟାନ୍ସ କରୁ ଥାଆନ୍ତି ଯେମିତି ସେଇଟା ବେଡ଼ରୁମ ନୁହଁ ବରଂ ଗୋଟିଏ ଡ୍ୟାନ୍ସ ବାର । ଛୋଟ ଛୋଟ ଡ୍ରେସ୍ ପିନ୍ଧା ସହିତ ଲଗାତାର ଭାବେ ମଦ ପିଇବା ଆଉ ତା ସହିତ ଲାଉଡ ମିୟୁଜୀକ ରେ ଗୀତ । ମଦ ନିଶାରେ ମାତି ଦୁଇ ଯୁବତୀ ଦ୍ୟାନ୍ସ କରୁ ଥିବାର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। ସୂଚନା ଅନୁସାରେ କଟକ ବିଡାନାସୀ ଠାରେ ଏହି ଭିଡିଓ ସୁଟିଂ ହୋଇ ଥିବାର ଜଣା ପଡିଛି ।

ଯୁବତୀ ଦୁଇ ଜଣ ଏୟାର ହୋଷ୍ଟେସ ହେବା ପାଇଁ ବର୍ତ୍ତମାନ ଟ୍ରେନିଂ ନେଉଛନ୍ତି। ତେବେ ଆପଣ ମାନେ ଭାବୁଥିବେ ଯେ ଏହି ଯୁବତୀ ଙ୍କ ର ଏମିତି ଭିଡିଓ ସୋସିଆଲ ମିଡ଼ିଆ ରେ କେହି ଜଣେ ଭାଇରାଲ କରିଛି କିନ୍ତୁ ଆଉ କେହି ନୁହନ୍ତି ବରଂ ସେ ନିଜେ ତାଙ୍କର ଏହି ମଦ ପିଇ ନିଶାସକ୍ତ ଅବସ୍ଥା ରେ ଦ୍ୟାନ୍ସ କରୁଥିବାର ଭିଡିଓ ନିଜେ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଛନ୍ତି । ତେବେ ଏମିତି ଭିଡିଓ ନିଜର ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିବାରେ ତାଙ୍କର ଏକମାତ୍ର ଲକ୍ଷ ସୋସିଆଲ ମିଡ଼ିଆ ରେ ପ୍ରସିଦ୍ଧ ହେବା ଅଟେ । ବର୍ତ୍ତମାନ ମୋବାଇଲ ରୁ ମୋବାଇଲ ଏହି ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ।

ଯୁବ ପିଢ଼ି ମାନେ ହୁଏତ ଏହି ଭିଡିଓ କୁ ପସନ୍ଦ କରି ଥାଇ ପାରନ୍ତି କିନ୍ତୁ ଅଧିକାଂଶ ଲୋକ ଏପ୍ରକାର ଅଶ୍ଳୀଳ ଭିଡିଓ କୁ ନିନ୍ଦା କରିଛନ୍ତି । ତେବେ ତାଙ୍କର ଏହି ଭିଡିଓ ରେ ଅନେକ ଲୋକ କମେଣ୍ଟେ କରି ନିଜେ ଭିନ୍ନ ଭିନ୍ନ ମତ ଦେଇଛନ୍ତି କିଛି ଲୋକ କହିଛନ୍ତି ତାଙ୍କୁ ଓଲିଉଡ ରେ ରହିବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।