Odisha News Portal

ମାଛ ଧରିବାକୁ ଯାଇ ଯୋବ୍ରା ବ୍ୟାରେଜରେ ଫସିଗଲେ ଯୁବକ, ଆଉ ତା ପରେ… ଦେଖନ୍ତୁ Video

ତେବେ ବନ୍ଧୁଗଣ ଆପଣ ମାନେ ତ ପ୍ରତେକ ଦିନ ଅନେକ ଭାଇରାଲ ଭିଡ଼ିଓ ମାନ ଦେଖୁଥିବେ | ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | କାରଣ ମୃତ୍ୟୁ କାହା ପାଖରେ କେତେବେଳେ ପହଞ୍ଚିଯିବ ସେ କଥା କିଏ ବା ଜାଣିଥାଏ | ଆଉ କିଏ ବା କହି ପାରିବ ସେ କଥା | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କର ଛାତି ମଧ୍ୟ ଥରି ଉଠିବ | କାରଣ ଜଣା ପଡିଛି କି ମାଛ ଧରିବା ପାଇଁ ଆସିଥିଲେ ଯୁବକ ଜଣଙ୍କ ଆଉ ବ୍ୟାରେଜ ରେ ଫୋସିଯିବାର ଘଟଣା ମଧ୍ୟ ଆସିଛି ସାମ୍ନାକୁ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଭଳି ଏକ ଅଭାବନୀୟ ଘଟଣା ର ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେଉଛି ଆଉ ଯେଉଁଥିରେ ଦେଖା ଯାଉଛି କି ବ୍ୟକ୍ତି ଜଣକ ପାଣି ଭିତରେ ଫସିଯାଇଛନ୍ତି |ତେବେ ଯାହା ଜଣା ପଡିଛି କି ସକାଳେ ମାଛ ଧରିବା ପାଇଁ ଯାଇଥିଲେ ଆଉ ସେଠାରେ ତାଙ୍କର ପାଦ ଖସିଯିବାରୁ ସେ ପୋଲ ତଳକୁ ଗଳି ପଡିଥିଲେ | ଆଉ ନଦୀରେ ସେତେବେଳେ ଗେଟ ପଡିଥିବାରୁ ବ୍ୟକ୍ତି ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଥିଲେ | ତେବେ ସେ ଖସି ପଡିବ ବେଳେ ଗେଟକୁ ଧରିକି ରହିଯାଇଥିଲେ |

ଆଉ ବ୍ୟାରେଜ ରେ ଫସି ଯାଇଥିବାରୁ ଯାହା ସୂଚନା ମିଳୁଛି | ଆଉ ଏହି ଭଳି ଅବସ୍ଥାରେ ସ୍ଥାନୀୟ ଲୋକ ମାନେ ତାଙ୍କୁ ଦେଖିବା ପରେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ଆଉ ବାଲଗଦାମ ଥାନା ରୁ ପୋଲିସ ବାହିନୀ ମଧ୍ୟ ଘଟଣା ସ୍ଥଳରେ ଆସିକି ପହଞ୍ଚି ଯାଇଥିଲେ | ଆଉ ସେମାନଙ୍କ ସହିତ ଅଗ୍ନିଶମ ବାହିନୀ ର କିଛି ଲୋକ ମଧ୍ୟ ଆସି ଲୋକ ଜଣଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ | ଆଉ ତାଙ୍କୁ ପୋଲିସ କର୍ମଚାରୀ ମାନେ ଉଦ୍ଧାର ମଧ୍ୟ କରିଥିଲେ | ଆଉ ଯାହା ପରେ ବ୍ୟକ୍ତି ଜଣକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପଚାରା ଯାଇଥିଲା |

ଆଉ ସବୁ କଥା ପଚାରିବା ପରେ ବ୍ୟକ୍ତି ଜଣକ କହିଥିଲେ କି ତାଙ୍କର ଘର ବାଲେଶ୍ୱର, କିନ୍ତୁ ତାଙ୍କର ପୁଅ କଟକ ହସ୍ପିଟାଲ ରେ ରହିକି ଚିକିତ୍ସିତ ହୁଅନ୍ତି | ଆଉ ଯେଉଁଥିପାଇଁ ସେ ସେଠାରେ ରହୁଥିଲେ, କିନ୍ତୁ ସେ ଏହି ପୋଲ ନିକଟକୁ କେମିତି ଆସିଲେ ଆଉ କେମିତି ଏହି ବ୍ୟାରେଜ ରେ ଫସି ଗଲେ ସେ ସବୁ ବିଷୟରେ ସେ କିଛି ବି ଜାଣନ୍ତି ନାହିଁ | କିନ୍ତୁ ଲୋକଟିର ହାଭ ଭାବ ରୁ ଯାହା ଲାଗୁଛି କି ଲୋକ ଟି ମଦ୍ୟ ପାନ କରିଛି, ଆଉ ଯାହା ଫଳରେ ଏଭଳି ପରିସ୍ଥିତି ହୋଇଛି ବୋଲି ଅନୁମାନ କରାଯାଉଛି | ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।