ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ନୂଆ ନୂଆ ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ବିରଳ ପ୍ରଜାତିର ମାଛ ଟି, ଆଉ ଯେଉଁଠି ମାଛ ଟିର ମୁହଁରେ ଦେଖିବାକୁ ମିଳିଛି ଦୁଇ ଧାର ରେ କରତ ଭଳି ଧାର ଦେଖା ଯାଇଛି | ଆଉ ଯାହାକୁ ଜୀବନ ପ୍ରଦାନ କାରୀ ଔଷଧ ରୂପେ ବ୍ୟବହାର କରାଯାଉଛି ବୋଲି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଛି ଓଡିଶା ଓ ପଶ୍ଚିମବଙ୍ଗ ଭଳି ଦୁଇଟି ରାଜ୍ୟର ବୋର୍ଡର ରେ ଥିବା ଦିଘା ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ବିରଳ ଜାତିର ମାଛ |ତେବେ ଏହି ମାଛ ଟିର ନାଁ ହେଉଛି ଶଙ୍କର ପ୍ରଜାତିର ମାଛ | ଆଉ ଏହି ମାଛ କୁ ଆଗରୁ କେହି ବି ଦେଖି ନ ଥିବେ | ତେବେ ଏହି ମାଛ ର ମୁହଁ ଟି କରତ ଭଳି ହୋଇଛି ଆଉ ଯାହାର ଦୁଇ ଧାରାରେ କଣ୍ଟା ଭଳିଆ ହୋଇଛି ଆଉ ଯାହାକୁ ଦେଖିଲେ ଆପଣ ଙ୍କୁ କାଠ କଟା ଯାଉଥିବା କରତ ଭଳି ଦେଖା ଯାଉଛି ବୋଲି କୁହାଯାଉଛି |
ଯାହା ଜଣା ପଡିଛି କି ଏହି ମାଛ ଟିର ଓଜନ 500-550 କିଲୋଗ୍ରାମ ବୋଲି କୁହାଯାଉଛି | ଆହୁତି ଗୋଟିଏ ସତ ଜଣା ପଡିଛି ଏହି ମାଛ ବିଷୟରେ ଆଉ ତାହା ହେଉଛି କି ଏହି ବିରଳ ପ୍ରଜାତିତ ମାଛ ରୁ ଜୀବନ ପ୍ରଦାନ କାରୀ ଔଷଧ ରୂପେ ବ୍ୟବହାର କରାଯାଇଥାଏ | ଏଭଳି ଏକ ମାଛ ପାରାଦ୍ୱୀପ ରୁ ଟୋଲର ଯୋଗେ ଦିଘା କୁ ଆସିଥିଲା ବୋଲି କୁହାଯାଉଛି | ଆଉ ପରେ ଏହି ମାଛ ଟିକୁ ରୋଖାଯାଇଥିଲା ଆଉ ନିଲାମ ମଧ୍ୟ ଆରମ୍ଭ ହୋଇଥିବା କଥା ଦେଖିବାକୁ ମିଳିଥିଲା ସେଠାରେ | ଆଉ ଯାହା ଜଣା ପଡିଛି କି ଏହି ମାଛ କୁ ନିଲାମ ଡ଼ାକିବ ପରେ 1 ଲକ୍ଷ ଟଙ୍କା ରେ ମାଛଟି କୁ ବିକ୍ରି କରାଯାଇଛି ବୋଲି |
ତେବେ ଦିଘା ସମୁଦ୍ର କୂଳ ରୁ ଏହି ମାଛ ଟି ଧରିବା ପରେ ଏହି ଭଳି ବିରଳ ପ୍ରଜାତିର ମାଛ କୁ ଧରିବା ପାଇଁ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିକିଥିଲା ବୋଲି କୁହାଯାଉଛି | ଆଉ କରତ ପ୍ରଜାତିର ମାଛ କୁ ଦେଖିବା ପରେ ଲୋକ ମାନେ ତାହାର ଫୋଟ କୁ ମଧ୍ୟ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରାଉଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।