Odisha News Portal

Exclusive : ମାଆ ପାଇଁ ଗୀତ… ମାଆକୁ ମନେ ପକାଇ ପିଲାଟି ଗାଉଥିବା ଗୀତ ଶୁଣି ଭାବବିହ୍ୱଳ ହୋଇଗଲେ ଲୋକେ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ତ ଅନେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ତେବେ ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ। କିଛି ଘଟଣାକୁ ଦେଖିଲେ ଏବଂ ସେ ବିଷୟରେ ଜାଣିବା ପରେ ଆମେ ଭାବ ବିହ୍ୱଳ ହୋଇ ପଡ଼ିଥାଉ। ତେବେ ଏହିପରି କିଛି ଘଟଣା ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ଯ ହେବାରେ ଲାଗିଥାଏ।ଏହା ସତ ଯେ,ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।

ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ଅଭାବ ଅନଟନ ଭିତରେ ସେମାନଙ୍କ ଦିନ କାଟୁଛନ୍ତି ଏବଂ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ କେବେ ସେମାନେ ହାର ମାନି ନାହାଁନ୍ତି। ସେହିପରି ଏକ ଘଟଣା ପୁଣି ଏବେ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା ଏହି ଘଟଣା ସଂପର୍କରେ।ଏହି ଘଟଣାରେ କିପରି ଭାବରେ ଏକ ବାଳକ ତାର ମାଆକୁ ମନେ ପକାଇ ଏକ ଭାବ ବିହ୍ୱଳ କରିବା ଭଳି ଗୀତ ଗାଉଛି ତାହା ଥରେ ଶୁଣନ୍ତୁ।

ଯାହାକୁ ଶୁଣିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ। ତେବେ ପିଲାଟି ନିଜ ମାଆଙ୍କ ଉଦ୍ଦେଶ୍ୟରେ ଗାଉଥିବା ଏହି ଗୀତଟି ରେକର୍ଡ ହେବା ପରେ ଏହା ଏବେ ମୋବାଇଲ ରୁ ମୋବାଇଲ କୁ ଘୂରି ବୁଲୁଛି। ଲୋକେ ଏହି ଦୃଶ୍ୟ ଦେଖି, ପିଲାଟିର ଏଭଳି ଭାବ ଭରା ସ୍ୱରକୁ ଶୁଣି ବହୁତ୍ ଖୁସି ହେଉଛନ୍ତି। କୁହା ଯାଇଥାଏ ମାଆ ହେଉଛି ତାର ପିଲା ମାନଙ୍କ ପାଇଁ ସବୁଠାରୁ ବଡ ସମ୍ପତ୍ତି। ମାଆ ନାହିଁ ଯାହାର କେହି ନାହିଁ ତାର। ମାଆ ବିନା ଦୁନୁଆ ଟା ସତେ ଯେମିତି ଅନ୍ଧକାର ପୂର୍ଣ୍ଣ ଅଟେ। ମାଆ ନାହିଁ ଯାହାର, କିଏ ସାହା ତାହାର। ତେବେ ମାଆ କୁ ନେଇ ଅନେକ ଚଳଚିତ୍ର ବି ହୋଇଥିବା ଆପଣ ଦେଖିବାକୁ ପାଇଥିବେ। ମାଆର ସ୍ଥାନ କେହି ନେଇ ପାରିବେ ନାହିଁ।

ହେଲେ ଆଜି ଆମେ ଆପଣଙ୍କୁ ଦେଖାଉଥିବା ଭିଡିଓ ଟି ମାଆ ପ୍ରତି ପିଲାଟିର ଥିବା ଭଲପାଇବାକୁ ସୂଚାଇ ଦେଉଛି। ସୋସିଆଲ ମିଡିଆରେ ଏବେ ଏହି ଗୀତ ବେଶ୍ ଭାଇରାଲ ହେବାରେ ଲାଗିଛି। ଯିଏ ଏହି ଭିଡିଓଟିକୁ ଦେଖୁଛି, ଶୁଣୁଛି ସିଏ ଭାବ ବିହ୍ୱଳ ହୋଇ ପଡ଼ୁଛି ଏବଂ ତାର ଆଖି ଛଳଛଳ ହୋଇ ଯାଉଛି। ନିଜ ମାଆ କୁ ମନେ ପକାଇ ମାଆ ଉଦ୍ଦେଶ୍ୟରେ ପିଲାଟି କୋହ ଭରା କଣ୍ଠରେ ଯେଉଁ ଗୀତ ଗାଉଛି ତାହା ବାସ୍ତବରେ ବେଶ୍ ହୃଦୟସ୍ପର୍ଶି ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।