ମା’ ମୁଁ ତୁମ ସରପଞ୍ଚ କହୁଛି ..ତୁମ ଗାଁ’କୁ ମୁଁ ଚାଉଳ ନେଇକି ଆସିଛି… ଏହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

ଏମିତି ସମୟ ବେଳେ ବେଳେ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିବା ବେଳେ ଆଉ କିଛି ତାହା କଷ୍ଟ ଦେଇଥାଏ। ଏପଟେ ନିକଟରେ ସରିଥିବା ନିର୍ବାଚନ ସେଥିରେ ଅନେକ ଜିତି ଥିବା ବେଳେ ଆଉ କିଛି ମଧ୍ୟ ହାରି ଯାଇଛନ୍ତି। କିନ୍ତୁ ନିର୍ଵାଚନ ପୂର୍ବରୁ ସମସ୍ତ ଦଳର ପାର୍ଥି ମାନେ ଜିତିବା ପାଇଁ ଲୋକ ମାନଙ୍କୁ କିଛି କଥା ଦେଇ ଥାଆନ୍ତି ହେଲେ ସେହିସବୁ ଜିତିବା ପରେ ପୂରଣ କରିବା ଅସମ୍ଭବ ହୋଇ ପଡିଥାଏ। କିନ୍ତୁ ଏଠାରେ ଜଣେ ସରପଞ୍ଚ ନଜର ରେ ଆସିଛନ୍ତି ଯାହା କରୁଛନ୍ତି ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଜଣେ ସରପଞ୍ଚ ର ଅଭୂତ କାର୍ଯ୍ୟ ଯାହା କୁ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ଏହି ନୂଆ କରି ଆସିଥିବା ପାର୍ଥି ଙ୍କର ଏମିତି କାମ କୁ ସେଠାକାର ଲୋକ ମାନେ ପ୍ରଶଂସା ନ କରି ରହି ପାରି ନାହାଁନ୍ତି। ଆଉ ତାଙ୍କର ଲୋକ ମାନଙ୍କ ସହାୟତା ଯୋଗାଇ ଦେବା ଏବଂ ସରକାରଙ୍କ ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ ଯାହା ସମସ୍ତଙ୍କୁ ପ୍ରେରଣା ଦେଇଛି।ଆଉ ଏମିତି ପାର୍ଥି ମିଳିବା ବର୍ତ୍ତମାନ ସମୟରେ ବହୁତ ବିରଳ ଯାହା ଏବେ ଚହଳ ସୃଷ୍ଟି କରିଛି।

ଆଉ ବିଭିନ୍ନ ସମୟରେ ନିର୍ବାଚନ ହେବା ପୂର୍ବରୁ ପାର୍ଥି ମାନେ ଘର ଘରକୁ ବୋଲି ପ୍ରଚାର କରି ଥାଆନ୍ତି ଏବଂ ଭିନ୍ନ ଭିନ୍ନ ମିଛ ପ୍ରତିଶ୍ରୁତି ଦେଇ ଭୋଟ ରର ଜିତିବା ପାଇଁ ଏମିତି କରି ଥାଆନ୍ତି। ଜିତିବା ପରେ ସେମାନେ ଆଉ ଦେଖା ଦର୍ଶନ ଦେଇ ନ ଥାଆନ୍ତି। କିନ୍ତୁ ଏଠାରେ ବିଜୟ ଲାଭ କରିଥିବା ନୂଆ ସରପଞ୍ଚଙ୍କର ଏକ ଭିନ୍ନ ଚିନ୍ତାଧାରା। ତାଙ୍କର ଏହିପରି ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା ତାହା ଗ୍ରାମବାସୀ ଙ୍କ ମୁଁହ ରେ ହସ ଫୁଟାଇ ଦେଇଛି। ଏଠାରେ ନବ ନିର୍ବାଚିର ସରପଞ୍ଚ ଗ୍ରାମ ବାସୀଙ୍କୁ କଥା ଦେଇଥିଲେ ସବୁ ସୁବିଧା ଓ ଅସୁବିଧାରେ ଆସିକି ଛିଡା ହେବି। ତାଙ୍କର ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏଠାରେ ସରପଞ୍ଚ କହୁଛନ୍ତି ଯେ” ମାଉସୀ ମୁ ସରପଞ୍ଚ କହୁଛି, ତୁମର ଗାଁ କୁ ଚାଉଳ ନେଇକି ଆସିଛି ଆଉ ଆଜିଠୁ ସବୁ ସୁବିଧା ଓ ଅସୁବିଧା ଦେଖିବି “। ଯାହା ଶୁଣିବା ପରେ ସେହି ମହିଳା ଜଣଙ୍କ ଖୁସି ହୋଇ ଯାଇଥିଲେ।

ଆଉ ଏହି ଘଟଣା ରେ କହିବାକୁ ଗଲେ ସେହି ଗାଁର ପଞ୍ଚାୟତ ଅଫିସ ବହୁତ ଦୂର ରହିଛି ଏବଂ ଚାଉଳ ଓ ସରକାର ସବୁ ସୁବିଧା ଆଣିବା ପାଇଁ ଅନେକ ଅସୁବିଧା ସମ୍ମୁଖୀନ କରୁଥିଲେ ଗ୍ରାମବାସୀ। ଏଠାରେ ନବ ନିର୍ବାଚିତ ସରପଞ୍ଚ ଟ୍ରାକ୍ଟର ରେ ଚାଉଳ ଆଣି ଗାଁ ଭିତରେ ଘରେ ଘରେ ଦେଇଛନ୍ତି ଯାହାକୁ ନେଇ ଗ୍ରାମବାସୀ ସମସ୍ତେ ପ୍ରଶଂସା କରିଛନ୍ତି। ଆଉ ତାଙ୍କର ଆଗରୁ କହିଥିବା କିଛି କଥା ସବୁ ଜିତିବା ପରେ ପାଳନ କରୁଛନ୍ତି ଯାହା ସମାଜକୁ ଗୋଟିଏ ପ୍ରେରଣା ମିଳିଛି।ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି ଏହାକୁ ମଧ୍ୟ ଅନେକ ଶେୟାର କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment