Odisha News Portal

Exclusive : ମାଆଙ୍କୁ ଧରି କାନ୍ଦିଲେ ବାବୁସାନ.. କହିଲେଏମିତି ଭୁଲ ଆଉ କେବେ ବି ହେବନି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କ କଥା ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ | ତେବେ ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କର ଏଭଳି ଗୋଟିଏ ଭିଡିଓ ଭାଇରାଲ ହେବା ପରେ ଓଡିଶା ଛାଡିକି ପଳେଇ ଯାଇଥିଲେ ବାବୁସାନ | ଆଉ ଏବେ ସେ ଚେନାଇଁ ରୁ ଭୁବନେଶ୍ୱର କୁ ଫେରିଛନ୍ତି ବାବୁସାନ | ଆଉ ସିଧା ନିଜ ଘରକୁ ଯାଇଛନ୍ତି ଆଉ ତାଙ୍କ ମା ଆଉ ବାପା ଙ୍କ ଆଗରେ ପ୍ରାୟଶ୍ଚିତ କରିକି ଭୋ ଭୋ ହୋଇ କାନ୍ଦିଛନ୍ତି ବାବୁସାନ | ଆଉ ଏଭଳି ଭୁଲ କେବେବି ହେବନି ବୋଲି କହିଛନ୍ତି ସେ | ତାହେଲେ ଆସନ୍ତୁ ଜାଣିବା ବନ୍ଧୁ ଗଣ ଆଉ କଣ କଣ ସବୁ କହିଛନ୍ତି ବାବୁସାନ ତାଙ୍କ ମା ଙ୍କୁ |

ତେବେ ଏଭଳି ଘଟଣା ଘଟିଲା ପରେ ବାବୁସାନ ଓଡିଶା ଛାଡିକି ପଳେଇ ଯାଇଥିଲେ , ଆଉ ଏବେ ପୁଣି ଓଡିଶା ଫେରିଛନ୍ତି | ଆଉ ସିଧା ଯାଇ ମା ଙ୍କ ପାଖରେ ପହଞ୍ଚିଯାଇଛନ୍ତି | ଆଉ ସେଠାରେ ପହଞ୍ଚିଵା ପରେ ମା ଙ୍କୁ କୁଣ୍ଢାଇ ଆଖିରେ ପ୍ରାୟଶ୍ଚିତ ର ଲୁହ କୁ ଝରାଇ ଛନ୍ତି | ଆଉ କହିଛନ୍ତି ମା ଏଭଳି ଭୁଲ ମୋର ଆଉ କେବେବି ହେବନି | ମୁଁ ମୋର ଭୁଲ ବୁଝି ସାରିଛି, ମୁଁ ତୋତେ ଆଉ ବାପା ଙ୍କୁ ଛାଡିକି କେବେ କୁଆଡେ ବି ଯିବିନି | ଏବେ ମୁଁ ପୁରା ପୁରି ବଦଳି ଯାଇଛି |

ସେ ଆହୁରି କହିଛନ୍ତି ଘରେ ପହଞ୍ଚିଲା ପରେ ତାଙ୍କ ମା ଙ୍କ ଆଗରେ କି ମା ମୁଁ ଏବେ ତୋର ସୁନା ପୁଅ ହୋଇଯିବ | ଆଉ ତୁ ଏବେ ଗୋଟିଏ ନୂଆ ବାବୁସାନ ଙ୍କୁ ଦେଖିବୁ ଯାହାକୁ ଆଗରୁ କେବେ ଦେଖି ନ ଥିବେ | ତାହା ସହିତ ଆହୁରି ମଧ୍ୟ ତାଙ୍କ ବାପା ଙ୍କ ଦେହ ଖରାପ ଥିବାରୁ ତାଙ୍କ ପାଖରେ ବସିଛନ୍ତି | ଆଉ କାନ୍ଦି କାନ୍ଦି ଆଉ ତାଙ୍କୁ କେବେ ଛାଡିକି ଯିବେନି ବୋଲି କହିଛନ୍ତି | ତେବେ ଯୋଉଁ ମା କେମେରା ସାମ୍ନାରେ କାନ୍ଦି କାନ୍ଦି ତାର ପୁଅ କୁ ଫେରି ଆସିବା ପାଇଁ ହାତ ଯୋଡ଼ିକି ଗୁହାରି କରିଥିଲା | ସେ ମା ର କଥା କୁ ଆଡେଇ ଦେଇ ବାବୁସାନ କିପରି ଵା ରହିପାରିଥାନ୍ତେ ବାହାରେ |

ତେବେ ଜଣେ ମା ତାଙ୍କର ପୁଅକୁ ଫେରି ପାଇକି ଆଜି ବହୁତ ଖୁସି ଅଛନ୍ତି| ଆଉ ସମସ୍ତଙ୍କ କଥା କୁ ଭୁଲ ବୋଲି ସାବ୍ୟସ୍ଥ କରି ସେ ଆସି ଆଜି ମା ଙ୍କ ପାଖରେ ପହଞ୍ଚି ଯାଇଛନ୍ତି | ତେବେ ସେ କାଲି ଚେନାଇ ରୁ ବାହାରିଥିବା କଥା ଜଣାପଡିଥିବା ବେଳେ ଆଜି ସକାଳେ ଆସି ତାଙ୍କର ବରମୁଣ୍ଡା ସ୍ଥିତ ବାସ ଭବନ ରେ ପହଞ୍ଚି ଥିଲେ ଆଉ ମା ଙ୍କ ଆଗରେ କାନ୍ଦି ଥିଲେ | ଯାହା ଏବେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।