Odisha News Portal

ମା ହେବାର ଖୁସି କୁ କିପରି ସୋସିଆଲ ମିଡିଆରେ ସେୟାର କଲେ ଅନିଶା ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଏହା ସତ ଯେ ମାଆ ହେବାର ଅନୁଭୂତି ଏକ ନିଆରା ଏବଂ ସୁନ୍ଦର ଭାବନା ଅଟେ। ସେହିପରି ଏବେ ଜଣେ ଲୋକପ୍ରିୟ ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି, ଯେଉଁ ବିଷୟରେ ଆସନ୍ତୁ ଜାଣିବା ଆଜିର ଏହି ଲେଖାରେ। ପ୍ରକୃତରେ ଯେତେବେଳେ ଚଳଚ୍ଚିତ୍ର ଜଗତ ରେ ଅଭିନୟ କରୁଥିବା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ସୁଯୋଗ ମିଳେ ସେତେବେଳେ ଏହାକୁ ନେଇ ଦର୍ଶକ ମାନଙ୍କ ମନରେ ଏକ ଆଗ୍ରହ ଓ ଉତ୍କଣ୍ଠା ଦେଖା ଦେଇଥାଏ।କାରଣ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ସହିତ ନିଆରା ଅନ୍ଦାଜ ଭରି ରହିଥାଏ। ଯାହାକୁ ଜାଣିବା ପାଇଁ ଏକ ଉତ୍ସୁକତା ଦେଖାଦିଏ ଦର୍ଶକଙ୍କ ମନରେ।

ଅଭିନୟ କଥା ହେଉ କି ପ୍ରେମ କାହାଣୀ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଅତିବାହିତ କରିବା କଥା ବା ରିଲ ଲାଇଫ ର ମିଷ୍ଟ୍ରି ହେଉ, ସବୁଥିରେ ଏକ ନିଆରା ଅନୁଭବ ଏବଂ ଝଲକ ଦେଖିବାକୁ ମିଳିଥାଏ ମନୋରଞ୍ଜନ ଦୁନିଆରେ। ଅନେକ କ୍ଷେତ୍ରରେ ସେମାନଙ୍କ ଜୀବନ ଶୈଳୀ ସହିତ କାର୍ଯ୍ୟ କଲାପ କୁ ମଧ୍ୟ ଅନେକ ଲୋକ ଅନୁସରଣ କରିଥାନ୍ତି।କାରଣ ସେମାନେ ହେଉଛନ୍ତି ବଡ଼ ପରଦାର ଚେହେରା। ସେଥିପାଇଁ ସେଲିବ୍ରିଟି ମାନଙ୍କୁ ସାଧାରଣ ଲୋକେ ଅନେକ କ୍ଷେତ୍ରରେ ଅନୁସରଣ କରିଥାନ୍ତି। କାରଣ ସାଧାରଣ ଲୋକଙ୍କ ଠାରୁ ସେମାନଙ୍କ ଜୀବନଶୈଳୀ ସାଧାରଣତଃ ଭିନ୍ନ ଧରଣର ହୋଇଥାଏ।

ଆଉ ସେଥି ମଧ୍ୟରୁ କିଛି ଏମିତି କଳାକାର ଅଛନ୍ତି ଯେଉଁ ମାନଙ୍କ ବିଷୟରେ ଜାଣିବାକୁ ଲୋକେ ବହୁତ୍ ଇଚ୍ଛା କରିଥାନ୍ତି। କାରଣ ସେମାନେ ଦର୍ଶକ ମାନଙ୍କର ଅଧିକ ପସନ୍ଦ ର କଳାକାର ଅଟନ୍ତି। ଓଡ଼ିଶାର ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଏମିତି କିଛି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ।

ଯେଉଁମାନେ ସେମାନଙ୍କ ଅଭିନୟ ସାଙ୍ଗକୁ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନରେ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି।ସେହିପରି ଓଲିଉଡର ଜଣାଶୁଣା ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଟନ୍ତି ଶୁଭାଶିଷ ଏବଂ ଆନିଶା ଶର୍ମା।

ଯେଉଁ ଦୁଇଜଣ ଲୋକପ୍ରିୟ କଳାକାର ନିକଟରେ ଏକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ଅନେକ ଧାରାବାହିକ ଏବଂ ଆଲବମ୍ ଭିଡିଓ ରେ ମଧ୍ୟ ଅଭିନୟ କରିଛନ୍ତି। ସେମାନଙ୍କ ଅଭିନୟ ବେଶ ଆକର୍ଷଣୀୟ ଏବଂ ହୃଦୟସ୍ପର୍ଶୀ ଅଟେ। ବ୍ୟକ୍ତିଗତ ଜୀବନ ରେ ମଧ୍ୟ ସେମାନେ ବହୁତ ଭଲ ଏବଂ ବନ୍ଧୁ ଥିଲେ। ବିବାହ ପରେ ମଧ୍ୟ ସେମାନେ ବହୁତ୍ ଖୁସିରେ ରହୁ ଥିବାର ଦେଖିବାକୁ ମିଳୁଛି।

ଏବେ ଅାନିଶା ଶର୍ମା ମାଆ ହେବାକୁ ଯାଉଛନ୍ତି।ଆଉ ଏଥିପାଇଁ ସେମାନେ ବହୁତ୍ ଖୁସି ଅଛନ୍ତି।ଏହି ଖୁସି କୁ ସେ ପ୍ରଶଂସକ ମାନଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ପ୍ରଶଂସକ ମାନଙ୍କୁ ଏ ବିଷୟରେ ଜଣାଇଛନ୍ତି। ଯାହାକୁ ଶୁଣି ତାଙ୍କର ଫ୍ୟାନ ମାନେ ମଧ୍ୟ ବହୁ ଖୁସି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।