Odisha News Portal

ମାସିକ ଋତୁସ୍ରାବ ଡେରିରେ ହେବ ନା ନହେବ , ଏହାର କାରଣ ଏବଂ ଚିକିତ୍ସା ପାଇଁ କରନ୍ତୁ ଏହି ଉପାୟ …..

ଆଜି ଆମେ ଜାଣିବା ମିଷ୍ଟ ବା ଲେଟ୍ ପିରିୟଡସ୍ ବିଷୟରେ । ଅର୍ଥାତ ଯେଉଁମାନଙ୍କର ପିରିୟଡସ୍ ହେବାରେ ଇରେଗୁଲାର ହେଉଛି ସେହି ବିଷୟରେ ଆମେ ଜାଣିବା । କଣ ପାଇଁ ଏହା ଠିକ୍ ଟାଇମରେ ହେଉନାହିଁ ତାହାର କାରଣ ସବୁ ଜାଣିବା । ମିଷ୍ଟ ପିରିୟଡ ବା ଲେଟ୍ ପରିୟଡ୍ ଆସିବାର 2 ପ୍ରକାର କାରଣ ହୋଇପାରେ । ଗୋଟିଏ ହେଉଛି ଫିଜ୍ୟୁଲୋଜିକାଲ କାରଣ ଏବଂ ଅନ୍ୟଟି ହେଉଛି ପାଥଲୋଜିକାଲ କାରଣ ।

ଫିଜ୍ୟୁଲୋଜିକାଲ କାରଣ –

ଯଦି ପିରିୟଡସ ଆପଣଙ୍କର ଲେଟରେ ହେଉଛି, ତାହେଲେ ଏହା ଜୀବନର କିଛି ନେଚୁରାଲ୍ କାରଣ ହୋଇଥାଇପାରେ । ସେଥିପାଇଁ ଆପଣ ଏହି କଥାକୁ ନେଇ ଆଦୌ ଚିନ୍ତା କରିବା ଆବଶ୍ୟକ ନାହିଁ । ଆଉ ଗୋଟିଏ ବହୁତ କମନ୍ କାରଣ ,ଯେଉଁଟାକି ହେଉଛି ପ୍ରେଗନେଂସି କାରଣ । କାରଣ ପ୍ରେଗନେଂସି ହୋଇଥିବ ତାହେଲେ ପିରିୟଡସ୍ ମିସ୍ ହୋଇଥାଏ ।

ଯଦି ବିବାହିତ ହୋଇଥିବେ ତେବେ ଆପଣଙ୍କର ପିରିୟଡସ୍ ମିସ ହେଲେ କିଛି ବି ଚିନ୍ତା ନ କରି ପ୍ରଥମେ ଗୋଟିଏ ପ୍ରେଗେନିଂସ୍ କିଟ୍ ଆଣି ଟେଷ୍ଟ କରି ଦେଖନ୍ତୁ । ଆପଣଙ୍କର ପ୍ରେଗନେଂସି ରହିଛି କି ନାହିଁ କାହିଁକି ନାଁ ପ୍ରେଗନେଂସି ରହିଥାଏ , ତାହେଲେ ମଧ୍ୟ ପିରିୟଡସ୍ ଆଦୌ ବି ଆସି ନଥାଏ ।


ଯେଉଁ ଝିଅ ମାନଙ୍କର ପ୍ରଥମ ପିରିୟଡସ୍ ଆରମ୍ଭ ହୁଏ ସେମାନଙ୍କର ଶରୀରକୁ ବର୍ଷେ ଦୁଇ ବର୍ଷ ଟାଇମ ଲାଗିଥାଏ ଆର୍ଜେଷ୍ଟ ହେବା ପାଇଁ । ବହୁତ ଝିଅ ଏମିତି ଅଛନ୍ତି ଯେଉଂମାନଙ୍କର ପିରିୟଡସ୍ ଏମିତି ଆରମ୍ଭ ହୋଇଥାଏ ଏବଂ ବର୍ଷେ ଦୁଇ ବର୍ଷ ମଧ୍ୟରେ ତାଙ୍କର ବହୁତ ଏପଟ ସେପଟ ମଧ୍ୟ ହୋଇଥାଏ । ସେଥିପାଇଁ ଆପଣ ଏସବୁକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ କାହିଁକି ନାଁ ଆପଣଙ୍କ ବଡି ଯେତେବେଳେ ଏ ଜିନିଷକୁ ଆର୍ଜେଷ୍ଟ କରିନେବ, ଆପଣଙ୍କର ପିରିୟଡସ୍ ପୂରା ଠିକ୍ ଟାଇମରେ ଆସିବ ।

ପିରିୟଡସ୍ ବନ୍ଦ ହେବାର ଆଉ ଗୋଟିଏ କାରଣ ହେଉଛି ଯଦି ଆପଣଙ୍କର ବୟସ 40 କିମ୍ବା 45 କ୍ରସ୍ କରିଗଲାଣି । କାହିଁକି ନାଁ ମହିଳା ମାନଙ୍କର ବୟସ 40-45 ବର୍ଷ ଏଭବ୍ ହୋଇଗଲେ ସେମାନଙ୍କର ପିରିୟଡସ୍ ବନ୍ଦ ହୋଇଯାଇଥାଏ ।

ପାଥଲୋଜିକାଲ କାରଣ 

ଆମେ ଯେଉଁ ସବୁ କାରଣ କହିଲୁ ତାହାକୁ ଛାଡି ଯଦି ଆପଣଙ୍କର ପିରିୟଡସ୍ ଲେଟରେ ଆସୁଛି କିମ୍ବା ପିରିୟଡସ୍ ରେ ଏପଟସେପଟ ଦେଖାଦେଉଛି ,ତାହେଲେ ଆପଣଙ୍କ ଶରୀରରେ ହେଉଥିବା କିଛି ନା କିଛି ସମସ୍ୟାକୁ ଏହା ଦର୍ଶାଉଛି । ହରମୋନାଲ ଡିସଫସଂନାଲ କିମ୍ବା ୟୁଟେରାସ ବା ଉଭାଲ ସମ୍ବନ୍ଧୀୟ କିଛି ବି ରୋଗ ହେଉ , ଯାହାଫଳରେ ଆପଣଙ୍କର ପିରିୟଡସ୍ ମିସ୍ ହେଉଥିବ ।

ଯଦି ଆପଣଙ୍କର ପିରିୟଡସ୍ ଗୋଟେ ବର୍ଷ ଭିତରେ ଦୁଇ ଥରରୁ ଅଧିକ ଥର ଏପଟସେପଟ ହେଉଛି ଅର୍ଥାତ 10-12 ଦିନରୁ ଅଧିକ ଲେଟ୍ ରେ ଆସୁଛି, ତାହେଲେ ଟେଷ୍ଟ କରିବା ନିହାତି ଭାବରେ ଜରୁରି । ଡକ୍ଟର ଆପଣଙ୍କୁ ନରମାଲ୍ ବ୍ଲଡ୍ ଟେଷ୍ଟ କିମ୍ବା ଅଲଟ୍ରାସାଉଣ୍ଡ୍ ହେଉ ଆପମଙ୍କୁ ସେ ପ୍ରେସକାଇଫ୍ କରିଥାନ୍ତି । ଏହି ସବୁ ଟେଷ୍ଟ କରିଲେ ଆପଣଙ୍କର ଡକ୍ଟର ଜାଣିପାରିବେ କି ଆପଣଙ୍କ ଶରୀରରେ ହରମୋନାଲ ଚେଞ୍ଜେସେସ୍, ଥାଇରଡ୍ କିମ୍ବା ଶରୀରରେ ପ୍ରଲେକ୍ଟିନ୍ ଲେଭଲ୍ ବଢି ଯାଇଛି । ଯାହାଫଳରେ ପରିୟଡସର ଏପଟସେପଟ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।