Odisha News Portal

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆର ଲୋକପ୍ରିୟ ସିଙ୍ଗର ଦିପ୍ତିରେଖା ପାଢୀ ! ଜାଣନ୍ତୁ ବିବାହର ପ୍ରଥମ ଦିନ ଶାଶୂ ଘରେ କେମିତି କଟିଲା….

0 3

ଆପଣ ମାନେ ଜାଣିଛନ୍ତି କି ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆର ଲୋକପ୍ରିୟ ସିଙ୍ଗର ଦିପ୍ତିରେଖା ପାଢୀ । ଯେତେବେଳେ ଓଡିଆ ସଂଙ୍ଗିତ କଥା ଉଟେ ତେବେ ସେହି ସମୟରେ ଜଣେ ଗିତୀକାରର ନାମ ଆମ ମନ ମଧ୍ୟକୁ ଆସିଥାଏ । ତେବେ ଆପଣ ମାନଙ୍କ ମଧ୍ୟରେ ଦୀପ୍ତିରେଖା କାହାର ନା କାହାର ତ ପ୍ରିୟ ସିଙ୍ଗର ହୋଇଥିବେ , କାହିଁକିନା ତାଙ୍କର କଣ୍ଟର ସ୍ୱର ବହୁତ ମଧୁର ଅଟେ । ଯେଉଁଥିପାଇଁ ଆପଣ ମାନେ ତାଙ୍କର ଗୀତକୁ ନିଶ୍ଚିତ ରୂପରେ ଶୁଣୁଥିବେ ଏବଂ ଗାଉଥିବେ ମଧ୍ୟ । ଏବେକାର ସୂଚନା ଅନୁସାରେ ଦିପ୍ତିରେଖା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।

ଓଲିଉଡର ଫେମସ ସିଙ୍ଗର ବା ମେଲୋଡି କୁଇନ ଦିପ୍ତିରେଖା ଏବେକା ସମୟରେ ବିବାହ ବନ୍ଧନରେ ଆବଦ୍ଧ । ମିଳିଥିବା ସୂଚନା ଅନୁସାରେ ଦିପ୍ତିରେଖା ଖୋର୍ଦ୍ଦାର ବିଜନେସ ମ୍ୟାନ ସୋମ୍ୟରଞ୍ଜନଙ୍କୁ ବିବାହ କରିଛନ୍ତି ।

ଏହା ସହିତ ତାଙ୍କର ବୈବାହିକ ଜୀବନ ସୁଖମୟ ହେବ ବୋଲି ତାଙ୍କର ସମସ୍ତ ସେଲିବ୍ରେଟି ସହିତ ସ ସମସ୍ତ ସଂଙ୍ଗିତକାର ଏବଂ ସଙ୍ଗିତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ ମୁଜ୍ୟିକ ସାଇନଟିଷ୍ଟ ମଧ୍ୟ ଆସିଥିଲେ । ତେବେ ସରକାରଙ୍କର କୋଭିଡ ନିୟମକୁ ମାନି ଏତି ନିଡାଡମ୍ବର ଭାବରେ ସମସ୍ତେ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି । ତାଙ୍କର ବିବାହ କାର୍ଯ୍ୟରେ ତାଙ୍କର କିଛି ବନ୍ଧୁ ସହିତ ତାଙ୍କର ପରିବାର ବର୍ଗ ଯୋଗ ଦେଇଥିଲେ । ତେବେ ଦିପ୍ତିଙ୍କର ଏମିତି ଅଚାନକ ବିବାହ ଏବେ ଦର୍ଶକ ମାନଙ୍କ ମଦ୍ୟରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି ।


ଦିପ୍ତି ରେଖା ପ୍ରଥମେ ରାଜକନ୍ୟା ସିରିଏଲରେ ନିଜର ଜୀବନ ଆରମ୍ଭ କରି ପରେ ସଂଙ୍ଗିତ ଜୀବନରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ପ୍ରେମାନନ୍ଦଙ୍କ ସଂଙ୍ଗିତର ଅନେକ ରୋମାଣ୍ଟିକ ଏବଂ ହିଟ ସଙ୍ଗ ଓଡିଆ ସଂଙ୍ଗିତ ଜଗତକୁ ପ୍ରଦାନ କରିଛନ୍ତି । ଏହା ସହ ଆଇଟମ ସଙ୍ଗରେ ମଧ୍ୟ ନିଜର କଣ୍ଟଦାନ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି ଦିପ୍ତିରେଖା । ତେବେ ଦିପ୍ତି ଅନେକ ଗୀତ ଗାଇଛନ୍ତି ଏବଂ ଲୋକମାନଙ୍କର ହୃଦୟକୁ ମଧ୍ୟ ଛୁଇଁଛନ୍ତି ।

ଦିପ୍ତିରେଖା ଭୁବେନସ୍ୱରର ଏକ ମଣ୍ଡପରେ ସୌମ୍ୟରଞ୍ଜନଙ୍କ ସହ ବିବହା କରିଥିଲେ । ଏହି କଥାଟି ଏବେ ଦିପ୍ତିଙ୍କର ଫ୍ୟାନ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିପ୍ତି ହଠାତ କାହିଁକି ଲକଡାଇନ ସମୟରେ ବିବାହ କଲେ । ତେବେ ଦିପ୍ତିଙ୍କର ବିବାହ ଜୀବନ କିପରି ଆଗକୁ ଶୁଭମୟ ହେବ ଆମର ସେ ନେଇ ଭଗବାନଙ୍କ ନିକଟରେ କାମନା କରିବା ଉଚିତ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।