Odisha News Portal

Breaking news ! ବିବାହ ଉତ୍ସବରେ ଏବେ ସାମିଲ ହୋଇ ପାରିବେ ୧୦୦ରୁ ଅଧିକ ଲୋକ, ବ୍ୟାଣ୍ଡ୍ ବାଜା ଏବଂ DJ କୁ ମିଳିଲା ଅନୁମତି, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

କରୋନା ଏହା ନା ଶୁଣିଲେ ଲୋକମାନେ ବହୁତ ସାବଧାନ ନିଜକୁ କରିଥାନ୍ତି , କାରଣ ଏହି କରୋନା ପାଇଁ ସାରା ବିଶ୍ୱର ଲୋକମାନେ ବହୁତ ଅସୁବିଧାର ସାମ୍ନା ହୋଇଛନ୍ତି ଏବଂ ଏବେ ମଧ୍ୟ ହେଉଛନ୍ତି । କରୋନା ମହାମାରୀ ମାର୍ଚ୍ଚ ମାସ ଠାରୁ ଆମ ଦେଶରେ ଆସିବା ପରଠାରୁ ଦେଶର ସମସ୍ତ କ୍ଷେତ୍ରରେ ବହୁତ ଅସୁବିଧା ଦେଖାଦେଇଛି , ଏପରିକି ଆମ ଦେଶର ଆର୍ଥିକ ସ୍ତିତି ମଧ୍ୟ ବିଗିଡିବାରେ ଲାଗିଛି । ଏହା ସହିତ ଲୋକମାନେ ମଧ୍ୟ ବହୁତ ଅସୁବିଧାର ସାମ୍ନା କରିଛନ୍ତି ଏବଂ ନିଜକୁ କରୋନା ଠାରୁ ସତର୍କ କରି ରଖିଛନ୍ତି ।

ଯେପରିକି କିଛି ବିଶେଷ କାମ ନଥିଲେ ଘରୁ ବାହାରକୁ ବାହାରୁ ନାହାନ୍ତି , ନିଜ ନିଜ ମଧ୍ୟରେ ଦୂରତା ରଖୁଛନ୍ତି , ଘରୁ ବାହାରକୁ ବାହାରିବା ମାତ୍ରେ ମାକ୍ସର ପରିଧାନ କରୁଛନ୍ତି । କାରଣ ଏପରି କରିବା ଦ୍ୱାରା ଲୋକମାନେ କିଛି ମାତ୍ରାରେ କରୋନା ଠାରୁ ଦୂରରେ ରହୁଛନ୍ତି ।

ମାତ୍ର ପ୍ରଥମେ ଯେତେବେଳେ ଏହି ମହାମାରୀର ଆରମ୍ଭ ହୋଇଥିଲା ସେହି ସମୟରେ ଲୋକମାନେ କିପରି ସୁରକ୍ଷିତ ରହିବେ ଏଥିପାଇଁ ସରକାର ବହୁତ ବ୍ୟବସ୍ଥା କରିଥିଲେ ଏବଂ ସାରା ଦେଶର ଲକଡାଉନ ଘୋଷଣା କରିଥିଲେ । ଦ୍ୱାରା ଲୋକ ମାନଙ୍କୁ ଅନେକ ମାତ୍ରାରେ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଥିଲା ।

ଏହି ମୟରେ ସମସ୍ତ ମନ୍ଦିର ,ଦୋକାନ ବଜାର , ବିବାହ ଉତ୍ସବ , ସମସ୍ତ କ୍ଷେତ୍ରରେ ରୋକ ଲଗାଯାଇଥିଲା । ମାତ୍ର ଏବେ କରୋନାର ସ୍ତିତିରେ ଟିକେ ସୁଧାର ଆସିବାରୁ ସରକାର ଏହି ଜିନିଷରେ କୋହଳ କରିବାରେ ଲାଗିଲେଣି , ଯାହା ଦ୍ୱାରା କି ଏବେ ବବାହ କାର୍ଯ୍ୟରେ ବହୁତ ବଡ ପରିବର୍ତ୍ତନ ହୋଇଛି ।

ଏହି କରୋନା ପାଇଁ ସରକାର ବିବହା ଉତ୍ସବରେ ରୋକ ଲଗାଇଥିଲେ ମାତ୍ର ପରବର୍ତ୍ତୀ ସମୟରେ କୋରାନର ସ୍ଥିତିକୁ ଲକ୍ଷ୍ୟ କରି ବିବାହ କରିବା ପାଇଁ ମଞ୍ଜରୁ ପ୍ରଦାନ କରିଥିଲେ । ମାତ୍ର ବିବାହ କାର୍ଯ୍ୟରେ ବ୍ୟାଣ୍ଡ , ବାଜା , ବାରାତକୁ ମନା କରାଯାଇଥିଲା ଏବେ ବିବାହ କାର୍ଯ୍ୟରେ 50 ଜଣ ଲୋକଙ୍କୁ ସାମିଲ ହେବା ପାଇଁ କୁହାଯାଉଥିଲା ।

ମାତ୍ର ଏବେ ସରକାର ସେଥିରେ ପରିବର୍ତ୍ତନ କରିଛନ୍ତି ଏବଂ ନ୍ୟାୟ ଭିତ୍ତିକ ଭାବରେ ମଣ୍ଡଳ ଆୟୋଗ ଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସରକାର ଏହି ନିୟମ କୁ ନିର୍ଣ୍ଣୟ କରିଛନ୍ତି ।

ଅର୍ଥାତ ବିବାହ କାର୍ଯ୍ୟରେ 150 ଲୋକ ରହିବାର ଅନୁମତି ପ୍ରଦାନ କରିଛନ୍ତି ଏହା ସହିତ ବାହାଘର ରେ ଯେଉଁ ନିୟମ ଥିଲା କି ଲୋକ ମାନେ ବ୍ୟାଣ୍ଡ୍ ବାଜା ବ୍ୟବହାର କରି ପାରିବେନି, ତେବେ ସେହି ନିୟମ କୁ ପରିବର୍ତ୍ତନ କରି ପାଟନା ସରକାର ବାହାଘର ରେ ବ୍ୟାଣ୍ଡ୍ ବାଜା ପାଇଁ ଅନୁମତି ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।