ମନୁଷ୍ୟ ଜୀବନରେ କେତେବେଲେ କଣ ଗଟିବା ତାହା କେହି କହିପାରିବେ ନାହିଁ । କେତେବେଳେ କାହାର ହଠାତ ମୃତ୍ୟୁ ହୋଇଯିବ ତାହା ମଧ୍ୟ କେହି ହେଲେ ମଧ୍ୟ କହିପାରିବେ ନାହିଁ । କାରଣ ମନୁଷ୍ୟ ଜୀବନ ହିଁ ସେମିତି ସମସ୍ତ କଥା ହଠାତ ହୋଇଯାଏ । ତେବେ ଏହି କରୋନା ମଧ୍ୟ ସାରା ଦେଶରେ ହଠାତ କରି ଆସିଥିଲା କେହି ଏହାର ପତ୍ତା ମଧ୍ୟ ଜାଣିନଥିଲେ ମାତ୍ର ଏହା ଏତେ ଭୟଙ୍କର ହେବ ବୋଲି କେହି ଆସା ମଧ୍ୟ କରିନଥିବେ । ଏହି କରୋନା ଏତେ ଭୟଙ୍କର ଯେ ପ୍ରତ୍ୟେକ ସେକେଣ୍ଟରେ ହଜାର ହଜାର ଲୋକଙ୍କ ଜୀବନ ନେବା ପାଇଁ ମଧ୍ୟ ପଛଘୁଞ୍ଚା ଦିଏ ନାହିଁ ।
ଏହି କରୋନା ପାଇଁ ସାରା ବିଶ୍ୱର ଲୋକମାନେ ବହୁତ ହିଁ ହଇରାଣ ହୋଇଛନ୍ତି ପ୍ରତ୍ୟେକ ବ୍ୟକ୍ତି ଏହି ସମୟରେ ଅନେକ ଦୁଋଖ , କଷ୍ଟ ପାଇଛନ୍ତି । କରୋନା ପାଇଁ ସରକାରଙ୍କ ଲକଡାଉନ କାରଣରୁ ଅନେକ ସମସ୍ୟା ଦେଇ ଗତି କରିଛି ଏହି ମନୁଷ୍ୟ ସମାଜ ।
କାହାକୁ ଭଲରେ ଖାଇବା ପାଇଁ ମଧ୍ୟ ମିଳିନାହିଁ , ତେବେ ଏଭଲି ଏକ ପରିସ୍ଥିତି ଜଣେ ବ୍ୟକ୍ତିଙ୍କର ଏପରି ସମସ୍ୟା ହୋଇଛି କି ସେ ଚିକିତ୍ସାର ଅଭାବ କାରଣରୁ ମୃତ୍ୟୁ ବକଣ କରିଛନ୍ତି । ଯାହା ଦ୍ୱାରା ତାଙ୍କର ପରିବାରରେ ସୋକର ଛାୟା ଖେଳିଯାଇଛି , କାରଣ ସେ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯିଏ କି ନିଜର ଘର ଚଳାଉଥିଲେ ଏବେ ତାଙ୍କର ମୃତ୍ୟୁ ହେବା ପରେ ଘର ଲୋକମାନେ କେମିତି ଚଳିବେ ସେ ନେଇ ଚିନ୍ତା ସମସ୍ତଙ୍କୁ ଘାରିଛି । ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସତ୍ୟତା ବିଷୟରେ ।
ଆମେ ଆପଣ ମାନଙ୍କୁ ଯେଉଁ ବ୍ୟକ୍ତିଙ୍କର ବିଷୟରେ କହୁଛୁ ତାଙ୍କର ଘର ହେଉଛି ଅଲୀଗଢରେ ଥାନା ବନ୍ନାଦେବୀର ନୁମାଇଶ ମୈଦାନ ନିବାସୀ ସଞ୍ଜୟ କୁମାର , ଯାହାଙ୍କର ବୟସ 45 ବର୍ଷ । ସେ ଚା ବିତ୍ରି କରି ନିଜର ପରିବାରର ପେଟ ପାଳନ୍ତୁ , ତାଙ୍କର 5 ଜଣ ଝିଅ ରହିଛି ତେବେ ଗୋଟିଏ ଝିଅଙ୍କୁ ବିବାହ କରିଦେଇଛନ୍ତି ଅନ୍ୟ ଚାରି ଝିଅ ଘରେ ଅଛନ୍ତି ।
ସଞ୍ଜୟ ଧୀରେ ଧୀରେ ଟିବି ଭଲି ରୋଗରେ ପୀଡିତ ହୋଇଥିଲେ ଏହା ପରେ ସେ ଏହାକ ଚିକିତ୍ସା ମଦ୍ୟ କରୁଥିଲେ । ମାତ୍ର ଏହି ଲକଡାଉନ ପଡିବା କାରଣରୁ ତାଙ୍କର ଆଉ ଆର୍ଥିକ ସମ୍ବଳ ରହିଲା ନାହିଁ ଏହା ସହିତ ଡାକ୍ତରଙ୍କ ସହ ପରାମର୍ଶ ମଦ୍ୟ କରିପାରିଲେ ନାହିଁ । ୟେଉଁଥିପାଇଁ ତାଙ୍କର ଏହି ରୋଗ ବଢିଗଲା ଏବଂ ସେ ଶନିବାର ଦିନ ମୃତ୍ୟୁବରଣ କରିଥିଲେ । ତେବେ ତାଙ୍କର ଏହି ମୃତ୍ୟୁରେ ପରିବାରର ଶୋକର ଛାୟା ଖେଲିଯାଇଛି , ତାଙ୍କର ସ୍ତ୍ରୀ ପୂରା ଭାଙ୍ଗି ପଡିଛନ୍ତି ଅନ୍ୟ ପଟେ ଚାରି ଝିଅ ମଧ୍ୟ ବହୁତ କାନ୍ଦୁଛନ୍ତି ।
ସ୍ଵାମୀର ମୃତ୍ୟୁ ପରେ ପତ୍ନୀ ଅଞ୍ଜୁଙ୍କ ସାମ୍ନାରେ ଦୁଃଖର ପାହାଡ ଭାଙ୍ଗିଗଲା । ତାଙ୍କୁ ନିଜ ଝିଅର ଭବିଷ୍ୟତ ବିଷୟରେ ବହୁତ ଚିନ୍ତା ଅଛି । ଅନ୍ୟ ପଟେ ଜିଲ୍ଲା ଅଧକ୍ଷ ରୋଗ ନିୟନ୍ତ୍ରଣ ଅଧିକାରୀ ଡା. ଅନୁପମ ଭାସ୍କରଙ୍କ କହିବା ଅଟେ କି ସୋସିଆଲ ମିଡିଆରେ ଏହି ମାମଲାର ସୂଚନା ମିଳିଥିଲା । ଏହା ପରେ ସଞ୍ଜୟଙ୍କ ଘରେ ଟିମ ବି ପହଞ୍ଚି ଥିଲା । ବଲଗମର ଯାଞ୍ଚରେ ଟିବିର ପୃଷ୍ଟି ହୋଇ ନାହିଁ ।
post inspire from —a2z-online.org.com
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।