Odisha News Portal

ମନୁଷ୍ୟ ଉପରେ ବାଘର ଆକ୍ରମଣ ଏବଂ ତାହା ପରର ଦୃଶ୍ୟ ଆଶ୍ଚର୍ଯ୍ୟ ଜନକ ଅଟେ, ଭାଇରାଲ ହେଉଛି ଭିଡିଓ……

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯେଉଁ କଥା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆପଣ ମାନେ କେବେ ବାଘ କୁ ଦେଖିଛନ୍ତି ତେବେ ଅନେକ ବ୍ୟକ୍ତି ଦେଖିଥିବେ ତ ନିଶ୍ଚିତ ରୂପରେ । କାରଣ ଯେଉଁ ମାନେ ଯଦି କେବେ ବାଘ ଅଭୟାରଣ୍ୟକୁ ବୁଲିବା ପାଇଁ ଯାଇଥିବେ ତେବେ ଦେଖିଥିବେ ନିଶ୍ଚୟ । ମାତ୍ର ଯେଉଁମାନେ ଯାଇଥିବେ ତ ସେମାନେ ହୁଏତ ଦେଖି ନଥିବେ । ମାତ୍ର କେବେ ଅଚାନକ ବାଘ ହାବୁଡରେ ପଡିଛନ୍ତି କି , ଅଥବା ଏମିତି ଆପଣ ମାନଙ୍କ ଗ୍ରାମକୁ କେବେ ବାଘ ଆସିଛି କି ସେମିତି ହୋଇଥିଲେ ତ ଆପଣ ମାନେ ତାର ଅନୁଭୂତି ଜାଣିଥିବେ ।

ତେବେ ଯେଉଁମାନେ ବାଘକୁ ଡରନ୍ତି ସେମାନେ ତାର ନାମ ଶୁଣିବା ମାତ୍ରେ ହିଁ ବହୁତ ଡର ଲାଗିବ । କାରଣ ସେ ଏମିତି ଏକ ପଶୁ ଏଟେ ଯାହାର ହାବୁଡରେ ପଡିଲେ ମନୁଷ୍ୟ ଆଉ ବଞ୍ଚିବ ନାହିଁ । ମାତ୍ର କେତେକ ବ୍ୟକ୍ତି ମାନେ ଅଛନ୍ତି ୟେଉଂମାନେ ବାଘକୁ ମଧ୍ୟ ପାଳିଥାନ୍ତି ତାର ଅନେକ ଯତ୍ନ ନେଇଥାନ୍ତି ହେଲେ ସେ ବାଘ ସେମାନଙ୍କର କିଛି କ୍ଷତି କରେ ନାହିଁ ।

କାହିଁକିନା ସେ ତାର ପୋଷା ମାନିଯାଇଥାଏ । ଏମିତିରେ ତ ଅଭୟାରଣ୍ୟରେ ମଧ୍ୟ ବାଘ ମାନେ ମନୁଷ୍ୟର ବୋଲ ମାନିଥାନ୍ତି ସେମାନଙ୍କର କିଛି ମଧ୍ୟ କ୍ଷତି କରନ୍ତି ନାହିଂ । ମାତ୍ର କେତେ ସମୟରେ ମଧ୍ୟ ସେମାନଙ୍କୁ ବହୁତ ଅସୁବିଧାର ଶିକାର ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ବାଘ ବିଷୟରେ କହିବୁ ଯେଉଁ ବାଘଟି ଜଣେ ଲୋକଙ୍କୁ ଆହାତ କରିଦେଇଛି , ତେବେ ଏବେ ସେହି ଲୋକଟିର ଅବସ୍ଥା କମ ରହିଛି ଏବଂ କେମିତି ଏପରି ଘଟଣା ଘଟିଲା ଆସନ୍ତୁ ଜାଣିବା ସେ ବିଷୟରେ । 

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ସେ ଘଟଣାଟି କାଜିରଙ୍କା ପାର୍କକୁ ଗୋଟିଏ ବାଘ ଖସିଯାଇ ଜନବସତି ଆଡକୁ ଚାଲିଯାଇଛି । କାଜିରଙ୍କା ପାର୍କଟି ଆସାମର ନାଗପୁର ଅଞ୍ଚଳ ତେଜପୁର ୟୁନିଭରସିଟିରେ କିଛି ଲୋକହ୍କୁ ଦେଖି ସେମାନଙ୍କ ଉପରକୁ ଆକ୍ରଣଣ କରିଛି ।

ତେବେ ଏହାର ଲାଇଭ ଭିଡିଏ ମଧ୍ୟ ସୁଟ କରାଯାଇଛି , ଯେଉଁଥିରେ ଦେଖିବାକୁ ମିଳୁଛି କି ବାଲିଗଦା ଉପରେ ଗୋଟିଏ ବାଘ ଗୋଡାଇ ଗୋଡାଇ ମନୁଷ୍ୟ ମାନଙ୍କ ଉପରକୁ ଆକ୍ରମଣ କରୁଛି । ତେବେ ବାଘର ସେହି ଆକ୍ରମଣରେ ଦୁଇ ଜଣ ଆହାତ ହୋଇଛନ୍ତି ଏବଂ ଅନ୍ୟ ଲୋକମାନେ ଦୌଡି ପଳେଇ ନିଜର ଜୀବନ ବଞ୍ଚାଇଛନ୍ତି । ତେବେ ଆହାତ ହୋଇଥିବା ସେହି ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖୋଳି ଯାଇଛି । ଏହାପରେ ବାଘକୁ ଜଙ୍ଗଲ ଆଡକୁ ଘୋଡାଇବା ପାଇଁ ପ୍ରଶାସନ ପକ୍ଷରୁ କାମ ଲଞ୍ଚ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।