ପ୍ରତ୍ୟେକ ଥର ପରି ମହାପୁରୁଷଙ୍କର ସେହି ପବିତ୍ର ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ପାଖରେ ଉପସ୍ଥାପନ କରିଥାଉ । ତେବେ ଆଜି ଆମେ ମହାପୁରୁଷ ଶିଶୁ ଅନନ୍ତଙ୍କ ବିଷୟରେ ଆପଣଙ୍କୁ କିଛି କହିବାକୁ ଯାଉଛୁ । ଯେଉଁ ଶିଶୁ ଅନନ୍ତ । ଯେତେବେଳେ ଜଗନ୍ନାଥ ଦାଶଙ୍କୁ ସନ୍ଦେହ କରି ନିଆ ଯାଇଥିଲା ଆଉ ଜଗନ୍ନାଥ ଦାଶ ନିଜ ନାରୀତ୍ବର ପରିଚୟ ଦେବାକୁ ଯାଇ ସେତେବେଳେ ଖୋଲିଦେଇଥିଲେ ବସ୍ତ୍ରକୁ ଆଉ ସେହି ବସ୍ତ୍ରରୁ ବାହାରିଥିଲା ଅଜସ୍ର କ୍ଷୀର , ଆଉ ତାକୁ ଶିଶୁ ଭାବରେ ଗ୍ରହଣ କରିଥିଲେ ଅନନ୍ତ । ସେହି ସମୟରେ ଅନନ୍ତ ପାନ କରିଥିଲେ ଶିଶୁ ଭାବରେ କୋଳରେ ରହି, ଶିଶୁ ରୂପ ଧାରଣ କରି ନହେଲେ ସାରା ବିଶ୍ବ ବୁଡି ଯାଇଥାନ୍ତା । ସେଥିପାଇଁ ଅନନ୍ତ ହେଲେ ଶିଶୁ ଅନନ୍ତ ।
ତେବେ ଶିଶୁ ଅନନ୍ତ ଖୌର୍ଦ୍ଧା ର ପାଲିପାଟଣା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ । ମହାପୁରୁଷ ମାନେ ଅନେକ ଶାସ୍ତ୍ରେ ଲେଖିଛନ୍ତି ଅନନ୍ତ କିଏ ନାଁ ଅନନ୍ତ ହେଉଛନ୍ତି ଅନନ୍ତ ନାମେ ଅନ୍ତ ନାହିଁ, ଯାହାର ଅଣକ୍ଷରେ ତାର ଦେହୀ । ଅର୍ଥାତ ବାଲିପାଟଣା ମହାପୁରୁଷ ଲେଖିଛନ୍ତି – କୁଶଭଦ୍ରା ନଦୀ କୂଳରେ ନାମ ବାଲିପାଟଣା, ସେ ସ୍ଥାନ ଅଟଇ ମୋର ଯେ ଏକ ମାତ୍ର ଠିକଣା ।
ଅର୍ଥାତା ବାଲି ପାଟଣାକୁ ଏତେ ଭଲପାଆନ୍ତି ଯେ କହିଲେ ମୋର ବାଲିପାଟଣା ଛଡା ଅନ୍ୟ କିଛି ଠିକଣା ନାହିଁ । ତେବେ ସେହି ବାଲିପାଟଣାରୁ ଯଦି ଆପଣ ଟିକେ ବାଲି ଆଣି ଘରେ ରଖିବେ ତାହେଲେ ଆପଣଙ୍କୁ ରୋଗ ହେବ ନାହିଁ । ଆଉ ସେହି ବାଲିପାଟଣାରେ ମହାଲୀଳା ହେବ ବୋଲି ମହାପୁରୁଷ କହୁଛନ୍ତି । ପଞ୍ଚ ମହାପୁରୁଷ ଏକାଠି ହୋଇଥିଲେ ଏହଂ ଶିଶୁ ଅନନ୍ତଙ୍କ କ୍ଷେତ୍ରରେ ।
ବାଳକ ସମୟରେ ପ୍ରଭୁ ସବୁବେଳେ କ୍ଷମା ପ୍ରଦାନ କରିଥାନ୍ତି , ଆଉ ବାଳକ ଶବ୍ଦର ଅର୍ଥ ହେଉଛି ସରଳ ସ୍ବଭାବର । ଶିଶୁ ଶବ୍ଦର ଅର୍ଥ ହେଉଛି ସରଳ ସ୍ବଭାବ । ଅବଧୋତ ଶିଶୁଙ୍କୁ ଗୁରୁ କରିଛନ୍ତି । ତେଣୁ ଆପଣ ମାନେ ଯେତେ ସରଳ ନିଷ୍କପଟ ହୋଇ ପ୍ରଭୁଙ୍କୁ ସ୍ମରଣ କରିବେ , ଭଲ ପାଇବେ ପ୍ରଭୁ ଆପଣଙ୍କ ପ୍ରେମ ରେ ବାନ୍ଧି ହୋଇ ଯିବେ ।
ତେଣୁ ସେହି ଶିଶୁ ଅନନ୍ତଙ୍କ ଭାବ ହେଉଛି ଶିଶୁ ଭାବ । ଶିଶୁ ଅନନ୍ତ ପରୋକ୍ଷରେ ଆପଣ ମାନଙ୍କୁ ପ୍ରମାଣ ଦେଇଛନ୍ତି ଯେ ନିଜକୁ ସରଳ କରି ଦିଅ ପରାତ୍ମାଙ୍କ କୃପା ମିଳିବ । ତେଣୁ କୁଶଭଦ୍ରା ନଦୀ କୂଳରେ ମହାଲୀଳା ହେବ , ତତସହିତ ସେହି ବାଲିକୁ ଆପଣ ମାନେ ସଂଗ୍ରହ କରିନ୍ତୁ । ଯେଉଁ ଶିଶୁ ଅନନ୍ତଙ୍କ ର ଇଷ୍ଠ ଥିଲେ ପ୍ରଭୁ ବାସୁଦେବ । ଭକ୍ତ ମାନଙ୍କୁ କହୁ ଥିଲେ ତୁମର କିଛି କରିବାକୁ ପଡିବନି ବାସୁଦେବଙ୍କୁ ମାଗି ଥିଲେ ଭକ୍ତମାନଙ୍କୁ ଉଦ୍ଦେଶ୍ୟ ରେ ସିଦ୍ଧି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।