Odisha News Portal

ହେ ଭଗବାନ ! ଭଦ୍ରକ ମାଟିତଳୁ ଅନନ୍ତ ନାଗ ସହ ବାହାରିବେ ମହାଦେବ , ମାଳିକା ଦେଲା ମହା ଭବିଷ୍ୟତବାଣୀ….

ପ୍ରତ୍ୟେକ ଥର ପରି ମହାପୁରୁଷଙ୍କର ସେହି ମାଳ ମାଳ ହୋଇ ରଚିତ୍ ହୋଇଥିବା ମନାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିଥାଉ । ଯାହା ମହାପୁରୁଷ ଆମ ମାନଙ୍କ ପାଇଁ ଛଅ ଶହ ବର୍ଷ ପୂର୍ବେ ଲେଖା ଯାଇଛନ୍ତି । ଆଜି ଆମେ ଗୋଟିଏ ଜିଲ୍ଲା ବିଷୟରେ ଆପଣଙ୍କୁ ଜଣାଇବୁ । ଯେଉଁ ଜିଲ୍ଲା କଥା ମହାପୁରୁଷ ତାଙ୍କ ଓଡିଶା ସ୍ଥାନତତ୍ବ ନିରୂପଣ ଗ୍ରନ୍ଥରେ ଲେଖିଥିଲେ । ସେହି ଜିଲ୍ଲାର ନାମ ହେଉଛି ଭଦ୍ରକ । ତେବେ ଚାଲନ୍ତୁ ଜାଣିବା କଣ ଲେଖି ଯାଇଛନ୍ତି ମହାପୁରପୁଷ ଭଦ୍ରକ ଜିଲ୍ଲା ବିଷୟରେ ଜାଣିବା, କଣ ସେଠାରେ ଘଟିବ ସେ ବିଷୟରେ ।

ଆଖଣ୍ଡଳମଣି ରୂପରେ ହର , ଭକ୍ତଙ୍କୁ କୃପା କରିବେ ଅପାର । ସାକ୍ଷାତ ଶିବଙ୍କୁ ଦର୍ଶନ କରି, ବହୁ ଭକ୍ତ ରାମ ଯିବେରେ ତରି୍ । ଅର୍ଥାତ ବହୁ ଭକ୍ତ ସେଠାରେ ଶିବଙ୍କ ଦର୍ଶନ ପାଇବେ ଏବଂ ସ୍ପର୍ଶ ମଧ୍ୟ ପାଇବେ । ଆଉ ବହୁ ଭକ୍ତ ମହାଦେବଙ୍କର ରାତ୍ର ଅଦ୍ଧରେ ପ୍ରଭୁ ଶିବଙ୍କର ଦର୍ଶନ ପାଇବେ ।

ଶିବ ଦର୍ଶନ ଭକ୍ତମାନେ ସେଠାରେ ଗୁପ୍ତରେ ରହୁଛନ୍ତି ବୋଲି ମହାପୁରୁଷ କଲକ କରିଛନ୍ତି । ପୁଣି କହିଛନ୍ତି- ଅଖଣ୍ଡ ପ୍ରଭାବ ହୋଇଲା ଯେଣୁ, ଆଖଣ୍ଡଳମଣି ନାମଟି ତେଣୁ । ଅର୍ଥାତ ଅଖଣ୍ଡ ପ୍ରଭାବ ବା କଳି ଶେଷରେ ତାଣ୍ଡବ କରିବେ ଦେବ ଦେବ ମହାଦେବ । ତତସହିତ ଶ୍ରୀ ଅନ୍ତତ ଦେବଙ୍କ ମନ୍ଦିର, ସ୍ବଭାବ ଶିବ ଦେବ ଲୋକଙ୍କର । ଦେବତା ମାନଙ୍କର ଶୋଭା ଶ୍ରୀ ଅନ୍ତତ ଦେବଙ୍କ ମନ୍ଦିରରେ ବସିବ ।

ନାଗଗଣ ପୁଣି ସେଠାରେ ଥିବେ, ପାତାଳରୁ ଆସି ଲୀଳା କରିବେ । ଭଦ୍ରକ ମାଟି ଯାହାକୁ ନାଗଲୋକଙ୍କର ମାଟି ମଧ୍ୟ କୁହନ୍ତି । ଅନେକ ନାଗ ମାନେ ପ୍ରକଟିତ ହେବେ ଏବଂ ପାତାଳରୁ ଆସି ଲୀଳା କରିବେ । ଆଉ ତତ୍ସହିତ , ମାତା ଭଦ୍ରକାଳି ଖର୍ପରେ ଧରି, ଦୁଷ୍ଟକୁ ସଂହାର ଲୀଳା ଯେ କରି ।

ଅର୍ଥତା ମାଁ ଭଦ୍ରକାଳୀ ସେଠାରେ ଦୁଷ୍ଟ ମାନଙ୍କୁ ସଂହାର କରି ଭକ୍ତ ମାନଙ୍କୁ ରକ୍ଷା କରିବେ । ତତ୍ସହିତ ବିରଞ୍ଚି ନାମରେ ନାରାୟଣ ପ୍ରଭୁ, ହୃଦେ ଧ୍ୟାନ କର ମୁକ୍ତି ପାଇବୁ । ବହୁ ଜ୍ଞାନୀଗୁଣି ସେଠାରେ ଥିବେ , ଭକ୍ତମାନେ ପୁଣି ଗୁପ୍ତେ ରହିବେ । ଅର୍ଥାତ ବହୁ ଜ୍ଞାନୀ ଗୁଣି ସେଠାରେ ରହିଥିବେ କିନ୍ତୁ ସେମାନେ ସମସ୍ତେ ଗୁପ୍ତ ଭବାରେ ସେଠାରେ ରହିଥିବେ ।

ଶୂନ୍ୟରେ ସେଠାରେ ଅଗ୍ନି ଜଳିବ, ମାଟି ତଳୁ ହର ପ୍ରକଟ ହେବ । ଅର୍ଥାତ କଳି ଶେଷରେ ଶୂନ୍ୟରେ କିଛି ନଥିବ ଅଗ୍ନି ଲାଗିଯିବ ସବୁଆଡେ ଆଉ ସେହି ସମୟରେ ମାଟି ତଳୁ ମହାଦେବ ପ୍ରକଟ ହେବେ । ବହୁ ବୃଷ୍ଟିପାତ ସେଠାରେ ହେବ , ବହୁ ଗାଁଗଣ୍ଡା ଭସାଇ ନେବ ।

ଅର୍ଥତା ଭଦ୍ରକ ଜିଲ୍ଲାରେ ବହୁ ପରିମାଣରେ ବୃଷ୍ଟିପାତ ହେବ ଏବଂ ସବୁ କିଛି ନଷ୍ଟ କରିଦେବ, ସେଥିପାଇଁ ଆପଣ ମାନଙ୍କୁ ସବୁବେଳେ ସତର୍କ ରହିବାକୁ ପଡିବ । ମଙ୍ଗଳାଙ୍କ ସ୍ଥଛାନ ଗୁପ୍ତେ ରହିବ, ମାଁ ବାଙ୍କ ବାଶାଳି ପିଠେ ରହିବ । କହିଲେ ଉକ୍ତ ପିଠରେ ମାଁ ବାଙ୍କ ବାସେଳିଙ୍କ ନାଁ ଆସୁଛି , ଯେଉଁଠି ଅନେକ ଲୀଳା ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।