ମାଳିକା ଦେଲା ଭବିଷ୍ୟତ ବାଣୀ ! ଢେଙ୍କାନାଳରେ ବହିବ ରକ୍ତର ନଦୀ ,ଯାହା ମହାପୁରୁଷ ଛଅ ଶହ ବର୍ଷ ତଳେ ଲେଖିଯାଇଥିଲେ ତାହା ଆଜି ସତ ହେବାକୁ ଯାଉଛି ?

ଆଜି ଆମେ ତାଳପତ୍ର ପୋଥିରୁ ସଂଗୃହିତ ମାଳିକାର କଥା କିଛି ଆପଣ ମାନଙ୍କୁ ଜଣାଇବୁ , ଯାହା ମହାପୁରୁଷ ଛଅ ଶହ ବର୍ଷ ତଳେ ଲେଖିଯାଇଥିଲେ । ଯେଉଂଥିରେ ପଞ୍ଚସଖାମାନେ ଆଗତ ଭବିଷ୍ୟତ କରିଥିଲେ । ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ମହାପୁରୁଷ କଣ କେବଳ ଓଡିଶାକୁ ନେଇ ମାଳିକା ରଚନା କରୁଥିଲେ ଆଉ ଭାରତ ବିଷୟରେ କି ବିଶ୍ବ ପାଇଂ କିଛି ଭବିଷ୍ୟ କରିନଥିଲେ । କିନ୍ତୁ ଓଡିଶା ମଧ୍ୟମରେ ମହାପୁରୁଷଙ୍କର ଜ୍ଞାନ ଆଦୌ ସିମୀତ ନଥିଲା ବରଂ ପଞ୍ଚସଖା ବିଶ୍ବ ବ୍ରହ୍ମାଣ୍ଡକୁ ନେଇ ମାଳିକା ଲେଖିଛନ୍ତି । ତେବେ ଆପଣ ମାନେ ଏହାକୁ ମାନିଲେ ମାନିବେ ନ ମାନିଲେ ନାହିଁ କିନ୍ତୁ ଏ ମାଳିକା କାହାକୁ ଡାିବା ପାଇଂ ନୁହେଁ ବରଂ ସତର୍କ କରିବା ପାଇଁ ।

ସେହି ତାଳପଥ ଚଟି ବହିରେ ମହାପୁରୁଷ କହିଛନ୍ତି ଯେ କେବଳ ଓଡିଶା ମଧ୍ୟରେ ତାଙ୍କର ଜ୍ଞାନ ସିମୀତ ନଥିଲା ବରଂ ସାରା ବିଶ୍ବକୁ ନେଇ ସେ ଲେଖିଛନ୍ତି.ଏବଂ କେଉଁ କେଉଂ ଜାଗାରେ ଭକ୍ତ ଜନ୍ମ ହେବେ ଆଉ କିଭଳି ଭାବରେ ଢେଙ୍କାନାଳର ଢାଙ୍କୁଣୀ କେବେ ଖୋଲା ହେବସେ କଥା ମଧ୍ୟ ଲେଖିଛନ୍ତି । ତେବେ ସେଠାରେ କଣ ହେବ

ଭକ୍ତ ମାନଙ୍କର ଜନମ ଶୁଣ ମୋ ଦେଶବାସୀ, ମହାପୁରୁଷଙ୍କ ମାଳିକା ପ୍ରମାଣ ହୋଇଛି । ପଞ୍ଚୁ ପାଣ୍ଡବ ଯେ ଗଞ୍ଜାମେ ହେଲେଣି ଅବତାର ,ରଖି ଯାଇଛନ୍ତି ଯେ ସମୀ ବୃକ୍ଷେ ବିରାଟ ଦେଶର ।କୁରୁ ସୈନ୍ୟ ଜନ୍ମ ହେଲେଣୀ କାଶ୍ମର ଦେଶେ ଜାଣ, ଆମେରିକାରେ ଅଭିମନ୍ୟୁ , ଲଣ୍ଡନେ ଦୁଃଶାସନ ।।

ଅର୍ଥାତ ପଞ୍ଚୁ ପାଣ୍ଡବ ଗଞ୍ଚାମରେ ଜନ୍ମ ହେବେ ଏବଂ ତତ ସହିତ କୁରୁ ସୈନ୍ୟ କାଶ୍ମର ଦେଶରେ ଜନ୍ମ ହୋଇ ସାରିଲେଣି । ଏହା ସହିତ ଆମେରିକାରେ ଅଭିମନ୍ୟୁ ଏବଂ ଲଣ୍ଡନରେ ଦୁଃଶାସନ ମଧ୍ୟ ଜନ୍ମ ହୋଇଛନ୍ତି । ତତସହିତ ପୁଣି କହିଛନ୍ତି –

ଜାପାନରେ ଘଟୋତ୍କଚ ଯେ ଅଶ୍ବଥମା ସାମେ , ଶଲ୍ୟ ଭୂରି ସଭା ଭୀଷ୍ମ ଯେ ଦ୍ରୋଣ ଗୁଜୁରାଟରେ । କର୍ଣ୍ଣ ଦୁର୍ଯ୍ୟଧନ ଜର୍ମାନୀ ଶକୁନି ରୁଷିଆରେ ,
ଅନ୍ୟ ଦେଶେ ଜନ୍ମିଛନ୍ତି ହିସାବ ନାହିଁ ତାରେ ।ଢେଙ୍କାନାଳରୁ ଯେ ଢାଙ୍କୁଣି ସେହି ବେଳରେ ଖୋଲିବ,ରକ୍ତ ନଦୀ ସେହି ଠାବରୁ ଯେ ଆରମ୍ଭ ହୋଇବ ।

ଅର୍ଥାତ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ଯେଉଁ ଭାଇ ଭାଇର ଯୁଦ୍ଧ ଏସବୁର ଲକ୍ଷଣ ଅଟେ । ତେବେ ମହାପୁରୁଷ ସେହି କଥା ଲେଖିଯାଇଛନ୍ତି ଯେ ଢେଙ୍କାନଳରୁ ରକ୍ତର ନଦୀ ବୋହିବ । ତେଣୁ ଏସୁବୁ ଆପଣ ମାନେ ଆଦୌ ପ୍ରଶୟ ଦେବେନି କାରଣ ଏପରି ହେବା ଦ୍ବାରା ଘର ଘର ମଧ୍ୟମରେ ଖଳି ଝଗଡା , ଭାଇ ଭାଇ ମଧ୍ୟମରେ ଯୁଦ୍ଧ ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ଏହା ବହୁତ ପ୍ରଭାବ ପକାଇବ । ତେବେ ଆପଣ ମାନେ ନିଶ୍ଚୟ ଅଙ୍ଗେ ଲିଭାଇଥିବେ ଯେ ବର୍ତ୍ତମାନ ଆଉ ବାପା ପୁଅର ପଡୁନି , ଭାଇ ଭାଇ ସହିତ ଉତ୍ତମ ସଂପର୍କ ରହୁନାହିଁ ।

କଟକ କଟି ରକ ଧାର ମାଡି ଯେ ଚାଲିବ ସେତେବେଳେ ରୁଷିଆ ରାଜା ଯେ ପୁଣି ମାଡିଆସିବ ଲକ୍ଷେ ମାଡ ଶୂନ ଧରି ଆସି ପୂଜା କରିବ ରେଳ ଗାଡିରେ କପ୍ରଭୁଙ୍କୁ ପୁଣି ଘେନିଣ ଯିବବଇରି ଷ୍ଟେସନେ ଅର୍ଜୁନ ଜଗିଣ ଯେ ଥିବଅର୍ଜୁନ ଗୋଟିଏ ଶରରେ ଇଂଞ୍ଜିନିକୁ ଭାଙ୍ଗିବବଇରି ଷ୍ଟେସନେ ପୁଣି ଇଁଞ୍ଜିନି ଚୁନା ହୋଇବ ଭକ୍ତମାନେ ଆସି ପ୍ରଭୁଙ୍କୁ ପୁଣି ଘେନି ଯିବ.ଛତିଆ ବଟରେ ନେଇଣ ପୂଜା ଯେ କରିବ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment