Odisha News Portal

ମକର ସଂକ୍ରାନ୍ତି ରେ ମରିଗଲେ ବି କରନ୍ତୁ ନାହିଁ ଏହି ଜିନିଷ ର ଦାନ , ନଚେତ୍ କାଙ୍ଗାଳ ହୋଇଯିବେ

ଆମ ମାନଙ୍କୁ ପିଲା ଦିନରୁ ଏହି ଶିକ୍ଷା ପ୍ରଦାନ କରାଯାଏ କି ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା , ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରିବା । ଆମ ସମାଜରେ ରେ ଏକ ତ୍ୱତ ରହିଛି ଯେ “ମାନଵ ସେବା ହିଁ ମାଧବ ସେବା” ଅର୍ଥାତ ମାନବର ର ସେବା କଲେ ତାକୁ ଭଗବାନ ଙ୍କ ସେବା ବୋଲି ବିବେଚନା କରାଯାଏ । ଆମ ଓଡିଶାର ସଂସ୍କୃତି ଅନୁସାରେ , ଲୋକମାନେ ପର୍ଵ ପର୍ବାଣୀ ରେ ଦାନ କରିବାକୁ ପସନ୍ଦ କରିଥାନ୍ତି ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଓଡିଶା ର ମୁଖ୍ୟ ପର୍ବ ମକର ସଂକ୍ରାନ୍ତି ରେ କେଉଁ କେଉଁ ଜିନିଷ ଦାନ କରିବା ଉଚିତ ହୋଇ ନଥାଏ ।

କାରଣ ଯଦି ଆପଣ ମାନେ ସେହି ପର୍ବ ଦିନ ସେହି ଜିନିଷ ଦାନ କରନ୍ତି ତେବେ ଆପଣଙ୍କର ବହୁତ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏମିତି କଣ ଦ୍ରବ୍ୟ ରହିଛି ଯାହାକୁ ମକର ସଂକ୍ରାନ୍ତି ରେ ଦାନ କରିବା ଠିକ ନୁହେଁ ।

1– ଝାଡୁ

 

ଆପଣ ମାନେ ଅନେକ ଥର ଶୁଣିଥିବେ କି ଘରର ଝାଡୁ କେବେବି ଅନ୍ୟ ମାନଙ୍କୁ ଦେବା ଉଚିତ ନୁହେଁ । କାରଣ ଝାଡୁ ସହିତ ଆପଣଙ୍କର ସୁଖ , ଶାନ୍ତି ସମସ୍ତ ଘରୁ ବାହାରକୁ ବାହାରି ଚାଲିଯାଇଥାଏ । କାରଣ ସ୍ୱଚ୍ଛତା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଘରୁ ଝାଡୁ ବାହାରିଗଲେ ମାତା ଲକ୍ଷ୍ମୀ ମଧ୍ୟ ପଳେଇ ଯାଇଥାନ୍ତି ।

2–ଧାରୁଆ ଜିନିଷ

ଆପଣ ମାନେ କେବେବି ମକର ସଂକ୍ରାନ୍ତିରେ କୌଣସି ବ୍ୟକ୍ତିକୁ ଧାରୁଆ ଜିନିଷ ଯେପରିକି ଝୁରି , ପନିକି ,କଟୁରି , କଇଁଛି ଆଦି ଜିନିଷ ଦାନ କରନ୍ତୁ ନାହିଁ । କାରଣ ଏହି ସମସ୍ତ ଜିନିଷ ଦାନ କରିବା ଦ୍ୱାରା ଘରେ ସବୁବେଳେ ଦୁଖଃ ଦୁର୍ଦ୍ଦଶା ପଡିଥାଏ ।

3–ପୁରୁଣା ବସ୍ତ୍ର

ଆପଣ ମାନେ କେବେବି କୌଣସି ବ୍ୟକ୍ତିକୁ ପୁରୁଣା ବସ୍ତ୍ର ଦାନ କରିବା ଠିକ ନୁହେଁ । କାରଣ ଏହା ଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଘରେ ଧନର ଅଭାବ ମଧ୍ୟ ଦେଖା ଦେଇଥାଏ । ତେଣୁ ଯଦି ନୂଆ ବସ୍ତ୍ର ଦେଇପାରୁନାହାନ୍ତି ତେବେ ପୁରୁଣା ବସ୍ତ୍ର ମଧ୍ୟ କାହାକୁ ଦିଅନ୍ତୁ ନାହିଁ ।

4–ଷ୍ଟିଲ ବାସନ ଏବଂ ପ୍ଲାଷ୍ଟିକ ଜିନିଷ

ଆପଣ ମାନେ ମକର ସଂକ୍ରାନ୍ତିରେ ଷ୍ଟିଲ ବାସନ ବା ପ୍ଲାଷ୍ଟିକ ଜିନିଷ କେବେବି କାହାକୁ ଦାନ କରନ୍ତୁ ନାହିଁ । କାହିଁକିନା ଏହା କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ଘର ଛାଡି ପଳେଇ ଯାଇଥାନ୍ତି । ଏ ସବୁ ଦାନ କରିବା ଅଶୁଭ ହୋଇଥାଏ ।

5–ପଇସା

ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି , ତେଣୁ ଆପଣ ମାନେ କେବେବି ଧନ କାହାକୁ ଦେବେ ନାହିଁ । ଅର୍ଥାତ ଆପଣଙ୍କର ଜମା କରିଥିବା ଧନ , ପତ୍ନୀଙ୍କ ପାଖରେ ଥିବା ଧନ ବା ଟ୍ରେଜେରୀରେ ଥିବା ଧନ ଆପଣ ମାନେ କାହାକୁ ହେଲେ ମଧ୍ୟ ଉଧାରରେ ଦିଅନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।