Odisha News Portal

ମଜାଦାର ପ୍ରଶ୍ନ—— ଏମିତି କେଉଁ ଜିନିଷ ଯାହା ଗାଈ ମାନଙ୍କର ପଛରେ ରହିଥାଏ , କିନ୍ତୁ ତାହା ଝିଅ ମାନଙ୍କର ଆଗରେ ରହିଥାଏ ? ଦମ୍ ଅଛି ତ ଉତ୍ତର କମେଣ୍ଟ ବକ୍ସରେ ଜଣାନ୍ତୁ…..

ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ମାନେ ହୁଏତ ଜାଣିନଥିବେ । ସମାଜ ପରିବର୍ତ୍ତନ ହେବା ସହ ସମାଜର ତାଳେ ତାଳେ ଲୋକମାନେ ମଧ୍ୟ ଚାଲିଛନ୍ତି । ଆଜିକା ସମୟରେ ଯଦି କେହି ବ୍ୟକ୍ତି ଶିକ୍ଷା ଗ୍ରହଣ ନକରିଥାଏ ତେବେ ତାହାକୁ ସମାଜରେ ମାନ , ସମ୍ମାନ ଆଦି ବହୁତ କମ ପ୍ରାପ୍ତ ହୋଇଥାଏ । କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟ ।

ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ । ।

ସେହି ପରୀକ୍ଷାରେ ଆପଣ ମାନଙ୍କୁ ଯେଉଁ ସମସ୍ତ ପ୍ରଶ୍ନ ପଚାରା ଯାଏ ସେହି ପ୍ରଶ୍ନ ଶୁଣିଲେ ଆପଣ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ସେପରି ପ୍ରଶ୍ନ ଆପଣ ମାନେ କେବେ ଶୁଣିନଥିବେ । ମାତ୍ର ସେହି ପ୍ରଶ୍ନ ଗୁଡିକ ଆପଣଙ୍କର ଦୈନଦୀନ ଜୀବନରେ ବ୍ୟବହାର ହୋଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝିପାରିବେ ନାହିଁ ।

ଏଥିପାଇଁ ଆପଣ ମାନେ ସେହି ସମସ୍ତ ପ୍ରଶ୍ନକୁ ଭଲ ଭାବରେ ଶୁଣିବେ ତାପରେ ତାହାକୁ ଭଲସେ ଚିନ୍ତା କରି ଉତ୍ତର ପ୍ରଦାନ କରିବେ । ଆପଣ ମାନେ ଟିକେ ଯଦି ବୁଦ୍ଧି ଖଟାଇବେ ତେବେ ସେହି ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ପ୍ରଦାନ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ସାଧାରଣ , ଜ୍ଞାନ ପ୍ରଶ୍ନ ବା ଏମିତି କିଛି ପ୍ରଶ୍ନ ଯାହାକି ଆପଣ ମାନେ ନିଶ୍ଚିତ ଜାଣିରଖିବା ଉଚିତ ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

 

1– ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ ପୃଥିବୀରେ କେଉଁ ଜିନିଷ ଦେଖିନାହିଁ ?

ଉତ୍ତର– ଅନ୍ଧାର

2–ତାହା କେଉଁ ଜିନିଷ ଅଟେ ଯାହାକୁ ସମସ୍ତେ ଶୋଇବା ପୂର୍ବରୁ କାଢି କରି ଶୋଇଥାନ୍ତି ?

ଉତ୍ତର–ଜୋତା ବା ଚପଲ

3–ଏମିତି କେଉଁ ଜିନିଷ ଯାହା ଗାଈର ଆଗରେ ଏବଂ ଝିଅ ମାନଙ୍କର ପଛରେ ରହିଥାଏ ?
ଉତ୍ତର–w (cow women)

4–କେଉଁ ଜିନିଷ ବାନ୍ଧିଲା ପରେ ମଧ୍ୟ ଚାଲିଥାଏ ?

ଉତ୍ତର–ହାଚଘଣ୍ଟା

5–ଇଂରାଜୀର ଏମିତି ଏକ ଶବ୍ଦ କୁହ ଯେଉଁଥିରେ A ଠାରୁ F ପର୍ଯ୍ୟନ୍ତ ସମସ୍ତ ସଂଖ୍ୟା ରହିଥିବ /

ଉତ୍ତର–FEADBACK

6– କେଉଁ ଜିନିଷ ତୁମ ଠାରୁ ମିଲିବା ପୂର୍ବରୁ ତୁମ ଠାରୁ ନିଆ ସରିଥାଏ ?

ଉତ୍ତର–ଫଟୋଗ୍ରାଫ

7–ଆଲୋକର ଗତି ଅଧିକ ତା ଠାରୁ ଅଧିକ ବେଗ କାହାର ଅଛି ?

ଉତ୍ତର–ମନର ଗତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।