Odisha News Portal

ଦେଖନ୍ତୁ ଭିଡିଓ , 2021 ରେ ବିବାହ କରିବେ ଲୋକପ୍ରିୟ ଯୋଡି ଆଦି ଆଉ ଭକ୍ତି , ଭିଡିଓ ମାଧ୍ୟମରେ ଆଉ ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…..

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଧାରାବାହିକରେ ଜଣେ ଅଭିନେତା ଏବଂ ଅଭିନେତ୍ରୀଙ୍କର କଥା କହିବୁ ଯାହାକୁ ଆପଣ ମାନେ ବହୁତ ହିଁ ପସନ୍ଦ କରନ୍ତି । ତେବେ ଆମ ଦେଶର ପ୍ରତ୍ୟେକ ଲୋକମାନେ ସର୍ବଦା କାମରେ ବ୍ୟସ୍ତ ରହିଥାନ୍ତି କାରଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସେମାନେ ସର୍ବଦା ବହୁତ କଷ୍ଟ କରିଥାନ୍ତି । ତେବେ ସେମାନଙ୍କୁ ଟିକେ ଫ୍ରି ସମୟ ମିଳିଲେ ସେମାନେ ମନୋରଞ୍ଜନ ପାଇଁ ଚାହାନ୍ତି ଏଥିପାଇଁ ଟିଭି ଅନ କରି ସେଥିରେ ପ୍ରସାରିତ ଦେଉଥିବା ଧାରାବାହିକ ଦେଖନ୍ତି , ନହେଲେ କେଉଁ ଲୋକମାନେ ପିଲ୍ମ ଦେଖନ୍ତି ଅନ୍ୟ କେଉଁ ଲୋକମାନେ ଗୀତ ମଧ୍ୟ ଶୁଣିଥାନ୍ତି ।

କାହିଁକିନା ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ସମାନ ନଥାଏ କାହାର କେଉଁଟା ପସନ୍ଦ ହୋଇଥିବା ତାହା କେହି କହିପାରିବ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁମାନେ ଧାରାବାହିକକ ଦେଖନ୍ତି ସେମାନଙ୍କୁ ସେମାନଙ୍କର ପ୍ରିୟ ଧାରାବାହିକର ହିରୋ , ହିରୋଇନଙ୍କର ବିଷୟରେ କହିବୁ ।

ତେବେ ଆପଣ ମାନେ ଜି ସାର୍ଥକରେ ପ୍ରସାରିତ ହେଉଥିବା ଜୀବନ ସାଥୀ ସିରିଏଲତ ନିସ୍ଚିତ ରୂପରେ ଦେଖୁଥିବେ କାରଣ ସେଥିରେ ଆଦି , ଭକ୍ତିଙ୍କର ଆକ୍ଟିଙ୍ଗ ଏବଂ ଯୋଡି ପ୍ରୟତଃ ସମସ୍ତଙ୍କୁ ପସନ୍ଦ ହେଉଥିବ ।

ଏହା ସହିତ ଭକ୍ତି ବା ଜେସିଙ୍କୁ ତ ଅନେକ ଲୋକମାନେ ବହୁତ ପସନ୍ଦ କରନ୍ତି କାରଣ ସେ ଏହି ଧାରାବାହିକ ଆଗରୁ ଅନ୍ୟ କେତେକ ଧାରାବାହିକରେ କାମ କରିଛନ୍ତି ଏବଂ ସେଥିରୁ ଲୋକମାନଙ୍କ ପାଖରୁ ବହୁତ ଭଲ ପାଇବା ମଧ୍ୟ ପାଇଛନ୍ତି । 

ସୋସିଆଲ ମିଡିଆରେ ଏବେ କଥାଟି ଉଠିଥିଲା କି ଆଦି , ଭକ୍ତି ନିକଟରେ ବିବାହ କରିବାକୁ ଯାଉଛନ୍ତି ତେବେ ତାହା କେତେ ସତ କି ମିଛ କେହି ଜାଣନ୍ତି ନାହିଁ । ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି କି ଯେଉଁଥିରେ ଆଦି , ଭକ୍ତି ଏବଂ ସୋମାଲିନ ଏକା ସାଙ୍ଗରେ ଭିଡିଓ କଲ କରିଛନ୍ତି ଏବଂ କଥା ହେଉଛନ୍ତି ।

ତେବେ ସେଥିରେ ସୋମାଲିନ ପଚାରିଛନ୍ତି କି ଅମର ଭାଇ ଏବଂ ଜେସି ଦିଦି କେବେ ବିବାହ କରିବେ ବୋଲି , ଏଥିରେ ଅମର ବା ଆଦି ଉତ୍ତର ଦେଇଛନ୍ତି କି ସେ ବିବାହ କରିସାରିଛନ୍ତି , ଅର୍ଥାତ ସିରଏଲରେ ।

ତେବେ ଏହି କଥା ପୁଣି ଥରେ ପଚାରିବାରୁ ଦୁଇ ଜଣ ଉତ୍ତର ଦେଲେ କି ଆମେ ଏ ବିଷୟରେ କିଛି ଭାବିନାହିଁ ଏକଥା ସଂପୂର୍ଣ୍ଣ ମିଛ ଅଟେ । ତେବେ ସେଥିରେ ସୋମାଲିନ , ଆଦି , ଭକ୍ତି ଏବଂ ଜ୍ୟାକଲିନ ମଧ୍ୟ ଅଛନ୍ତି । ସେଥିରେ ସେମାନେ ବହୁତ ମଜା କଥା କହୁଛନ୍ତି ଏବଂ ସମସ୍ତଙ୍କୁ ମଧ୍ୟ ହସାଉଛନ୍ତି । ତେବେ ଆଦି ଭକ୍ତି ମ୍ୟାରେଜର କିଛି ପ୍ଲାନ କରିନାହାନ୍ତି ବୋଲି କହିଛନ୍ତି ମାତ୍ର ଆଗକୁ ଜଣାପଡିବ କି ସେମାନେ ମ୍ୟାରେଜ କରିବେ କି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।