ମହିଳା ମାନଙ୍କର ଏହି ଦୁଇଟି ଜିନିଷ ଛୁଇଁବା ଦ୍ୱାରା କୋଟିପତି ହୋଇଯାଏ ମନୁଷ୍ୟ ! ଜାଣନ୍ତୁ ସେହି ମହତ୍ତୂପୂର୍ଣ୍ଣ ଅଙ୍ଗ ବିଷୟରେ …….

ଆଜି ଆମେ ଆପଣ ମାନଙ୍କୁ କହିବୁ କି ମହିଳା ମାନଙ୍କର ସେହି ଦୁଇଟି ଜିନିଷ ଛୁଇଁବା ମାତ୍ରେ ସେ ହୋଇଯାଏ ବହୁତ ଖୁସି । ଏହା ପରେ ସେ ତାର ମନରୁ ଦେଇ ଦେଇଥାଏ ଗୋଟିଏ ଜିନିଷ । ଯାହା ଦ୍ୱାରା କି ସେ ବ୍ୟକ୍ତିର ଭାଗ୍ୟ ଖୋଲି ଯାଇଥାଏ । ଜଣେ ମହିଳା ପାଖରେ ଆପଣ ମାନଙ୍କୁ ଦେବା ପାଇଁ କଣ ବା ନଥାଏ । ମହିଳା ମାନଙ୍କ ପାଖରେ ଆମକୁ ଦେବା ପାଇଁ ଦୁନିଆର ସବୁଠୁ ବଡ ଖଜାନା ଲୁଚି ରହିଥାଏ । ଆପଣ ମାନେ କେବଳ ଗୋଟିଏ କାମ କରନ୍ତୁ ଯାହା ଦ୍ୱାରା କି ରାତାରାତି ଆପଣ ମାନଙ୍କର ଭାଗ୍ୟ ବଦଳି ଯାଇପାରେ ।

କାରଣ ଆମେ ଆପଣ ମାନଙ୍କୁ ଯେଉଁ ଜିନିଷ ବିଷୟରେ କହିବୁ ତାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି । ମାତ୍ର ତାହାର ପ୍ରଭାବ ବିଷୟରେ ଆପଣ ମାନେ ଜାଣିନାହାନ୍ତି । ଏହା ସହିତ ଅନେକ ଲୋକମାନେ ମଧ୍ୟ ଏହି ଜିନିଷ ପାଇବା ପାଇଁ ଅନେକ ଲାଜ ମଧ୍ୟ କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ପାଖରେ ରହିଥିବା ସେହି ଦୁଇଟି ଜିନିଷ ବିଷୟରେ କହିବୁ ଯାହାକୁ ଛୁଇଁବା ଦ୍ୱାରା ଆପଣଙ୍କର ଚାଲୁଥିବା ଖରାପ ସମୟ ଭଲ ସମୟରେ ପରିବର୍ତ୍ତନ ହୋଇଥାଏ । ଏହା ସହ ଆପଣଙ୍କର ଭାଗ୍ୟର ଉଦୟ ମଦ୍ୟ ହୋଇଥାଏ , ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଜିନିଷର ପ୍ରଭାବ ।

ମହିଳା ମାନେ ହେଉଛନ୍ତି ଏକ ଖୋଲା ଖଜାନା ଯାହାକୁ ଆପଣ ମାନେ କେବଳ ବୁଝିବା ଦରକାର । ଆମର ଶାସ୍ତ୍ରରେ ଏହା କୁହାଯାଇଛି କି ମହିଳା ମାନଙ୍କର ପାଦରେ ସୁଖ ସମୃଦ୍ଧି ବାସ କରିଥାଏ । ଏହି ଦୁଇଟି ପାଦକୁ ଛୁଇଁବା ଦ୍ୱାରା ବ୍ୟକ୍ତି ପାପ ମୁକ୍ତ ହୋଇଯାଇଥାଏ । କୌଣସି ମହିଳା ତାର ଦୁଇ ହାତକୁ ଆମର ମୁଣ୍ଡରେ ଆର୍ଶିବାଦ ଦେବା ପାଇଁ ଯଦି ରଖେ ତେବେ ତାର ହାତର ଶକ୍ତି ଏବଂ ମନରେ ରହିଥିବା ଆପଣଙ୍କ ପାଇଁ ଆର୍ଶିବାଦ ବ୍ୟକ୍ତିର ଉପରେ ବାସ କରିଥାଏ ।

ଯାହା ଦ୍ୱାରା କି ସେହି ବ୍ୟକ୍ତିକୁ ଭଲ ଭଲ ସୁଫଳ ସେହି କାର୍ଯ୍ୟରେ ପ୍ରାପ୍ତ ହୋଇଥାଏ । ସେହି ଠାରେ ମହିଳା ମାନଙ୍କର ଦୁଇ ପାଦକୁ ଛୁଇଁବା ଦ୍ୱାରା ଆମର ଭିତରେ ଏକ ଶକ୍ତି ଜାଗ୍ରତ ହୋଇଥାଏ । ଯଦି ଆମେ ମାନେ ବିଜ୍ଞାନ ଅନୁସାରେ କହିବା ତେବେ ଯଦି ଆମେ କୌଣସି ଆଦରଣୀୟ ବ୍ୟକ୍ତିର ଚରଣ ଛୁଇଁଥାଉ ତେବେ ସେ ଆର୍ଶିବାଦ ଦେବା ଦ୍ୱାରା ତାଙ୍କର ହାତ ଆମ ମୁଣ୍ଡ ଉପରେ ଏବଂ ଆମର ହାତ ତାଙ୍କର ପାଦ ଉପରେ ରହିଥାଏ । ଯାହାକି ଆମ ମାନଙ୍କୁ ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ । ଏହା ସହିତ ଆମର ମାନସିକ ବିକାଶ ମଧ୍ୟ ହୋଇଥାଏ । ମାତ୍ର ଆପଣ ମାନେ କେବବେି ସ୍ତ୍ରୀ ଲୋକ ଭାବି ନିଜର ସ୍ତ୍ରୀ ମାନଙ୍କର ପାଦ ଛୁଇଁବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment