Odisha News Portal

ମହିଳା ମାନଙ୍କର ଏହି ଅଙ୍ଗ ବଡ ଥିଲେ ଘରକୁ ଆସିଥାଏ ପୁଳା ପୁଳା ଟଙ୍କା !ସେମାନେ ପୁରୁଷ ମାନଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି….

ଆଜି ଆମେ ଜାଣିବା ଯେଉଁ ମହିଳା ମାନଙ୍କ ଶରୀରର ଏହି ଅଙ୍ଗଟି ବଡ ହୋଇ ଥାଏ ସେମାନେ ପୁରୁଷ ମାନଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ଅଂଗ ।ପ୍ରାଚୀନ କାଳରୁ ହିଁ ମହିଳା ମାନଙ୍କ ଶରୀରକୁ ନେଇ ବହୁତ ଅଧ୍ୟୟନ ଏବଂ ରିସର୍ଚ କରି ଯାଇଅଛି । ଆମର ପୁରାଣରେ ମଧ୍ୟ କେତେକ ଜାଗାରେ ଏହା ଲୋଖା ହୋଇଛି କି ମହିଳା ଏବଂ ପୁରୁଷ ମାନଙ୍କର ଅଂଗ ସେମାନଙ୍କ ବିଷୟରେ କଣ କହିଥାଏ । ଯେମିତିକି ଆମେ ଦେବୀଦେବତା ଏବଂ ଭଗବାନଙ୍କ ଚିତ୍ରରୁ ବି ଦେଖିଛୁ କି ସବୁବେଳେ ଦେବୀଙ୍କ ଚୁଟି ଲମ୍ବା ଥାଏ ।

ଏହି ପ୍ରକାରରେ କେତେ ଜାଗାରେ ଉଲ୍ଲେଖ କରା ଯାଇଛି କି ଯଦି ସ୍ତ୍ରୀ ମାନଙ୍କର ଚୁଟି ଲମ୍ବା ଥାଏ ତେବେ ସେମାନେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଲମ୍ବା ଚୁଟି ଏହି କଥାର ସୂଚକ ଅଟେ କି ସେହି ମହିଳା ଘରକୁ ଆସିବା ଦ୍ବାରା ଘରକୁ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ଏମିତି ମାନା ଯାଏ କି ଏମିତି ମହିଳା ମାନେ କାର୍ଯ୍ୟ କରିବାରେ ବହୁତ ଶୁଶୀଳ ସ୍ବଭାବର ହୋଇଥାନ୍ତି । ସେମାନେ ନିଜ କାମକୁ ବହୁତ ମନ ଲଗେଇ କରିଥାନ୍ତି ।

ଏହା ବ୍ୟତୀତ ଦ୍ବତୀୟ ଅଙ୍ଗ ହେଲା ନାକ । ଯଦି ସ୍ତ୍ରୀର ନାକ ଲମ୍ବା ହୋଇଥାଏ ତେବେ ଏହାର ଅର୍ଥ ହେଲପା ସେ ଅଧିକ ଖର୍ଚ୍ଚ କରେ ନାହିଁ । ଅର୍ଥାତ ସେମାନେ ଅଯଥା ଖର୍ଚ୍ଚ କରିନଥାନ୍ତି । ଆଉ ଯାହା ବି ଖର୍ଚ୍ଚ କରିଥାନ୍ତି ତ ବୁଝିସୁଝି କରିଥାନ୍ତି ।

ଚଉଡା ମଥା -ଏମିତି କୁହାଯାଏ ଯେଉଁ ମହିଳା ଚଉଡା ମଥା ନେଇ ଜନ୍ମ ନେଇଥାନ୍ତି ସେମାନେ ନିଜ ସହିତ ଧନର ଭାଗ୍ୟ ନେଇ ଆସିଥାନ୍ତି । ଏହି ମହିଳା ମାନେ ଦୟାଳୁ ସ୍ବଭାବର ହୋଇଥାନ୍ତି ତଥା ନିଜ କାମକତୁ ପୂରା ମନ ଦେଇ ବୁଝିସିୁଝି ହିଁ କରିଥାନ୍ତି । ଯେଉଁ ମହିଳା ମାନଙ୍କର ମଥା ଚଉଡା ହୋଇଥାଏ ସେମାନେ ନିଜ ଜୀବନରେ ଆସୁଥିବା ସବୁ ସମସ୍ୟାର ସମାଧାନ ଚିନ୍ତାଗ୍ରସ୍ଥ ନ ହୋଇ ସାମ୍ନା କତରିଥାନ୍ତି ।
ଲମ୍ବା ଆଙ୍ଗୁଠି- ଯେଉଁ ମହିଳା ମାନଙ୍କର ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଆଉ ନିଜର କାମକୁ ପୂରା ସଠିକ ଭବାରେ କରିବାକୁ ପସନ୍ଦ କରିଥାନ୍ତି । ଏମିତି ମହିଳା ମାନଙ୍କୁ ପାଠପଢାରେ ବହୁତ ରୁଚି ଥାଏ । ଏମାନଙ୍କ ହାତକୁ ଆସିଥିବା ଧନ କେବେ ବି ବରବାଦ ହୁଏ ନାହିଁ ।

ବଡ ଆଖି – ଯେଉଁ ମହିଳା ମାନଙ୍କର ଆଖି ବଡ ହୋଇଥାଏ ସେମାନେ ବିଶ୍ବାସ ଜନକ ହୋଇଥାନ୍ତି । ଏମାନଙ୍କ ସ୍ବଭାବ ଦୟାଳୁ ହୋଇଥାଏ । ନିଜ ସ୍ବାମୀଙ୍କୁ ଅଧିକ ଭଲ ପାଇଥାନ୍ତି ଆଉ ତାଙ୍କ ଉପରେ ସବୁବେଳେ ବିଶ୍ବାସ ରଖିଥାନ୍ତି । ଏମିତି ମହିଳା ଦେଖିବାକୁ ତ ସୁନ୍ଦର ହୋଇଥାନ୍ତି ତାହା ସହିତ ଏମାନଙ୍କୁ ଭାଗ୍ୟଲକ୍ଷ୍ମୀ ମଧ୍ୟ କୁହାଯାଏ । କାରଣ ଏମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘରେ ଧନର ବର୍ଷା ହେବାକୁ ଲାଗିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।