Odisha News Portal

ମାଗଣାରେ 75 ବର୍ଷ ଧରି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏହି ମଉସା, ଯୋଗ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଏହି ମଉସା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ..

0 33

ଆଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଗ୍ରହଣ କରିଥାନ୍ତି , ଶିକ୍ଷା ଆମ ଜୀବନର ଏକ ଅଂଗ ସଦୃଶ ଅଟେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଗ୍ରହଣ କରିବା ଉଚିତ , ଶିକ୍ଷା ବିନା ମନୁଷ୍ୟ ଜୀବନ ଅସଂପୂର୍ଣ୍ଣ ଅଟେ । ଶିକ୍ଷା ମନୁଷ୍ୟକୁ ସମାଜ ସହିତ ତାଳ ଦେଇ ବଞ୍ଚିବାରେ ସାହାର୍ଯ୍ୟ କରିଥାଏ । ଶିକ୍ଷାକୁ ପ୍ରତ୍ୟେକ ମଣିଷର ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିକାର ଭାବରେ ବିବେଚନା କରାଯାଏ । ଶିକ୍ଷାକୁ ପ୍ରତ୍ୟେକ ମଣିଷର ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିକାର ଭାବରେ ବିବେଚନା କରାଯାଏ ।

ଶିକ୍ଷା ଆମକୁ ଆମର ଲକ୍ଷ୍ୟ ସ୍ଥିର କରିବାକୁ ଏବଂ ଜୀବନରେ ଆଗକୁ ବଢ଼ିବାକୁ ସାହାଯ୍ୟ କରେ । ପ୍ରତ୍ୟେକ ବର୍ଗର ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି । କାରଣ ପିଲାମନେ ଶିକ୍ଷିତ ଦେଲେ ଆମ ଦେଶ ଉନ୍ନତିର ଚରମ ସୀମାରେ ପାଦ ଦେଇ ପାରିବ ।

ମାତ୍ର ବର୍ତ୍ତମାନ ସମୟରେ ମଧ୍ୟ ଏପରି କିଛି ପିଲା ମାନେ ରହିଛନ୍ତି ୟେଉଁ ମାନେ ଶିକ୍ଷାଠାରୁ ବହୁତ ଦୂରରେ ରହିଛନ୍ତି , ତେବେ ସେମାନେ କିପରି ଶିକ୍ଷିତ ହୋଇପାରିବେ ସେଥିପ୍ରତି ସରକାର ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଏପରି ଏକ ମାମାଲା ଆମ ମାନଙ୍କ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ପିଲା ମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବାର ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ।

 ଏହି ମାମଲାରେ ଓଡିଶାର ୟାଜପୁର ଜିଲ୍ଲାର ଅଟେ , ଯେଉଁଠାରେ ଜଣେ ବୃଦ୍ଧ ବ୍ୟକ୍ତି 75 ବର୍ଷ ଧରି ଏହା ଏକ ବୃକ୍ଷ ତଳେ ବୃଦ୍ଧ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି । ସେ ବିନା ସରାକରୀ ସହାୟତାରେ ସେହି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ଯେଉଁଠାରେ ଅନେକ ପିଲା ଅଧ୍ୟୟନ କରିବାକୁ ଆସନ୍ତି , , ଆମ ସମାଜରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଏହି ବୃଦ୍ଧ ମଧ୍ୟ ଜଣେ ଶିକ୍ଷକ ଭୂମିକା ତୁଲାଉଛନ୍ତି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସେ ବୃଦ୍ଧ ବ୍ୟକ୍ତି ଜଣକ କେବଳ ଧୋତି ପିନ୍ଧି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି | ଯଦିଓ ଏହି ବୃଦ୍ଧ ବ୍ୟକ୍ତିଙ୍କ ଶରୀରରେ ସମ୍ପୂର୍ଣ୍ଣ ପୋଷାକ ନାହିଁ, କିନ୍ତୁ ସେ ଶିକ୍ଷାର ମହତ୍ୱକୁ ଭଲ ଭାବରେ ଜାଣିଛନ୍ତି |

ଏତେ ବୃଦ୍ଧ ହୋଇଥିଲେ ମଧ୍ୟ ସେ ଦେଶର ଭବିଷ୍ୟତ ଗଠନରେ ବ୍ୟସ୍ତ ଅଛନ୍ତି । ଆପଣ ମାନେ ତ ଜାଣିଛନ୍ତି କି କରୋନା ଜୀବାଣୁ ମହାମାରୀ ହେତୁ ଦେଶର ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିଛି , ଏଭଳି ପରିସ୍ଥିତିରେ ଛାତ୍ରମାନଙ୍କୁ ଅନଲାଇନ୍ ଶିକ୍ଷା ଦିଆଯାଉଛି । ତେବେ କରୋନା ପରି ଏକ ଘଡିସନ୍ଧି ମୂହୂର୍ତ୍ତରେ ଏହିପରି ଅନେକ ଉଦାହରଣ ଦେଖାଦେଇଛି ଯେଉଁଥିରେ ଲୋକମାନେ ପରସ୍ପରକୁ ସାହାଯ୍ୟ କରୁଥିବାର ଦେଖାଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

post inspire from—-www.soochna.in

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।