Odisha News Portal

ମଦ୍ୟପାନ କରିବା ପରେ ତୁମେ ଯୌ-ନ ସମ୍ପର୍କ ରଖିବା ଉଚିତ କି? ଜାଣି ରଖନ୍ତୁ ସୁବିଧା ଓ ଅସୁବିଧ ସମ୍ପର୍କରେ , ଗୁପ୍ତକଥା ନିଶ୍ଚିତ ଜାଣନ୍ତୁ…

0 238

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଭଲ କଥା ବିଷୟରେ କହିବୁ ଯାହାକି ହୁଏତ ଆପଣ ମାନେ କେବେ ଜାଣିନଥିବେ । ତେବେ ଆପଣ ମାନେ ଏହି କଥାକୁ ଭୁଲ ଅର୍ଥରେ ନେବେ ନାହିଁ କାରଣ ଏଥିରେ ଆମେ ଆପଣଙ୍କୁ କିଛି ଖରାପ ଉଦ୍ଦେଶ୍ୟ ରଖିକରି କିଛି ଭୁଲ କଥା ବିଷୟରେ କହୁନାହିଁ । ମାତ୍ର ଆମେ ଆୁପଣ ମାନଙ୍କୁ ସେ ବିଷୟରେ ଟିକେ ସତର୍କ କରିଦେଉଛି କି ସେପରି କରିବା ଠିକ କି ଭୁଲ ଅଟେ । ତେବେ ଆମେ ଆପଣ ମାନଙ୍କୁ ଯେଉଁ କଥା କହିବୁ ସେ କଥାଟି ହେଉଛି କି ମଦ୍ୟପାନ ଏବଂ ସେକ୍ସ କରିବା ବିଷୟରେ । ଅର୍ଥାତ ଆପଣ ମାନେ କେବେ କେଉଁ ସମୟରେ ମଦ୍ୟପାନ କରି ସାରି ଯୌନ ସଂପର୍କ ରଖିଛନ୍ତି କି ।

ତେବେ ଯଦି ମଧ୍ୟ ରଖିଥିବେ ତାହା ଆପଣ ମାନଙ୍କର ମନେ ନଥିବ , କାରଣ ଆପଣ ମାନେ ସେହି ସମୟରେ ନିଶାଗ୍ରସ୍ତ ରହିଥିବେ । ତେବେ ଯଦି ମଧ୍ୟ ରଖିଛନ୍ତି ତାହା ଠିକ କି ଭୁଲ ଅର୍ଥାତ ମଦ୍ୟପାନ କରି ଯୌନ ସଂପର୍କ ରଖିବା ଠିକ କି ଭୁଲ ସେ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।


ଅନେକ ସମୟରେ ଦେଖାଯାଏ କି କେତେକ ଲୋକମାନେ ବହୁତ ମଦ୍ୟପାନ କରନ୍ତି ଏବଂ ସେମାନେ ଘରକୁ ଆସିଲେ ସେମାନଙ୍କର ସ୍ତ୍ରୀ ମାନେ ସେମାନଙ୍କୁ ଘରକୁ ପଶିବା ପାଇଁ ଦିଅନ୍ତି ନାହିଁ । ମାତ୍ର ଯଦି ଉଭୟ. ପୁରୁଷ ଏବଂ ମହିଳା ମାନେ ମଦ୍ୟପାନ କରିଥାନ୍ତି ତେବେ ସେମାନେ ଉଭୟ ନିଶାରେ ରହିଥାନ୍ତି ଏବଂ ସେହି ସମୟରେ ଯଦି ସେମାନେ ଯୌନ ସଂପର୍କ ସ୍ଥାପନ କରନ୍ତି ତେବେ ତାହା ବହୁତଭଲ ବୋଲି ବିବେଚନା କରାଯାଏ ।

କାହିଁକିନା ଏକ ସୂଚନା ଅନୁସାରେ ମଦ୍ୟପାନ କରି ସାରି ଯୌନ ସଂପର୍କ ରଖିବା ଦ୍ୱାରା ମାନବ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ ଯାହା ତାଙ୍କ ସ୍ୱାସ୍ଥ୍ୟ ଏବଂ ମନ ଉପରେ ପ୍ରଭାବ ପକାଇଥାଏ । ମଦ୍ୟପାନ କରିବା ପରେ ପରସ୍ପରର ନିକଟତର ହୁଅନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ସ୍ୱତଃ ପ୍ରବୃତ୍ତତା ରହିଥାଏ ।ଯେଉଁମାନଙ୍କର ପ୍ରତିବନ୍ଧକ ଏବଂ ଲଜ୍ଜା ହେତୁ କିଛି ଯୌନ ସମସ୍ୟା ଥାଏ, ସେମାନେ ଆରୋଗ୍ୟ ହେବାର ସମ୍ଭାବନା ବଢାନ୍ତି |

ମଦ୍ୟପାନ କରିସାରିବା ପରେ ସେମାନେ ସମସ୍ତ କଥାକୁ ଖୋଲାଖୋଲି ଭାବରେ କହିଥାନ୍ତି କାରଣ ସେମାନେ ସେହି ସମୟରେ ନିଶାଗ୍ରସ୍ତରେ ରହିଥାନ୍ତି ତେଣୁ ସମସ୍ତ କଥା ଖୋଲାଖୋଲି ଭାବରେ କହିବା ଦ୍ୱାକରା ସେମାନଙ୍କ ଆଚରଣରେ ଦ୍ୱିଧା ଅନୁଭବ କରେ ନାହିଁ | ପାଟନର ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥାଏ ଯାହା ଯୌନ ସଂପର୍କକୁ ଅଧିକ ମଜାଳିଆ କରିଥାଏ । ମଦ୍ୟପାନ ପରେ ଶରୀରର ରକ୍ତ ସଞ୍ଚାଳନ ଅଧିକ ଦ୍ରୁତ ହୋଇଯାଏ, ଯେଉଁ କାରଣରୁ ଉତ୍ତେଜନା ମଧ୍ୟ ଅଧିକ ଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।