ଗୋଟିଏ ଲଘୁଚାପ ନସରୁଣୁ ପୁଣି ଥରେ 2 ଟି ଲଘୁଚାପ ଏକା ସଙ୍ଗରେ ଆସିବାକୁ ଯାଉଛି ! ପାଣିପାଗ ବିଭାଗ ପକ୍ଷରୁ ସତର୍କ ଜାରି ହୋଇଛି…

ଗୋଟିଏ ଲଘୁଚାପ ନସରୁଣୁ ପୁଣି ସୃଷ୍ଟି ହେବାକୁ ଯାଉଛି ଅନ୍ୟ ଏକ ଲଘୁଚାପ । ଗତ ବର୍ଷ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ତାର ପ୍ରଭାବରେ ଲଗାଣ ବର୍ଷା ହୋଇଥିଲା ଯାହା ଦ୍ୱାରା ବହୁତ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ବର୍ତ୍ତମାନ ପାଣିପାଗ ବିଭାଗର କଥା ଅନୁସାରେ ପୁଣି ଥରେ 2 ଟି ଲଘୁଚାପ ଏକା ସଙ୍ଗରେ ଆସିବାକୁ ଯାଉଛି । ସୂଚନା ଯୋଗ୍ୟ କି ଦ୍ୱିତୀୟରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ନାମ ଘୂର୍ଣ୍ଣି ରହିଛି । ଏହା ସହିତ ଏହା ଓଡିଶା ଆଡାକୁ ମୁହାଁଇବାର ମଧ୍ୟ ସମ୍ଭବନା ରହିଛି । ଶକ୍ତିଶାଳୀ ଟାଇପୋନ ବୋଲାଲ ଆଜି କ୍ଷେତ ନାମା ଛୁଇଁବା ସମ୍ଭାବନା ରହିଛି । ସପ୍ତାହର ଶେଷ ଆଡକୁ ଷ୍ଟ୍ରର୍ମର ଅବଶିଷ୍ଟାଙ୍ଗସ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବ ।

ବଙ୍ଗୋପସାଗରରେ ଘନୀଭୂତ ହୋଇ 29 ତାରିଖ ବେଳକୁ ଲଘୁଚାପରେ ସୃଷ୍ଟି ହେବ । ଅକ୍ଟୋବର 11 ରେ ଭିଏତ ନାମାରେ ହିଟ କରିବାର ଏହା ହେଉଛି ଚତୁର୍ଥ ଟ୍ରଫିକାଲ ସିସଟମ । ଅର୍ଥାତ ଚଳିତ ବର୍ଷର ଏହା ହେଉଛି ଷଷ୍ଟ ଲ୍ୟାଣ୍ଡଫଲ । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ମଲାଫରରେ ଏହା ପରେ ଆସୁଛି ଗୁନି ।

ଆକ୍ୱା ୱେଦର ବରିଷ୍ଟ ପାଣିପାଗ ବିଜ୍ଞାନୀ ଜୋସନ ନିକୋଲସନଙ୍କ ଅନୁସାରେ ନଭେମ୍ବର ଆରମ୍ଭରୁ ମାରିଆନା ଦ୍ୱିପପୁ଼୍ଞ୍ଜ ନିକଟରେ ଏକ ଘୂର୍ଣ୍ଣି ବଳୟ ଗୁନି ସୃଷ୍ଟି ହେବ । ସ୍ଥାନୀୟ ସମୟ ଶୁକ୍ରବାର କିମ୍ବା ଶନିବାର ବିଳମ୍ବିତ ରାତିରେ ପ୍ରିପ୍ରାନ୍ସ ପହଞ୍ଚିବା ପୂର୍ବରୁ ଗୁଲି ଟ୍ରଫିକାଲ ଷ୍ଟ୍ରର୍ମରେ ପରିଣତ ହେବ । ସୂଚନା ଅନୁସାରେ ଏହି ଗୁନି ପ୍ରଭାବରେ ଓଡିଶାରେ ବଜ୍ରପାତ ସହିତ ସାମାନ୍ୟ ଧରଣର ବର୍ଷା ମଧ୍ୟ ହୋଇପାରେ ।

ଯେହେତୁ ଏବେ ପାଗ ଶୁଖିଲା ରହିଛି ତା ସହିତ ମୌସୁମୀ ଏବେ ଫେରି ଯାଉଛି ରାଜ୍ୟର ବର୍ତ୍ତମାନ ସମୟରେ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଥିବାରୁ ରାଜ୍ୟରେ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଗତ 26 ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ଆଜି ଠାରୁ ଏହି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାବର୍ତ୍ତନ କରିଯିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜ୍ଞାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆସନ୍ତା ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ଏହି ସମୟ ମଧ୍ୟରେ ଦିନର ତାପମାତ୍ରା ବଢିବା ସହିତ ରାତିର ତାପମାତ୍ରା ମଧ୍ୟ କମିବ । ଦିନର ସର୍ବନିମ୍ନ ତାପମାତ୍ରା 31 ଡିଗ୍ରୀ ଏବେ ରାତିର ସର୍ବନିମ୍ନ ତାପମାତ୍ରା 20 ଡିଗ୍ରୀ ରହିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିପାଇଁ ଆପଣ ମାନେ ଆର୍ଲଟ ରୁହନ୍ତୁ କାରଣ ଯେ କୌଣସି ସମୟରେ ମଧ୍ୟ ବାତ୍ୟା ହେବାର ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment