Odisha News Portal

ହେ ଭଗବାନ ! 2025 ରୁ ଓଡିଶାରୁ ବାହାରିବେ ଅଣ ଓଡିଆ , କଣ ସତରେ ମହାପୁରୁଷ ଙ୍କ ମାଳିକା ସତ ହେବ ?

0 85

ପ୍ରତ୍ୟେକ ଥର ମହାପୁରୁଷଙ୍କର ମାଳିକା ଶାସ୍ତ୍ରକୁ ଆମେ ଆପଣ ମାନଙ୍କ ସାମ୍ନାରେ ଉପସ୍ଥାପନ କରିଥାଏ । ମହାପୁରୁଷ ଛଅ ଶହ ବର୍ଷ ତଳେ ଯେଉଁ କଥାକୁ ଆମ୍ଭ ମାନଙ୍କ ପାଇଁ ସତର୍କତା ନିମନ୍ତେ କହିଥିଲେ ସେହି ମାଳିକାଶାସ୍ତ୍ରକୁ ଆମେ ଆପଣ ମାନଙ୍କ ଆଗରେ ରଖିବୁ । ଆଉ ଆଜି ଯାହା ଆମେ ଏହି ଲେଖା ମାଧ୍ୟମରେ କିହବୁ ତାହା ପଢି ସାରିବା ପରେ ଆପଣ ମାନେ କହିବେ ମାଳିକା ହୋଇ ସାରିବା ପରେ ନୁହେଁ ବରଂ କେବେଠୁ ସତର୍କ କରି ଯାଇଛି , ଆଉ ଏହି ଅଜ୍ଞାନୀ ଜୀବ ତାକୁ ମାନିନି ତେଣୁ ତାଫଳ ଆଜି ସେ ଭୋଗି ଚାଲିଛି ।

ସେଥିପାଇଁ ମହାପୁରୁଷ ବଡ ସୁନ୍ଦର ଭାବରେ କଲମ କରିଛନ୍ତି ଯେ, 25 ଅଙ୍କ ବିଷୟରେ । ଯାହା ମହାପୁରୁଷ ଛଅ ଶହ ବର୍ଷ ତଳେ ପ୍ରଦାନ କରିଥିଲେ ଏହି କଳହ କଳିହତ ମନୁଷ୍ୟ ମାନଙ୍କୁ ।

ପଚିଶ୍ ଅଙ୍କରେ ଓଡିଶା ଦେଶରେ , ବିଦେଶୀ ଅଜାତି ଯେତେ । ମୂହୂର୍ତ୍ତ ମଧ୍ୟରେ ବାହାର ହୋଇବେ, ନ ରହିବେ କଦାଚିତେ । ଅର୍ଥାତ ମହାପୁରୁଷ କହୁଛନ୍ତି ଯେତେବେଳେ ପଚିଶ୍ ଅଂକରେ ଏହି ଓଡିଶା ମାଟିକୁ ଯେତେ ବିଦେଶୀ ମାନେ ନିଜର ଆୟତରେ ରଖିଛନ୍ତି ସେମାନେ ଏହି ଦେଶ ଛାଡି ତଥା ଓଡିଶା ମାଟି ଛାଡି ଚାଲିଯିବେ ପଚିଶ୍ ଅଂକରେ ।

ମହାପୁରୁଷ କହୁଛନ୍ତି ଯେ ପଚିଶ୍ ଅଂକରେ ଏହା ଘଟିବ ହିଁ ଘଟିବ ଏବଂ ହିନ୍ଦୁ ରାଷ୍ଟ୍ର ବନିବ ଭାରତ । ତେଣୁ ସେଥିପାଇଁ ମହାପୁରୁଷ କହୁଛନ୍ତି ଛଅଶହ ବର୍ଷ ତଳର ଏହି ମାଳିକାରେ ଆଉ ଏହି କଥାକୁ ଆପଣ କୌଣସି ଜାଗାରେ ଶୁଣିବାକୁ ପାଇବେ ନାହିଁ ବା କୌଣସି ଠାରେ ଆପଣ ପାଇବେନି ।

ଏହାପରେ ମହାପୁରୁଷ କଲକ କରିଛନ୍ତି ଯେ ଏମିତି ଏକ ସମୟ ଆସିବ ଯେଉଁ ସମୟରେ ମଣିଷ ସ୍ବାର୍ଥବାଦୀ ହୋଇଯିବ । ବର୍ତ୍ତମାନ ଆମେ 2021ରେ ପଦାର୍ପଣ କରିଛେ , ଆଉ ମହାପୁରୁଷ କହିଛନ୍ତି ମଣିଷ ନିଜ ସ୍ବାର୍ଥ ପ୍ରତି ସଜାଗ ରହିବ ସର୍ବଦା ନିଜର ସ୍ବାର୍ଥସାଧନାରେ ପ୍ରିତ ରହିବ୍ । ମହାପୁରୁଷ କଲମ କରିଛନ୍ତି, ସ୍ବାର୍ଥବାଦୀ ପୁଣି ରହିବେ ନର ଧର୍ମପ୍ରତି ନଥିବ କାହା ବିଚାର ।

ଅର୍ଥାତ ସଂସାର ଭିତରେ ମଣିଷ ଏତେ ସ୍ବାର୍ଥବାଦୀ ହୋଇଯିବ ଯେ ତା ଭାତରେ ଆଉ ଧର୍ମ କର୍ମ କରିବା ପାଇଂ ସମୟ ନଥିବ । ଏମିତି ସମୟ ଆସିବ ଯେଉଁ ସମୟ ଭିତରେ ମଣିଷ କେବଳ ତାର ସ୍ବାର୍ଥ ସାଧନା କରିବା ପାଇଁ ଲାଗିଯିବ । ଆଉ କେବଳ ସ୍ବାର୍ଥ ହିଁ ସ୍ବାର୍ଥ ପରମାର୍ଥ ତାଠାରୁ ବହୁ ଦୂରକୁ ଚାଲିଯିବ । ତେଣୁ ମହାପୁରୁଷ କହିଛନ୍ତି , ଏହିପରି ଦୃଷ୍ଟ ଗଣଙ୍କୁ ବିନାଶି , ସନ୍ଥକୁ କରି ଉଦ୍ଧାର । ଭାରତୁବି ଜାତି ତଡି ସନାତନ , ଧର୍ମ କରିବେ ପ୍ରଚାର ।

ଅର୍ଥାତ ମହାପୁରୁଷ କହୁଛନ୍ତି ଏମିତି ଏକ ସମୟ ଆସିବ ଯେଉଁ ସମୟ ଭିତରେ ଆପଣ ମାନଙ୍କ ଭିତରେ ଥିଲା ଯେ ଭାରତଭୂମିକୁ ଆକ୍ତିଆର କରି ଭାରତଭୂମିକୁ ବନେଇଦେବେ ଅର୍ଥାତ ହିନ୍ଦୁ କୁ ତଡି ଦେବାର ଯେଉଁ ଭୟ ଥିଲା ତାହା 2025 ବେଳକୁ ସଂମ୍ପୂର୍ଣ୍ଣ ଭାବରେ ଦୂରେଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।