Odisha News Portal

ମାଳିକା ଦେଲା ସ୍ପଷ୍ଟ ଭବିଷ୍ୟତବାଣୀ ! ଅ ” ରେ ପଡିବ ନାଁ , ମିିଳିଗଲା ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ..ଜାଣନ୍ତୁ ସଂମ୍ପୂର୍ଣ୍ଣ ରହସ୍ୟ !

ସୁନ୍ଦର ଭାବରେ ମହାପୁରୁଷ ଏତେ ଗ୍ରନ୍ଥ ରଚନା କରି ଗୋଟିଏ କଥା ଆମ ସମାଜକୁ ଶୁଣେଇଛନ୍ତି । ହେତୁର ସାଇବା ପାଇଁକି ଅଚ୍ୟୁତ ଶାସ୍ତ୍ର ପୁରାଣ କଲା ବଉଳ ଲୋ ଶାସ୍ତ୍ର ପୁରାଣ କଲା ,କଳିକାଳ ଠାରୁ ବଳିକାଳ ଯାଏଂହକକଥାଟା ଲେଖିଲା ।।
ମହାପୁରୁଷ ଅଚ୍ୟୁତ କହିଲେ ମୁଁ ଯେତେ ଶାସ୍ତ୍ର ପୁରାଣ ଲେଖିଛି ସେଥିରେ ସବୁ ହକ୍ କଥା ଲେଖିଛି । ଆଉ ଆଜି କାଲି ସମାଜରେ ହକ୍ କଥା କହିଲେ ତାହା କାହାରିକୁ ବି ଭଲ ଲାଗେ ନାହିଁ । ତେବେ ମହାପୁରୁଷ ବହୁତ କଥା ଲେଖିଛନ୍ତି, ଆଜି ଆମେ ସେହି ଲେଖାର ଗୋଟିଏ ଉକ୍ତି ନେବା –
ସଂମ୍ପୂର୍ଣ୍ଣ ଯେ ନେତ୍ର ଦିଗ ଅଙ୍କଟି ପ୍ରମାଣ ,ଶାସନ ନରହି ଲୋକ ହେବେ ରଣଭଣ ,ସରିବ ରାଜନ ଭୋଗ ଜାଣ ସେ ସମୟେ ,ସତର୍କ ଯେ ବାରେ ପୁଣି ବାହାରେ ରାଜ୍ୟରେ ,ସାନ ବଡ ସମ ସରି ସପତ ଦ୍ବୀପର ରାଜା ଅନନ୍ତ କେଶରୀ ।।

ମହାପୁରୁଷ ଏ ଯେଉଁ ଠାରଟି ଦେଇଛନ୍ତି ଭାରତବର୍ଷରେ ଆଗାମୀ କିଏ ପ୍ରଧାନ ମନ୍ତ୍ରୀ ଆସିବେ ଇଙ୍ଗିତରେ ସୂଚେଇ ଦେବେ । କେତେକଙ୍କୁ ଏକଥାଟା ଭଲ ଲାଗିନପାରେ ।ତେବେ ସେ କହିଛନ୍ତି ଆଉ ଭୟଭୀତ ହୁଅନାହିଁ , ଏ କୁଶାସନ ଦେଶରୁ ନିଶ୍ଚିତ ଭାବରେ ଦୂରେଇ ଯିବ ଏବଂ ସୁଶାସନ ଆସିବ, ସୁଶାସକ ଆସିବେ ।

ଆମେ ଅପେକ୍ଷା କରିବା ସେହି ସୁଶାସକ କିଏ, ତାଙ୍କୁ ଗୋଟିଏ ସଂକେତ ଦେଇଛନ୍ତି । ତେବେ ନେତ୍ର ଅର୍ଥ ଆଖି ,ସମସ୍ତଙ୍କର ଯୋଡିଏ ଲେଖାଏଁ ଆଖି ଅଛି ତାର ଅର୍ଥ ଆମେ ସଂଖ୍ୟା ଲେଖି୍ବା ଦୁଇ । ଦିଗଟି ପ୍ରମାଣ ଦିଗ ଅର୍ଥ ଚାରି । ତେବେ ଦୁଇରେ ଚାରି ଧୋଇଲେ ସଂଖ୍ୟା ହେବ ଚବିଶି ।


ତେବେ 2024-29 ଯେଉଁ ଇଲେକ୍ସନ ଆସିବ, ଦେଖିବେ ଆଜି ଏଦଳରେ ଥିବେ ପୁଣି କାଲି ସେ ଦଳରେ ଥିବେ । କିନ୍ତୁ ଶାସନର କୌଣସି ସ୍ଥିରତା ରହିବନି । ମହାପୁରୁଷ ଇଙ୍ଗିତ କରିଛନ୍ତି 2024-29 ମଧ୍ୟରେ କୌଣସି କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ମଧ୍ୟ ହୋଇପାରେ । କେବଳ ଭାରତ କଥା କହିନାହାଁନ୍ତି ମହାପୁରୁଷ ବରଂ ସପତ ଦ୍ବୀପରେ ରାଜା ଅନନ୍ତ କେଶରୀ , ଅ ଅକ୍ଷରଧାରୀ ଜଣେ ଏମିତି ବ୍ୟକ୍ତିତ୍ବ ପ୍ରତିଭା ଆସିବେ ଭାରତର ଦିଲ୍ଲୀ ସିଂହାସନକୁ ଅଲଙ୍କୁତ କରିବେ ପ୍ରଧାନମନ୍ତ୍ରୀ ହେବେ ଏବଂ ସମଗ୍ର ବିଶ୍ବକୁ ଦିଗଦର୍ଶନ ଦେବେ । ପୃଥିବୀ ବସୁଧୌବ କୁଟୁମ୍ବକମ୍ଂ ହେବ ।

ତାହା ପାଇଂ ମଧ୍ୟ ମାହାପୁରୁଷ ଲେଖିଛନ୍ତି-
ତରକ ତେରୁଆ ଆଗେ ନ କହିବୁ
କହିଲେ ଶାପ ପାଇବୁ ,
ଉତ୍ତମ ଭୂମିରେ ବିହନ ବୁଣିଲେ
ସୁଖେ ନା ସିନା ଦାୟିବୁ ।।

କହିଲେ ଯେ ତରକ ଲୋକ ହୋଇଥିବ ସେ ତର୍କ କରିବ କିନ୍ତୁ ଯେ ତେରୁଆ ହୋଇଥିବ ସେ ଏକାନରେ ପୂରାଇ ସେକାନରେ ବାହାର କରିଦେବ । କିନ୍ତୁ ଯେ ବିଶ୍ବାସୀ ଲୋକ ସେମାନେ ମହାପୁରୁଷଙ୍କର କଥାକୁ ବିଶ୍ବାସ କରିବେ ଏବଂ ସେମାନେ ହିଁ ମହାପୁରୁଷଙ୍କର ଭକ୍ତ ଅଟନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।