Odisha News Portal

ଦେଖନ୍ତୁ ଭିଡିଓ – ସାମାନ୍ୟ ବଚଷାକୁ ନେଇ ମହିଳାଙ୍କୁ ସମସ୍ତଙ୍କ ଆଗରେ ଉଲଗ୍ନ କରି ମାଡ ମାରିଲେ ! ଦୟାକରି ଏହି ମା ” ଙ୍କୁ ନ୍ୟାୟ ଦେବା ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

ଆଜିର ସମାଜ ଏବେ ପରିବର୍ତ୍ତନ କଲାଣି ଲୋକମାନେ ଆଉ ଆଗଭଳି ହୋଇ କରି ନାହାନ୍ତି । ଏବେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଗ୍ରହଣ କରୁଛନ୍ତି ଯାହା ଦ୍ୱାରା ଆମର ସମାଜ ଉନ୍ନତିର ଚରମ ସୀମାରେ ପହଞ୍ଚିପାରୁଛି । ଏବେ ଏବେ ମଣଇଷ ଏତେ ଚରମ ସୀମାରେ ପହଞ୍ଚିଯାଉଛନ୍ତି କି ସେଷ ରେ ସେମାନେ ନିଜର ମାନବିକତା , ନିଜର ମଣିଷ ପଣିଆକୁ ମଧ୍ୟ ଭୁଲିଗଲେନି । ସମାଜରେ ଲୋକମାନେ ଶିକ୍ଷିତ ହେଉଛନ୍ତି ମାତ୍ର ସମାଜକୁ ଅଶିକ୍ଷିତ କରୁଛନ୍ତି , ସଭ୍ୟତା ଏବଂ ମାନବିକତାକୁ ଭୁଲି ସେମାନେ ଅସଭ୍ୟତାର ସମସ୍ତ ଟୀପା ପାର କରିସାରିଲେଣି ।

ଲୋକମାନେ ଏବେକା ସମୟରେ ଏମିତି କାମ କରୁଛନ୍ତି ଯାହାକୁ ଆପଣ ମାନେ କେବେହେଲେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି । ତେବେ ଏହି ମନୁଷ୍ୟ ଏବେ ଟିକେ ଟିକେ କଥାରେ ଏପରି କାମ କରିବା ଯାହା ସମାଜକୁ କଳଙ୍କିତ କରିବା ପାଇଁ ମଧ୍ୟ ପଛଉ ନାହିଁ । ତେବେ ଭାବିପାରୁଥିବେ କି ଏବେକା ସମୟରେ ମନୁଷ୍ୟ କେଉଁ ସ୍ତରକୁ ଗତି କଲାଣି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ , ଯେଉଁ କଥା ଶୁଣିଲେ ଆପଣ ମାନେ ଭାବିବେ କି ଲୋକମାନଙ୍କର ମାନସିକ ସ୍ତରରେ କେତେ ଉନ୍ନତି କରିଛନ୍ତି ବା ଅବନତିରେ ରହିଛନ୍ତି । ଟିକେ ଟିକେ କଥାରେ ଏପରି କାମ କରିବା କେତେଦୂର ଠିକ ।

ଭୁବନେଶ୍ୱରର ତମୋଣ୍ଡ ସୁବୁଦ୍ଦିପୁର ସ୍ଥିତ ଲକ୍ଷ୍ମୀନଗର ବସ୍ତିରେ ଏକ ଏପରି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେଠାରେ ଜଣେ ମହିଳାଙ୍କୁ ସେଠାକର ସ୍ଥାନୀୟ ଲୋକମାନେ ଏପରି ମାଡ ମାରିଛନ୍ତି ଯାହା ଦ୍ୱାରା ସେ ମହିଲା ଗୁରୁତର ହୋଇ ପଡିଛନ୍ତି । ତେବେ ତାଙ୍କର ଏହିପରି ଅବସ୍ଥା ଖୁଦୁରୁକୁଣୀ ଓଷାକୁ ନେଇ କରି ହୋଇଛି ।

ସୂଚନା ଯୋଗ୍ୟ କି କରନା ସମୟରେ ଖୁଦୁରୁକୁଣୀ ଓଷା ପଡିଥିବାରୁ ସେ ତାଙ୍କର ଝିଅକୁ ଓଷା କରିବା ପାଇଁ ବାହାରକୁ ଯିବା ପାଇଁ ଦେଇନଥିଲେ । ଏହି ସାମାନ୍ୟ କଥାରେ ଯୁକ୍ତିତର୍କ ହେବାରୁ ସେହି ଗ୍ରାମର ଶୈଳବାଳା ନାମକ ଜଣେ ମହିଳା ତାଙ୍କୁ ଆକ୍ରମଣ କରିଥିଲେ । ସେ ମହିଲା ହୋଇ ଏହି ମହିଳାଙ୍କୁ ଏପରି ବ୍ୟବରା କରିଥିଲେ କି ତାହା ଅକଥନୀୟ ଅଟେ ।

ସେହି ମହିଲା ଜଣକ ରୁନୁବାଳା ନାମକ ମହିଳାଙ୍କର ଚୁଟି ଝିଙ୍କି , ତାଙ୍କୁ ପିଟି , ଗ୍ରାମର ଦାଣ୍ଡରେ ଘୋଷାଡି ପୁରୁଷ ମାନଙ୍କ ପରି ମାଡ ମାରିଥିଲେ । ଏହା ପରେ ରୁନୁବାଳା ଏହି ଘଟଣାକୁ ତାମୋଣ୍ଟ ଥାନାରେ ଅବିଯୋଗ କରିଛନ୍ତି । ମହିଳାଙ୍କର ଅବିଯୋଗ ପରେ ପୋଲିସ ତାହାର କାର୍ଯ୍ୟନୁଷ୍ଟାନ ଜାରି ରଖିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।