Odisha News Portal

କେବଳ ମୁଠାଏ ଲୁଣକୁ ନେଇ କରନ୍ତୁ ଏହି ଉପାୟ ଆସିବ ଘରକୁ କେବଳ ଟଙ୍କା !

ଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ ଏବଂ ସମୁଦ୍ର ହେଉଛି ମାତା ଲକ୍ଷ୍ମୀଙ୍କର ବାପ ଘର । ଯେହେତୁ ଲୁଣ ସମୁଦ୍ର ଜାତ ତେଣୁ ଏହା ମାତା ଲକ୍ଷ୍ମୀଙ୍କର ମଧ୍ୟ ବହୁତ ପ୍ରିୟ ହୋଇଥାଏ । ଲୁଣକୁ ରୋଷେଇରେ ବ୍ୟବହାର କରିବା ସହିତ ଏହାକୁ ବାସ୍ତୁ ଦେଷ , ନଜର ଦୋଷ ଏବଂ ଧରର ସମସ୍ତ ନକରାତ୍ମକ ଦୋଷକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ । ଯଦି ଘରେ ଅଯଥାରେ ଝଗଡା ଲାଗି ରହୁଥାଏ ଏବଂ ଅଭାବ ଅନଟନ ଦେଖା ଦେଉଥାଏ , ଆୟ ଥିଲେ ମଧ୍ୟ ସଞ୍ଚୟ ହୋଇପାରୁନଥାଏ , ବ୍ୟବସାୟରେ କ୍ଷତି ଘଟୁତାଏ ତେବେ ଆପଣ ମାନେ ଏହି ଲୁଣକୁ କିପରି ବ୍ୟବହାର କରିବେ ସେ ବିଷୟରେ ଆମେ ଆପଣଙ୍କୁ କହିବୁ ।

ଘରକୁ ଲେପାପୋଛା କରିବା ସମୟରେ ସେହି ପାଣିରେ ଏକ ଚାମୁଚ ଲୁଣ ମିଶାଇ ଦିଅନ୍ତୁ । ଏହାକୁ ସପ୍ତାହରେ ଦୁଇ ତିନି ଥର କରନ୍ତୁ । ଏହା କରିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ସହ ନଜର ଦୋଷ ମଦ୍ୟ ଦୂର ହୋଇଥାଏ । ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଦୂର ହୋଇଥାଏ । ଯାହା ଦ୍ୱାରା ଘରକୁ ଶାନ୍ତିର ବାତାବରଣ ପେରି ଆସିଥାଏ । ଘର ଧନ ଐଶ୍ୱର୍ଯ୍ୟରେ ପୂରି ଉଠିଥାଏ ।


ଘରୋ ରୋଜଗାର ଥିଲେ ମଧ୍ୟ ଉନ୍ନତି କରିପାରୁନଥିଲେ , ସଦାସର୍ବଦା ରୋଗ ଲାଗି ରହୁଥିଲେ ଆପଣ ମାନେ ଏହି ଉପାୟ ନିଶ୍ଚିତ କରନ୍ତୁ । ଆପଣ ମାନେ ଘରର ମୁଖ୍ୟ ଦ୍ୱାର ଆଗରେ ଅର୍ଥାତ ତାହାର ଡାହାଣ ପଟରେ ଏକ ନାଲି କପଡାରେ କିଛି ଲୁଣ ବାନ୍ଧିରଖି ତାହାକୁ ଟାଙ୍ଗି ଦିଅନ୍ତୁ ।

ଏହାକୁ କୃଷ୍ନପକ୍ଷ ଚତୁର୍ଦ୍ଦଳୀରେ ବାନ୍ଧି ଦିଅନ୍ତୁ ପୁଣି ଅନ୍ୟ ମାନ ସେହି ଚତୁର୍ଦ୍ଦଶୀରେ ପୁରୁଣା ଲୁଣ ପୁଟୁଳିକୁ କାଢି ନୂଆ ପୁଟୁଳିକୁ ବାନ୍ଧିଦିଅନ୍ତୁ ଏବଂ ପୁରୁଣାକୁ ପାଣିରେ ଭସେଇ ଦିଅନ୍ତୁ । ଏମିତି କ୍ରମାଗତ କରିଲେ ଘରର ନଜର ଦୋଷ ଦୂର ହେବ । ଆର୍ଥିକ କ୍ଷେତ୍ରରେ ସମସ୍ତ ସମସ୍ୟା ମାନ ଦୂର ହେବ ।


ଯଦି ଆପଣ ମାନେ ଯେତେ ରୋଜଗାର କରିଲେ ମଧ୍ୟ ସଦାସର୍ବଦା ନିଅଣ୍ଟ ଧରୁଥାଏ କିମ୍ବା କର୍ମ ବ୍ୟବସାୟରେ କ୍ଷତି ଘଟୁଥାଏ , ସଞ୍ଚୟ ଠିକ ରୂପରେ ହୋଇପାରୁନଥାଏ ତେବେ ଆପଣ ମାନେ ଏହି ଉପାୟ ନିଶ୍ଚିତ ରୂପରେ କରନ୍ତୁ । ଆପଣ ମାନେ କିଛି ଲୁଣ ନେଇ ଗୋଟିଏ କାଚ ବା ପ୍ଲାଷ୍ଟିକ ଡହାରେ ରଖିଦିଅନ୍ତୁ , ଯେପରିକି ବାହାରକୁ ଲୁଣ ଦେଖଯାଉଥିବ । ଏହା ସହ ସେହି ଲୁଣରେ କିଛି ଲବଙ୍ଗ ମଧ୍ୟ ରଖନ୍ତୁ ଏବଂ ସେହି ଲୁଣକୁ ଆଲମିରା ବା ପଇସା ବାକ୍ସ ଆଦିରେ ରଖନ୍ତୁ । ଏମିତି କରିବା ଦ୍ୱାରା ଘରର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ନୂତନ ବ୍ୟବସାୟ କରିବା ପାଇଁ ଚାହୁଁଥିଲେ ଏହି ଉପାୟ ନିଶ୍ତିତ ରୂପରେ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।