Odisha News Portal

ଆଜି ଘରର ଏହି ଜାଗାରେ ରଖି ଦିଅନ୍ତୁ ଲୁଣ , ପରେ ଯେଉଁ ଚମତ୍କାର ଆପଣଙ୍କୁ ମିଳିବ ଆପଣ ବିଶ୍ବାସ କରିପାରିବେନି ! ଶୁଭ ସମୟ ଫେରି ଆସିବ…..

ଲୁଣ ଏମିତି ଏକ ଜିନିଷ ଅଟେ ଯାହା ସମସ୍ତ କ୍ଷେତ୍ରରେ ସମାନ ହେବା ଦରକାର , ଯଦି କମ ବେଶି ହେବ ତେବେ ତାହେଲେ ତାର ସ୍ୱାଦ ଖରାପ ହଗୋଇଥାଏ । ଏହି ଲୁଣ ଆମର ଆୟୁଷ ମଧ୍ୟ ବଢାଇଥାଏ ଏବଂ କମାଇଥାଏ ମଧ୍ୟ । ଲୁଣର ଉପଯୋଗ ଠିକ ଭାବରେ କରିବା ଦରକାର । ତେବେ ଆଜି ଆମେ ଆପଣ ମାନଙ୍କୁ ଲୁଣର ଏକ ମ୍ୟାଜିକ ବିଷୟରେ କହିବୁ , ଯାହାକୁ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାକୁ କାମରେ ଲଗାଇଲେ ଆପଣ ମାନେ ମଧ୍ୟ ଖୁସିରେ ରହିବେ । ଲୁଣ ବହୁତ ପ୍ରକାର ହୋଇଥାଏ , ଯେମିତିକି ପାହାଡି ଲୁଣ , କଳା ଲୁଣ , ସାଧାରଣ ଲୁଣ ଏବଂ ସମୁଦ୍ର ଲୁଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ ଚନ୍ଦ୍ର ଏବଂ ଶୁକ୍ରର ପ୍ରତିନିଧି ବୋଲି କୁହାୟାଏ ।

ଆମେ ଆପଣ ମାନଙ୍କୁ ଏମିତି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଘରେ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଗୁଡିକ ବାହାରିଯିବ । ଲୁଣରେ ଏମିତି ଏକ ଅଦଭୂତ ଶକ୍ତି ରହିଛି ଯାହା ଦ୍ୱାରା ଘରେ ସମସ୍ତ ପ୍ରକାର ଅସୁବିଦାକୁ କାଢି ହେବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।


ପ୍ରଥମେ ଆପଣ ମାନେ ଅଳ୍ପ ଲୁଣ ଆଣନ୍ତୁ ଏବଂ ଚତାହା ପରେ ଗୋଟିଏ ଲାଲ କପଡା ଆଣନ୍ତୁ । ଏହା ପରେ ସେହି ଲାଲ କପଡାରେ ଏହି ଲୁଣକୁ ବାନ୍ଧି ଦିଅନ୍ତୁ । ଏହା ପରେ ସେହି ଲାଲ କପଡାକୁ ଆପଣ ମାନେ ନିଜ ଘରର ମୁଖ୍ୟ ଦ୍ୱାର ଆଗରେ ଟାଙ୍ଗି ଦିଅନ୍ତୁ । ଏମିତି କରିବା ଦ୍ୱାରା ଘରେ ନକରାତ୍ମକ ଏବଂ ଖରାପ ଶକ୍ତି ପ୍ରବେଶ କରିପାରିନଥାଏ । ଏହା ସହିତ କାହାର ନଜର ମଧ୍ୟ ଲାଗିନଥାଏ । ଏହା ସହିତ ଏହି ଲାଲ କପଡାକୁ ଯଦି ଆପଣଙ୍କର ଧନ ରଖିବା ସ୍ଥାନରେ ଟାଙ୍ଗି ଦିଅନ୍ତି ତେବେ ତାହା ଦ୍ୱାରା ମଧ୍ୟ ଆପଣଙ୍କର ଧନର ଦୁଇ ଗୁଣା ଉନ୍ନତି ହୋଇଥାଏ

ଆପଣ ମାନେ ଏକ କାଗଜରେ କିଛି ଲୁଣ ନେଇ କରି ନିଜର ବାଥରୁମରେ ରଖିଦିଅନ୍ତି ତେବେ ଏହା ଦ୍ୱାରା ଆପଣଙ୍କର ଘରର ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ ସାନ୍ତି ବଢିଥାଏ । ଏହା ସହିତ ଘରର ଯେ କୌଣସି କୋଣରେ ଛୋଟ କାଗଜ ପତ୍ରରେ କିଛି ଲୁଣ ରକିଦିଅନ୍ତି ତେବେ ଏହା ଦ୍ୱାରା ଘରର ସମସ୍ତ ଲୋକଙ୍କର ଅସୁବିଧା ଦୂର ହୋଇଥାଏ ।

ଯଦି ଆପଣଙ୍କ ଘରେ ବ୍ୟବହାର କରୁଥିବା ଲୁଣକୁ କୌଣସି ଲୁହା ବା ଷ୍ଟିଲ ଜିନିଷରେ ରଖୁଛନ୍ତି ତେବେ ତାହା ବହୁତ ଖରାପ ହୋଇଥାଏ । ଲୁଣ ଚନ୍ଦ୍ରମା ଏବଂ ଲୁହା ଶନି ହେବା ହେତୁ ଚନ୍ଦ୍ର ଏବଂ ଶନିର ମିଳନ ଏହା ଆପଣଙ୍କ ପାଇଁ ବହୁତ ହିଁ ଘାତକ ଅଟେ । ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ସବୁବେଳେ ରଖିବା ଦରକାର । ଲୁଣ ତଳେ ଢାଲି ହୋଇଗରେ ଏହା ଦ୍ୱାରା ଚନ୍ଦ୍ର ଏବଂ ଶୁକ୍ର ଦୁହେଁ କମଜୋର ହୋଇଯାଆନ୍ତି । ଯାହା ଦ୍ୱାରା ଆପଣଙ୍କର ଘରୁ ମାତା ଲକ୍ଷ୍ମୀ ଛାଡି ପଳେଇ ଯାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।