Odisha News Portal

ଲଭରେ ଏମିତି ହୁଏ… ମୁଁ ତାଙ୍କର ଫ୍ୟାନ, ମୁଁ ତାଙ୍କୁ ଭଲପାଏ… ନବୀନ ସାର୍ ମୋତେ ଫ୍ଲାଇଂ କିସ୍ କରିବେ… ଦେଖନ୍ତୁ Video

ବନ୍ଧୁଗଣ ଏବେ ଏକ ବ୍ୟକ୍ତିଙ୍କର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ଜାଣିଛନ୍ତି ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ହୋଇଥାଏ।କାରଣ ଏଭଳି ବିସ୍ମୟକର ଘଟଣା ଆପଣ ହୁଏତ ଆଗରୁ ବାସ୍ତବରେ କେବେ ଦେଖି ନଥିବେ।ସେହିଭଳି କିଛି ଘଟଣା, ଯାହାକୁ ଦେଖିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି। ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା ସଂସ୍ପର୍ଶରେ ଆସିଥାଉ।ଆଉ ସେସବୁ ଘଟଣା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏକ ଏମିତି ଅଜବ ଦୃଶ୍ୟର ଭିଡିଓ ବିଷୟରେ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଆପଣ ତ ଜାଣିଛନ୍ତି ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଶୁଣିଲା ପରେ ବିଚଳିତ ହୋଇ ପଡ଼ିଥାଉ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ସେହିଭଳି ଏକ ଭାଇରାଲ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଭିଡିଓ କୁ ନେଇ ବେଶ୍ ଚର୍ଚ୍ଚା ମଧ୍ଯ ହୋଇଛି।ଏଠାରେ ଦେଖନ୍ତୁ କିପରି ଭାବରେ ଜଣେ ବ୍ୟକ୍ତି ଓଡ଼ିଶାର ବିଜୁ ଜନତା ଦଳର ପତାକା କୁ ଦେହରେ ଗୋଡ଼ାଇ ଡ୍ରେସ୍ କରି ପିନ୍ଧିବା ସହିତ କାନ୍ଧରେ ମାଇକ ଝୁଲାଇ ପ୍ରଚାର କରୁଛନ୍ତି।

ଏହାକୁ ଦେଖି ଆପଣ ଜାଣି ପାରିବେ ଯେ ସେ ନବୀନ ବାବୁଙ୍କୁ କେତେ ଭଲ ପାଆନ୍ତି। ତାଙ୍କ ନାମ ହେଉଛି ଖଗେଶ୍ବର ଦେହୁରୀ।ସେ ଯେଉଁଭଳି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗୁଣଗାନ କରୁଛନ୍ତି ଏବଂ ତାଙ୍କ ପାଇଁ ଏପରି ପୋଷାକ ପରିଧାନ କରିଛନ୍ତି ତାହା ବାସ୍ତବରେ ସମସ୍ତଂଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଅଟେ। ତେବେ ସେ କହୁଛନ୍ତି ମୋର କାହାକୁ ଡର ନାହିଁ, କାରଣ ସାଇ ବାବା ଏବଂ ନବୀନ ସାର୍ ଇଜ୍ ହିଅର। ଯାହାବି ହେଲେ ତାଙ୍କର କିଛି ହେବ ନାହିଁ କାରଣ ସେ ନବୀନ ପଟ୍ଟନାୟକ ଙ୍କୁ ଭଲ ପାଆନ୍ତି।

ତେବେ ତାଙ୍କର ଏଭଳି ପ୍ରଚାର ଏବଂ ପାଗଳାମି ଦେଖୀ ଗଣମାଧ୍ୟମ ର ପ୍ରତିନିଧି ମାନେ ତାଙ୍କୁ ଧରି ପ୍ରଶ୍ନ ପଚାରିଥିଲେ ଯେ ସେ ଏମିତି କାହିଁକି ହେଉଛନ୍ତି ବୋଲି।କିନ୍ତୁ ଏହାର ଉତ୍ତରରେ ସେ କହିଥିଲେ ଯେ ମୁଁ ହେଉଛି ନବୀନ ସାର୍ ଙ୍କ ଡ଼ାଏହାର୍ଡ ଫ୍ୟାନ। ତାଙ୍କ ପାଇଁ ମୁଁ କିଛିବି କରି ପାରିବି। ମୁଁ ତାଙ୍କୁ ବହୁତ୍ ଭଲପାଏ। ଆଇ ଲଭ୍ ନବୀନ ସାର୍। ଏହିଭଳି ଭାବରେ ସେ କଥା କହି ମଝିରେ ମଝିରେ ନବୀନ ସାର୍ ଙ୍କ ନାମରେ ପ୍ରଚାର କରିବା ଭଳି ଡାଏଲଗ କୁ ରିପିଟ କରୁଛି ଏହି ବ୍ୟକ୍ତି ଜଣଙ୍କ। ତାର ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।