Odisha News Portal

ଲକଡାଉନ ସମୟ ରେ ଲୁଚିକରି ବିବାହ କରିନେଲେ ଅଭିନେତ୍ରୀ ରିୟା ଦେ ! ଜାଣନ୍ତୁ ସେ କାହାକୁ ବିବାହ କଲେ ଏବଂ କଣ କରୁଛନ୍ତି ଶାଶୁଘରେ ……

ତେବେ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ରିୟା ଦେ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ରିୟା ଦେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।

ଅଲିଉଡର ଏକ୍ସପ୍ରେସ୍ କ୍ୟୁଇନ୍ ହେଉଛନ୍ତି ଅଭିନେତ୍ରୀ ରିୟା ଦେ । ନିଜର ଜବରଦସ୍ତ ଅଭିନୟ ଯୋଗୁଁ ସେ ଆଜି ରାଜ୍ୟର ଘରେ ଘରେ ବେଶ୍ ପରିଚିତ । ସେ ଅଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଏବଂ ତାଙ୍କର ଚମତ୍କାରୀ ଅଭିନୟ ପାଇଁ ଆଜି ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି ।

ତେବେ ଆଜି ଆମେ ଆପଣମାନଙ୍କୁ ସେହି ଅଭିନେତ୍ରୀ ରିୟା ଦେ ଙ୍କ ବିଷୟରେ କିଛି କହିବା ପାଇଁ ଯାଉଛୁ । ତାଙ୍କ ଅଭିନୟରେ ଭରପୁର ମନୋରଞ୍ଜନ ଭରି ରହିଥାଏ । ସେ ଦେଖିବା ପାଇଁ ବି ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ସେ ତାଙ୍କର ଅଭିନୟର ଯାଦୁରେ ଲୋକଙ୍କ ମନ କିଣି ନେଇଥାନ୍ତି ।

ତେବେ ଆମେ ଆଜି ଆପଣ ମାନଙ୍କୁ ଜଣାଇବୁ ରିୟା ବାହାଘର ପରେ ଶାଶୁ ଘରେ କଣ କରୁଛନ୍ତି । ଏଇ କିଛି ଦିନ ତଳେ ଓଡିଶାର ଏହି ଲୋକପ୍ରିୟ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜି ଆମେ ଏଠାରେ ଜାଣିବା ସେ କେଉଁଠି ଅଛନ୍ତି, କେମିତି ଅଛନ୍ତି,ଆଉ କଣ କରୁଛନ୍ତି ? ଆପଣ ମାନେ ଏକଥା ହୁଏତ ଜାଣିନଥିବେ କିମ୍ବା ଖୁବ କମ ଲୋକ ତାଙ୍କ ବିବାହ ଘର ବିଷୟରେ ଜାଣିଥିବେ, ସେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।


ତେବେ ବର୍ତ୍ତମାନ ଅଭିନେତ୍ରୀ ରିୟା ନିଜର ଶାଶୁ ଘରେ ସ୍ଵାମୀଙ୍କ ସହ ରହୁଛନ୍ତି ଏବଂ ଶାଶୁ ଘରେ ସମସ୍ତଙ୍କ ସେବା କରିବା ଶାଶୁ ଘରର ପ୍ରିୟ ବୋହୁ ହୋଇ ପାରିଛନ୍ତି । ତେବେ ରିୟା ଜଣେ ଖାଣ୍ଟି ଓଡିଆ ଘରର ବୋହୁ ହୋଇ ଶାଶୁ ଘରର ସମସ୍ତ ଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଉଛନ୍ତି ।

ଆପଣ ମାନଙ୍କ ସୂଚନା ପାଇଁ କହିରଖୁଛୁ କି ତାଙ୍କର ଏହି ଚରିତ୍ର ଟି ବାସ୍ତବ ଜୀବନର ନୁହେଁ ବରଂ ତାଙ୍କର ଆଗକୁ ଆସୁଥିବା ସିନେମା ତୋ ଫ୍ୟାମିଲି ଓ ମୋ ଫ୍ୟାମିଳିର ଅଟେ । ରିୟା ଏହି ସିନେମାରେ ଜଣେ ଖାଣ୍ଟି ଓଡିଆ ବୋହୁ ଭୂମିକାରେ ନଜର ଆସିବେ । ଏହି ସିନେମାର ଶୁଟିଙ୍ଗ ବର୍ତ୍ତମାନ କରୋନା କାରଣ ରୁ ସ୍ଥଗିତ ରହିଛି ।

ଯଦି ଆଗାମୀ ଦିନରେ ଏହି ସିନେମାର ଶୁଟିଙ୍ଗ ଶେଷ ହୁଏ ତେବେ ଏହି ସିନେମା ଟିକୁ ଓଡିଆ ଦର୍ଶକ ଆଗାମୀ ରଜ କିମ୍ବା ରଥ ଯାତ୍ରା ରେ ଦେଖିବା ପାଇଁ ପାଇବେ । ଏହି ସିନେମା ରିୟା ବହୁତ ସୁନ୍ଦର ଅଭିନୟ କରିଛନ୍ତି କାରଣ ସେ ଏଥିରେ ଦୁଇଟି ପରିବାରକୁ ମିଶେଇବା ପାଇଁ ଚେଷ୍ଟା କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।