Natural Way to Detoxify Liver – ମାସରେ କେବଳ ଥରେ ପିଅନ୍ତୁ, ଲିଭର ରେ ଜମା ସମସ୍ତ ଆବର୍ଜନା ବାହାରିଯିବ ଏହି ଛୁଟିଆ ଉପାୟ ଦ୍ୱାରା….

ତେବେ ଆମେ ମାନେ ଜାଣିଛୁ ମଣିଷ ଶରୀରରେ ସବୁବେଳେ କିଛି ନା କିଛି ଛୋଟ ହେଉ ବା ବଡ଼ ସମସ୍ୟା ମାନ ଦେଖିବାକୁ ପାଇଥାଉ | ତେବେ ସେହି ସବୁ ସମସ୍ୟା ଆମକୁ ବହୁତ ଦୁଃଖ ଦେଇଥାଏ ଓ କଷ୍ଟ ମଧ୍ୟ ପାଇଥାଉ | ତେବେ ସେହି ଭଳି ଏକ ସମସ୍ୟ ଟି ହେଉଛି ଲିଭର ଜନିତ ସମସ୍ୟା, ତେବେ ଏହି ଭଳି ଜାଣି ଆପଣ ଙ୍କ ଲିଭର ରେ ଅଦରକାରୀ ଜିନିଷ ଜାଣିଥାଏ ତାହେଲେ ଆମେ ମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |

ତେବେ ଲିଭର ଭଳି ସମସ୍ୟା ଦେଖା ଗଲେ ଆମେ ଅନେକ ସମୟରେ ଡାକ୍ତର ଙ୍କ ପାଖକୁ ଯାଇଥାଉ ଚିକିତ୍ସା ପାଇଁ | ଆଜି ମୁଁ ଆପଣ ମାନଙ୍କ ପାଖକୁ ନେଇ ଆସିଛୁ ଏକ ସହଜ ଘରେଇ ଉପଚାର ଆଉ ଯାହାକୁ ବ୍ୟବହାର କରିକି ଆମେ ଲିଭର ଭଳି ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-ଲାଉ, ଧଣିଆ ପତ୍ର, କଳା ଲୁଣ ଓ ଲେମ୍ବୁ, ହଳଦୀ

ପ୍ରସ୍ତୁତି ପ୍ରଣାଳୀ :-ଏହି ଘରେଇ ଉପଚାର କୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଲାଉ ର | ତେବେ ଲାଉ କୁ ଆପଣ ମାନେ ଚୋପା କାଢି ଦେବେ ଓ ଛୋଟ ଛୋଟ ଖଣ୍ଡ କରି ଭଲ ଭାବରେ କାଟି ନେବେ ଆଉ ଏତିକି ପରିମାଣରେ କାଟିବେ ସେମିତି ଗୋଟିଏ ଗ୍ଲାସ ଜୁସ ବାହାରିବ ସେଥିରୁ | ତାହା ପରେ ଆପଣ ମାନେ ଦ୍ୱିତୀୟ ସାମଗ୍ରୀ ନେବେ ତାହା ହେଉଛି ଧଣିଆ ପତ୍ର | ତେବେ ଆପଣ ମାନେ ସେଥିରେ 50 ଗ୍ରାମ ଧଣିଆ ପାତ୍ର ନେବେ ଆଉ ଦୁଇ ଟି ସାମଗ୍ରୀ କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେବେ ଓ ସେଥିରୁ ବାହାରିଥିବା ଜୁସ କୁ ଏକ ଗ୍ଲାସ କୁ ଛାଣି ଦେବେ | ତାହା ପରେ ଆପଣ ମାନେ ସେଥିରେ ହଳଦୀ ର ମିଶ୍ରଣ କରିବେ ହାଫ ଚାମଚ ଓ ତାହା ପରେ କଳା ଲୁଣ ଅଳ୍ପ ପରିମାଣରେ ମିଶାଇବେ ଓ ଲେମ୍ବୁ ଫାଳେ ଦେବେ ସେହି ଜୁସ ରେ | ଆଉ ସବୁ କୁ ମିସାଇକି ଏକ ମିଶ୍ରଣ ପ୍ରସ୍ତୁତ କରିବେ |

ବ୍ୟବହାର :-ଏବେ ସେହି ମିଶ୍ରଣ ର ଜୁସ କୁ ସକାଳେ ଖାଲି ପେଟରେ ସେବନ କରି ପାରିବେ ଓ ତାହା ନ ହେଲେ ରାତିରେ ଖାଇ ସାରିବା ପରେ ମଧ୍ୟ ପିଇ ପାରିବେ | ଆଉ ଏହା କୁ 15 ଦିନକୁ ଥରେ ବ୍ୟବହାର କରିବେ, ତାହା ଛଡା ଯଦି ଦେଢ଼ ମାସକୁ ଥରେ ପିଉଛନ୍ତି ତାହେଲେ ଲଗାତାର 3 ଦିନ ସେବନ କରିବେ |

ତେବେ ଏହା ଥିଲା ଲିଭର ଜନିତ ସମସ୍ୟା ରୁ ମୁକ୍ତି ପାଇବାର ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment