OMG ! ସିଂହ ସହ ଥଟ୍ଟାମଜା ପଡିଲା ମହଙ୍ଗା… ନିଜ ଆଙ୍ଗୁଠି ହରାଇଲେ ଯୁବକ… ଦେଖନ୍ତୁ Video

ଆପଣ ମାନେ ନିଶ୍ଚିତ ଭାବରେ ସୋସିଆଲ ମିଡ଼ିଆ ସହିତ ଓତଃପ୍ରେତ ଭାବରେ ଜଡ଼ିତ ଅଟନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବା ପାଇଁ ମିଳିଥାଏ। କିଛି ଭିଡ଼ିଓ ଥାଏ ଯାହା ଆମକୁ ହସ ଲାଗିଥାଏ ତୋ ଆଉ କିଛି ଭିଡ଼ିଓ ଯାହା ଆମକୁ ଅନେକ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଆପଣ ମାନଙ୍କୁ ଦେଖାଇବା ପାଇଁ ଯାଉଛୁ ଯାହାକୁ ଦେଖିଲା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଜଣେ ଯୁବକ ସିଂହ ସହିତ ମଜା କରୁ କରୁ ଆଙ୍ଗୁଳି କାମୁଡ଼ି ଚିଣ୍ଡାଇ ନେଲା ସିଂହ , ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି।

ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ବିଷୟରେ। ବନ୍ଧୁଗଣ କଥାରେ ଅଛି ‘ଆ ବଳଦ ମୋତେ ବିନ୍ଧ’ କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ କି ଜାଣି ଶୁଣି ଏଭଳି କିଛି ଭୁଲ କାମ କରନ୍ତି ଯାହାର ଦୋଷା ବହୁତ ଭୋଗିବା ପାଇଁ ପଡ଼ିଥାଏ। ଆପଣ ମାନେ ଅନେକ ଲୋକଙ୍କୁ ନିଜର ଆଖ ପାଖରେ ଦେଖିବା ପାଇଁ ପାଇଥିବେ। ତେବେ ବର୍ତ୍ତମାନ ଏଭଳି କିଛି ଲୋକ ନିଜର ଭୁଲ ଆଉ ବହାଦୁରୀ ପାଇଁ ଆଙ୍ଗୁଳି ଚିଣ୍ଡେଇ ନେଇଛି ସିଂହ , ସୂଚନା ଅନୁସାରେ ଏକ ଚିଡ଼ିଆ ଖାନାକୁ ସମସ୍ତେ ଯିବା ଭଳି ଜଣେ ଯୁବକ ମଧ୍ୟ ଯାଇଥିଲେ ତେବେ ଅନ୍ୟ ମାନେ ମଧ୍ୟ ତାଙ୍କର ଆଖ ପାଖରେ ଥିଲେ।

ଯୁବକ ଜଣକ ଯେଉଁ ସ୍ଥାନରେ ସେଠି ସିଂହ ଥିବାର ଦେଖିବା ପାଇଁ ମିଳିଥିଲା। ତେବେ ସଂହଟି ତାର ନିଜ ଜାଗାରେ ଥିଲା। ତାର ଜାଲି ଘେରା ଯାଇଥିଲା। ଯୁବକ ଜଣକ ଆସି ସିଂହ ସହିତ ମଜାକ କରିବା ପାଇଁ ଲାଗିଲେ। ତାର ଜାଲି ଏପଟରେ ରହି ଯୁବକ ଜଣକ ସିଂହ ସହିତ ମଜାକ କରୁଥିଲା। ଏମିତି କରୁ କରୁ ତା ପାଟିରେ ହାତ ପୁରାଉ ଥିଲା। ସିଂହଟି ରାଗିଯାଇ ତାର ଆଙ୍ଗୁଳି କାମୁଡି ଦେଲା ଏହାପରେ ଯୁବକ ଜଣକ ଅନେକ ଚେଷ୍ଟା କରି ହାତକୁ ସିଂହ ମୁହଁରୁ ବାହାର କରିଦେଲା।

ଏହାପରେ ଯୁବକ ଜଣକ ଦେଖିଲା ସିଂହଟି ତା ଆଙ୍ଗୁଳି କାମୁଡି ଛିଣ୍ଡାଇ ନେଇଛି। ଏହିଭଳି ଭାବରେ ଯୁବକ ଜଣକ ନିଜ ଭୁଲ ପାଇଁ ଆଙ୍ଗୁଳି ହରାଇ ବା ପାଇଁ ପଡିଲା। ତେଣୁ ଆପଣ ମାନେ ଏଭଳି କିଛି କାମ କରନ୍ତୁ ନାହିଁ ଯାହା ଫଳରେ ଯୁବକ ଭଳି ଆଙ୍ଗୁଳି ଦେବାକୁ ପଡିବ। ତେବେ ପାଖରେ ଥିବା ଲୋକ ମାନେ ଏଭଳି କିଛି ଦୃଶ୍ୟ ଦେଖି ନିଜ ମୋବାଇଲ ରେ ଭିଡ଼ିଓ କରିଥିଲେ। ଯାହାବି ହେଉ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment