ଲୁଚିଛି ନା ଗୋଡ଼ ଦିଟା ଦିଶୁଛି… ଷ୍ଟ୍ରଙ୍ଗରୁମ୍ ଭିତରେ ଇଏ କିଏ ? ଭିଡ଼ିଓ ହେଲା ଭାଇରାଲ… ଦେଖନ୍ତୁ Video

ସୋସିଆଲ ମିଡ଼ିଆ ଏବେ ଏମିତି ଏକ ଜିନିଷ ହୋଇଗଲାଣି ଯାହା ସଂଗେ ସଂଗେ ସବୁ ଘଟଣା ଲୋକଙ୍କ ପାଖରେ ସହଜରେ ପହଂଚି ପାରୁଛି। ଆଉ ମଣିଷ ଏବେ ହିଂସ୍ର ହୋଇଗଲାଣି ଆଉ ବିଭିନ୍ନ ସମୟରେ ଏମିତି ଘଟଣା ଘଟାଉଛନ୍ତି। ଏହି ଭିଡ଼ିଓ ରେ ଦେଖିବାକୁ ପାଇବେ ଯେ ଭୁବନେଶ୍ୱର ରେ ଏକ ତୀବ୍ର ଉତ୍ତେଜନା ସହିତ ଆକ୍ରମଣ ହୋଇଛି ଯାହା ପାଇଁ ପୋଲିସ ଲାଠି କରିଛି ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଏଠାରେ ଜଣେ ବ୍ୟକ୍ତି ଙ୍କୁ ପୋଲିସ ସୁରକ୍ଷା ଦେଇଥିବା ଦୃଶ୍ୟ ନଜର ରେ ଆସିଛି।

ଏବେ ଏମିତି ଘଟଣା ଏଠାରେ ଦେଖୁବାକୁ ମିଳିଛି ତାହା ଅତି ଶୋଚନୀୟ ଯାହାକୁ ନେଇ ବିଭିନ୍ନ ମହଲରେ ରାଜନୀତି ତୀବ୍ର ହୋଇଛି ଏହି ସମୟରେ ପ୍ରଶାସନ ଉପରେ ପ୍ରଶ୍ନବାଚୀ ଉଠୁଛି। ଆଉ ଏହି ଘଟଣା ରେ ଯାହା ଦେଖୁବାକୁ ମିଳୁଛି ତାହା ଅତି ଆକ୍ରୋଶ ଜନକ। ଆଉ ଭିଡ଼ିଓ ଟି ବହୁଳ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହା ରାଜ୍ୟ ରାଜନୀତି କୁ ସରଗମ କରିଛି ଏହାକୁ ନେଇ ବିଭିନ୍ନ ଦଳର କର୍ମୀ ମାନେ ଏଠାରେ ଉତ୍ତେଜନା ସୃଷ୍ଟି କରିଛନ୍ତି ଯାହା ଦେଖିବାକୁ ମିଳିଛି। ଏହି ଘଟଣା ଏବେ ଲୋକଙ୍କ ମଧ୍ୟରେ ହିଂସାତ୍ମକ ଭାବ ଜନ୍ମ କରିଛି ଯାହା ଏବେ ଉଗ୍ର ରୂପ ନେଇ ସାରିଲାଣି। ଏହି ସମୟରେ ଲୋକ ମାନେ ମଧ୍ୟ ଏହାକୁ ଆଗକୁ ନେଇ ଯାଉଛନ୍ତି।

ଏହି ଘଟଣା ଟି ରାଜଧାନୀ ଭୁବନେଶ୍ବର ଅବସ୍ଥିତ ବିଜେପି କଲେଜ ରେ ଦେଖା ଦେଇଛି। ଆଉ ସେଠାରେ ଥିବା ଏକ ଷ୍ଟ୍ରଙ୍ଗ ରୁମ ରେ ଏହି ଭଳି ଭୟଵହ ପରିସ୍ଥିତି ଉପୁଜୁଛି ଯାହା ଭିଡ଼ିଓ ରେ ସ୍ପଷ୍ଟ। ଏହି ସମୟରେ ସେଠାରେ ଥିବା ଲୋକେ ନିଜକୁ ନିୟନ୍ତ୍ରଣ ରେ ରଖି ନଥିଲେ ଯାହା ପରବର୍ତ୍ତୀ ସମୟରେ ଏକ ଉଗ୍ର ରୂପ ନେଇ କିଛି ଲୋକ ମଧ୍ୟ ଆକ୍ରମଣର ଶୀକାର ହୋଇଥିବାର ସୂଚନା ମିଳିଛି। ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ତାହା ମଧ୍ୟ ପାଇବେ। ଆଉ ଏଠାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ମାନେ ସୁରକ୍ଷା ଦେଇଛନ୍ତି ଏବଂ ସେହି ଜଣଙ୍କ ଚେୟାର ତଳେ ଲୁଚି ଛନ୍ତି ଯାହା ସମସ୍ତଙ୍କୁ ଅଜଣା। ସେ ବ୍ୟକ୍ତି ଜଣଙ୍କ କିଏ ଯାହା ପାଇଁ ପୋଲିସ ଏମିତି ଲାଠି ମାଡ଼ ମଧ୍ୟ କରିଛି ଯାହା ଏବେ ପ୍ରଶ୍ନବାଚୀ ଉଠୁଛି।

ଏହି ଘଟଣା ରେ ଷ୍ଟ୍ରଙ୍ଗ ରୁମ ରେ ଏମିତି ଆକ୍ରୋଶ ମୂଳକ ଆକ୍ରମଣ ଦେଖାଦେଇଛି ଯାହା ପରେ ପୋଲିସ ଏମିତି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାହା ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଅସ୍ପଷ୍ଟ କରୁଛନ୍ତି। ଆଉ ଏପଟେ ରାଜନୀତି ଦଳ ମାନେ ତୀବ୍ର ସମାଲୋଚନା କରି ଉତେଜନା ସୃଷ୍ଟି କରିଛନ୍ତି। ଏହି ଘଟଣା ଏବେ ରାଜନୈତିକ ମୋଡ଼ ନେଇ ସାରିଲାଣି ଯାହା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଆଉ ଏହାକୁ ନେଇ ସମସ୍ତେ ଆନ୍ଦୋଳନ କରିବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment