Odisha News Portal

LICର ଦମଦାର ଅଫର କେବଳ ଗୋଟେ କିସ୍ତି ଭରେ ପାଆନ୍ତୁ ପୁରା ୧୯୦୦୦ଟଙ୍କା ,, କେମିତି ଲାଭ ଉଠାଇବେ ଜାଣନ୍ତୁ….

0 9

ଏଲଆଇସି ପକ୍ଷରୁ ଆସିଛି ଆପଣ ମାନଙ୍କ ପାଇଁ ଏକ ଦମଦାର ପ୍ଲାନ । ମାତ୍ର ଗୋଟିଏ କିସ୍ତି ଭରି ପ୍ରତି ମାସରେ ପାଇ ପାରିବେ 19000 ଟଙ୍କା । ଭାରତୀୟ ଗ୍ରାହକ ମାନଙ୍କର ସୁରକ୍ଷା ନିମନ୍ତେ ଭାରତୀୟ ଜୀବନ ବୀମା ନିଗମ ସବୁବେଳେ କିଛି ନା କିଛି ନୂଆ ତଥା ଆକର୍ଷଣୀୟ କ୍ଲାସ ଲଞ୍ଚ କରିଥାଏ । ନିକଟରେ ଏଲାଇସି ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି । ଯେଉଁଥିରେ ଥରେ ମାତ୍ର ଟଙ୍କା ରଖାଇ ସାରା ଜୀବନ ଆୟ କରିବାର ସୁବିଧା ରହିଛି । ତେବେ ଏଲାଇସିର ଏହି ବୀମାର ନାମ ହେଉଛି ଜୀବନ ଅକ୍ଷୟ ।

ଯଦି ଆପଣ ମାନେ ବୃଦ୍ଧା ଅବସ୍ଥାରେ ପେନସନର ଆଶା ରଖୁଛନ୍ତି ତାହେଲେ ଆପଣ ଚାହିଁଲେ ଏହି ଅଲଆଇସି ପ୍ଲାନର ଲାଭ ଉଠାଇ ପାରିବେ । ଆପଣ ଚାହିଁଲେ ଉଭୟ ଅନଲାଇନ ଏବଂ ଅଫଲାଇନରେ ଏହି ଯୋଜନାକୁ କିଣି ପାରିବେ । ତେବେ ଆସନ୍ତୁ ଜାଣିବା ଜାଣିବା ଏଲଆଇସିର ଏହି ନୂଆ ଯୋଜନା ବିଷୟରେ ।

ଏଆଇସିର ଏହି ଯୋଜନାର ନାମ ହେଉଛି ଜୀବନ ଅକ୍ଷୟ ଭିଆଇ , ପ୍ଲାନ ନଂ 857 । ଏହି ସିଙ୍ଗଲ ପ୍ରିମିୟମ ବିଶିଷ୍ଟ ବ୍ୟକ୍ତିଗର ବାର୍ଷିକ ଯୋଜନା ଅଟେ । ବାରତୀୟ ବୀମା ନିଗମର ଏହି ପଲିସି ଚଳିତ ବର୍ଷ 25 ତାରିଖରୁ ଆରମ୍ଭ ହୋଇଥିଲା । ଏଲଆଇସିର ଏହି ପ୍ଲାନଟି 30 ରୁ 45 ବର୍ଷର ବ୍ୟକ୍ତି ମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ସେହିପରି ଏଲଆଇସିର ଏହି ପଲିସିରେ ଆପଣ ମାନେ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ଦେବେ । ଏହା ସହ ସର୍ବାଧିକ ଟଙ୍କା ଜମାରେ ଏଲଆଇସି ପକ୍ଷରୁ କୌଣସି ସୀମା ନିର୍ଦ୍ଦାରଣ ହୋଇନାହିଁ ।

ଯଦି ଆପଣ ମାନେ 4 ଲକ୍ଷ 72 ହଜାର ଟଙ୍କା ନିବେଶ କରୁଛନ୍ତି । ତେବେ ଆପଣଙ୍କୁ ଏଥିପାଇଁ ପ୍ରତି ମାସରେ 19000 ଟଙ୍କା ପେନସନ ବାବଦରେ ମିଳିବ । ଏଲଆଇସିର ଏହି ପ୍ଲାନକୁ ଆପଣ ମାନେ ମାସିକିଆ , ତିନି ମାସିକିଆ , ଛଅ ମାସିକିଆ ଏବଂ ବର୍ଷକ ପାଇଁ ବାର୍ଷିକ ମୂଲ୍ୟରେ କିଣିପାରିବେ ।

ଏଥିରେ ବର୍ଷକୁ 12000 ପର୍ଯ୍ୟନ୍ତ ସର୍ବନିମ୍ନ ପେନସନ ଆପଣ ମାନଙ୍କୁ ମିଳିବ । ଏହି ପଲିସିରେ ପରିବାର ପକ୍ଷରୁ ଗୋଟିଏ ସଦସ୍ୟ କିମ୍ବା ସ୍ୱାମୀ ସ୍ତ୍ରୀ କିମ୍ବା ଭାଇ ଭଉଣୀ ମଧ୍ୟରେ ଜଏଣ୍ଟ ଲାଇପରେ କିଣିପାରିବେ । ତେବେ କୌଣସି ବି ବାର୍ଷିକ ଯୋଜନା ନିବେଶ କରାଯାଇଥିବା ଅର୍ଥରାଶି ଉପରେ ସୁଧ ଲଗାଇ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଇନକମ ମିଳିଥାଏ । ଏହି ଯୋଜନାରେ ପ୍ରତି ମାସରେ ଆପଣ ମାନେ ରୋଜଗାର ମଧ୍ୟ କରିପାରିବେ ।

ତେବେ ଏହିପରି ଏଲାଇସି ପକ୍ଷରୁ ଲଞ୍ଚ କରାଯାଇଛି ଜୀବନ ଅକ୍ଷୟ ପଲିସି । ଯଦି ଆପଣ ମାନେ ଏହି ପଲିସି ସହ ଯୋଡି ହେବା ପାଇଁ ଚାହିଁଛନ୍ତି ଏବଂ ଏହି ପଲିସି କରି ନିଜର ବୃଦ୍ଧି ଅବସ୍ତାକୁ ଶାନ୍ତିରେ ବିତେଇବା ପାଇ ଚାହିୁଁଛନ୍ତି ତେବେ ବହୁତ ଜଲଦି ଏହି ପଲିସିକୁ ଆପଣାଇ ନିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ