ଲେହେଙ୍ଗା ପିନ୍ଧି ” ପୁଷ୍ପା ” ଗୀତରେ ଡ୍ୟାନସ କରି ଧମାଲ କଲେ ଯୁବତୀ…ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ କଥା ଟି ସତ୍ୟ ଖାଲି ଯୁବକ ଯୁବତୀ ନୁହଁନ୍ତି ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁଆଡେ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳିଛି ପୁଷ୍ପା ଫିଲ୍ମ ସଙ୍ଗ, ଖାଲି ସେତିକି ନୁହଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରଲ ହୋଉଛି ପୁଷ୍ପା ସଙ୍ଗ, ସ୍କୁଲଠୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଯୁଆଡେ ଦେଖିଲେ ସେହି ପୁଷ୍ପା ସଙ୍ଗର ଝଲକ, ଏତେ ଦିନର ଫିଲ୍ମ ରିଲିଜ ପରେ ମଧ୍ୟ ଆଜି ଯାଏ ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଛି ପୁଷ୍ପା ଫିଲ୍ମ ସଙ୍ଗ, ସେପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହୋଉଛି ଯାହାକୁ ଦେଖିଲେ ଆପଣ ବି ଝୁମିଉଥିବେ, ତେବେ ଆସନ୍ତୁ ଦେଖିବା କଣ ସେ ଭିଡିଓ ଯାହା ଏତେ ମାତ୍ରାରେ ଭାଇରଲ ହୋଉଛି |

ଭିଡିଓଟି ଦେଖିବାକୁ ମିଳିଛି ଗୋଟିଏ କଲେଜ ସାମ୍ନାରେ, କଲେଜ ଆଗରେ ଝିଅଟି ହଳଦୀଆ ରଙ୍ଗର ଲେହେଙ୍ଗା ପିନ୍ଧି କରୁଛି ଡାନ୍ସ, ସେପୁଣି ପୁଷ୍ପା ଫିଲ୍ମ ସଙ୍ଗ, ଉ ଅଣ୍ଡା ମାମା ଓ ସାମେ ସଙ୍ଗ ରେ, ଯାହା ଏବେ ସୋସିଆଲ ମିଡିଆ ପେଜରେ ବେଶ ଭାଇରଲ ହବରେ ଲାଗିଛି ଓ ସାତ ଶହ ହଜାରରୁ ବେଶୀ ଲୋକ ଏହି ଭିଡିଓ କୁ ପସନ୍ଦ କରିବା ସହିତ ଲାଇକ ମଧ୍ୟ କରିଛଅନ୍ତି, ତାହା ସହିତ ଏହି ଭିଡିଓ ଟି ଇନ୍ଷ୍ଟଗ୍ରାମ, ଫେସବୁକ ସବୁ ଆଡେ ବେଶ ଭାଇରଲ ହୋବାକୁ ଲାଗୁଛି |

ଝିଅଟି କଲେଜ ଆଗରେ ଡାନ୍ସ କରିବା ଏବେ ସେହି ଭିଡିଓକୁ ଦେଖିବା ପାଇଁ ବହୁତ ଭିଡ ମଧ୍ୟ ଜମିଛି ଓ ପୁଷ୍ପା ଗୀତ ର ତାଳେ ତାଳେ ଝିଅ ସହିତ ଦେଖୁଥିବା pila ମାନେ ମଧ୍ୟ ଝୁମିଯାଇଛନ୍ତି ଓ ଗୀତର ମଜା ନେଉଛଅନ୍ତି, ତେବେ ଯାହା ଦେଖିବାକୁ ମିଳୁଛି ପୁଷ୍ପା ସଙ୍ଗ ଟି ମାର୍କେଟରେ ଭଲ ନାମ କମେଇଛି ଓ ଲୋକ ମାନେ ପସନ୍ଦ କରିବା ସହିତ ସେହି ଗୀତରେ ଭିଡିଓ ମଧ୍ୟ ବନେଇ ସେସିଆଲ ମିଡିଆରେ ଛାଡ଼ୁଛନ୍ତି, ତେବେ ଝିଅତିର ଏପରି ପୁଷ୍ପା ସଙ୍ଗରେ ଡାନ୍ସକୁ ଦେଖି ଅନେକ ଖୁସି ମଧ୍ୟ ହେଉଛନ୍ତି ଓ ସେହି ଭଳି ଭିଡିଓ ବୋନଉଛନ୍ତି|

ସୋସିଆଲ ମିଡିଆରେ ଭାଇରଲ ହୋଉଥିବା ଝିଅଟି ହଳଦୀଆ ରଙ୍ଗର ଲେହେଙ୍ଗା ପିନ୍ଧିବା ସହିତ କଲେଜ ଆଗରେ ଡାନ୍ସ କରୁଛି ତାହା ପୁଣି ପୁଷ୍ପା ସଙ୍ଗ ରେ ଯାହାକୁ ଦେଖି ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଛନ୍ତି, ଦକ୍ଷିଣ ଫିଲ୍ମ ପୁଷ୍ପା ର ଏହି ସଙ୍ଗ ଖାଲି ସାଉଥ ରେ ନୁହଁ ପୁରା ଭାରତରେ ତାର ଛାୟା ବିଛେଇବା ସହିତ ଭାରତ ବାହାରେ ମଧ୍ୟ ବହୁତ ଲୋକ ତାକୁ ପସନ୍ଦ କରୁଛନ୍ତି, ଓ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛଅନ୍ତି ଓ ଗୀତର ତାଳେ ତାଳେ ନିଜକୁ ଝୁମଉଛନ୍ତି |ତେବେ ଏହି ପୁଷ୍ପା ସଙ୍ଗର ଝଲୋକ ଦିନକୁ ଦିନ ନ ଥମି ବଢିବାରେ ଲାଗୁଛି , ଯାହା ଦର୍ଶକ ମନକୁ ଆକୃଷ୍ଟ କରିବା ସହିତ ସେସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହବରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment