Odisha News Portal

IAS Question – ଲେଡ଼ିଜ୍ ମାନଙ୍କ କେଉଁ ଜିନିଷ କୁ ପୁଅ ମାନେ ଖାଆନ୍ତି ? ଏହି ପ୍ରଶ୍ନର ଉତ୍ତର ଦେବାରେ 99% ଲୋକ ଫେଲ

ବନ୍ଧୁଗଣ ସାକ୍ଷାତକାର ମାନଙ୍କରେ ପଚରାଯାଉଥିବା କିଛି ପ୍ରଶ୍ନ ବହୁତ୍ କୌତୁକିଆ ହୋଇଥାଏ। ଯଦିଓ ଏହା ଡବଲ ମିନିଙ୍ଗ ର ପ୍ରଶ୍ନ ଅଟେ କିନ୍ତୁ ଆପଣ ଯଦି ଏହାକୁ ସକାରାତ୍ମକ ବିଚାର ରେ ଦେଖିବେ ତେବେ ଏହାର ଉତ୍ତର ଆପଣଙ୍କୁ ନିଶ୍ଚିତ ହସେଇ ହସେଇ ବେଦମ୍ କରିଦେବ। ଏହି ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ। କିଛି ଏମିତି ମଜାଳିଆ ପ୍ରଶ୍ନ ରହିଥାଏ ଯାହା ଡବଲ ମିନିଙ୍ଗ ଭଳି ହୋଇଥାଏ ଏବଂ ମଜାରେ ସାଙ୍ଗମାନେ ଏମିତି ପ୍ରଶ୍ନ ପଚାରି ଥାଆନ୍ତି।ଆମେ ଆପଣଙ୍କ ପାଇଁ ଏମିତି କିଛି ଫନୀ ବା କୌତୁକିଆ ପ୍ରଶ୍ନ ନେଇ ଆସିଚୁ ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ଏବଂ ହସି ହସି ଗଡିଯିବେ।

ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସେହିଭଳି କିଛି ପ୍ରଶ୍ନ ବିଷୟରେ ଜାଣିବା ଏବଂ ଏହାର ଉତ୍ତର ମଧ୍ୟ ଖୋଜିବା।ତେବେ ଏହିସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କୁ ଟିକିଏ ବୁଦ୍ଧି ଖଟାଇବାକୁ ପଡ଼ିବ ଏବଂ ସହଜରେ ଏହାର ଉତ୍ତର ଆପଣ ପାଇଯିବେ। ଆଉ ଆପଣଙ୍କୁ କହି ରଖୁଛୁ ଯେ ଏହା କେବଳ ମନୋରଞ୍ଜନ ଉପରେ ଆଧାରିତ ଅଟେ। ତେଣୁ ଏହାକୁ ଖରାପ ଭାବରେ ନେବେ ନାହିଁ।ଦେଖିବା ଏହି ପ୍ରଶ୍ନ ଗୁଡିକର ଉତ୍ତର କେତେଜଣ ଦେଇ ପାରୁଛନ୍ତି।

ପ୍ରଶ୍ନ ୧- ଝିଅ ମାନେ ୧୮ ବର୍ଷ ପୂର୍ବରୁ କଣ କାହାକୁ ଦେଇ ନଥାନ୍ତି?
ଉତ୍ତର- ଭୋଟ୍।୧୮ ବର୍ଷ ପୂର୍ବରୁ କେହି ଏହା ଦେଇ ନଥାନ୍ତି।

ପ୍ରଶ୍ନ ୨- ସେଇଟା କଣ, ଯାହାର ଚାରିପଟେ ବାଳ ଥାଏ, ତା ମଝିରେ ସ୍ବାମୀ ଥରେ ପୁରାଏ ତାପରେ ସ୍ତ୍ରୀ ନିଜେ ସବୁଦିନ ନିଜେ ନିଏ।
ଉତ୍ତର- ସିନ୍ଥିରେ ସିନ୍ଦୂର। ଯାହା ସ୍ବାମୀ ଥରେ ବାହାଘର ଦିନ ଦିଏ ତାପରେ ସ୍ତ୍ରୀ ସବୁଦିନ ନିଜେ ନିଏ।

ପ୍ରଶ୍ନ ୩- ଝିଅ ମାନେ ତାଙ୍କର ଜିନ୍ସ ତଳେ କଣ ପିନ୍ଧିଥାନ୍ତି?
ଉତ୍ତର- ଚପଲ ବା ଜୋତା।

ପ୍ରଶ୍ନ ୪- ଝିଅ ମାନଙ୍କର କେଉଁ ଜାଗାରେ ଆଙ୍ଗୁଳି ପୁରାଇଲେ ସେଠାରୁ ପାଣି ବାହାରିଥାଏ?
ଉତ୍ତର- ଆଖିରୁ ପାଣି ବାହାରିଥାଏ ଆଙ୍ଗୁଳି ପୁରେଇବା ଦ୍ବାରା।

ପ୍ରଶ୍ନ ୫- ଲେଡ଼ିଜ୍ ମାନଙ୍କ କେଉଁ ଜିନିଷ କୁ ପୁଅ ମାନେ ଖାଆନ୍ତି?
ଉତ୍ତର:-ଲେଡିଜି ଫିଙ୍ଗର ବା ଓଡ଼ିଆ ରେ ଭେଣ୍ଡି ବୋଲି କୁହନ୍ତି ।

ପ୍ରଶ୍ନ ୬- ଝିଅ ମାନେ କଣ ପିନ୍ଧିଲେ ପୁଅ ମାନେ ଅଧିକ ଆକର୍ଷିତ ହୁଅନ୍ତି?
ଉତ୍ତର- ଅଳଙ୍କାର। ଝିଅ ମାନେ ଅଳଙ୍କାର ପିନ୍ଧିଲେ ଅଧିକ ଆକର୍ଷିତ ଲାଗନ୍ତି।

ପ୍ରଶ୍ନ ୭- ଉପରୁ kiss କରାଯାଏ, ମଝିରୁ ଧରାଯାଏ, ତଳୁ ନିଆଁ ଲଗାଯାଏ। ତାହା କଣ ଅଟେ?
ଉତ୍ତର- ସିଗାରେଟ୍।

ପ୍ରଶ୍ନ ୮- ତାହା କଣ ଅଟେ, ଯାହା ଆମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟ ଲୋକ ମାନେ?
ଉତ୍ତର- ନିଜର ନାମ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।