Odisha News Portal

Exclusive : ‘ଲେଡିଜ୍ ହଷ୍ଟେଲ ବାଥରୁମରେ ଲାଗିଥିଲା ସିସିଟିଭି, ଆଉ ହଉଥିଲା ଏମିତି କାମ… ଦେଖନ୍ତୁ Video

ଗୁମର ଫିଟିବାରେ ଲାଗୁଚି BJB ହଷ୍ଟେଲ ଭିତରେ କେମିତି ଚାଲିଥିଲା କାର୍ଯ୍ୟକାରୀ । ଲେଡିସ ହଷ୍ଟେଲ ଭିତରେ ରହିଥିଲା ସିସିଟିଭି, ତେବେ କଣ ଏତିକରେ ରହିଥିଲା ନା ଏହା ଭିତରେ ରହିଥିଲା ଆହୁରି କିଛି ଯାହାକୁ ନେଇ ଏବେ କମ୍ପୁଛି ପୁରା ରାଜଧାନୀ ।ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି କି BJB ର ଛାତ୍ରୀ ରୁଚିକା ବିଷୟରେ ଯିଏ ନିଜ ତିନି ସିନିୟର ଙ୍କ ପାଇଁ ସୁଇସାଇଡ଼ କରିବାକୁ ବାଧ୍ୟ ହେଇଥିଲେ ।କିନ୍ତୁ ଏବେ ଯାଏ ସେହି ତିନି ସିନିୟର ଙ୍କ ପତା ମିଳି ନଥିବା ବେଳେ ହଷ୍ଟେଲ ଭିତରେ ଚାଲିଥିବା କିଛି ଏମିତି ଘଟଣା ସାମ୍ନାକୁ ଆସୁଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ସବୁବେଳେ ବାପାମାଆ ମାନେ ନିଜ ପିଲାଙ୍କୁ ପାଠ ପଡାଇବା ପାଇଁ ଦୂର ପଠାଇଥାନ୍ତି ।ଏହା ସହିତ ତାଙ୍କୁ ସୁରକ୍ଷିତ ରହିବା ପାଇଁ ତାଙ୍କୁ ଭଲ ହଷ୍ଟେଲରେ ରଝିଥାନ୍ତି ।କିନ୍ତୁ ଆଜି ସେହି ହଷ୍ଟେଲ ସାଜିଛି ଅନେକ ପିଲାଙ୍କ ମୃତ୍ୟୁ ର କାରଣ । ରୁଚିକା ଜଣେ ଖୁବ ଭଲ ମେଧାବୀ ଛାତ୍ରୀ ଥିଲେ କେତେ ଆଶା ଓ ସ୍ୱପ୍ନ ନେଇ BJB କଲେଜରେ ପାଠ ପଡୁଥିଲେ କିନ୍ତୁ ତାଙ୍କ ପାଇଁ ସହଜ ନଥିଲା ହଷ୍ଟେଲ ଜୀବନ ।କିଛି ଏମିତି ଘଟିଥିଲା ତାଙ୍କ ସହିତ ଯାହା ତାଙ୍କୁ ଆତ୍ମହତ୍ୟା ପରି ବଡ଼ ପଦକ୍ଷେପ ନେବାକୁ ପଡିଥିଲା ।କିନ୍ତୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଦୋଷୀ ଧରା ପଡ଼ିନାହିଁ କିନ୍ତୁ ଏପଟେ ହଷ୍ଟେଲ ବାର୍ଥରୁମ ସିସିଟିଭି ଲାଗିଥିବା କଥା ଜଣା ପଡିବା ସହିତ ହଷ୍ଟେଲ ଚାରିପଟେ ସିଗାରେଟ ଓ ମଦବୋତଲ ମିଳୁଛି ।

ତେବେ ସୂଚନା ଅନୁଯାୟୀ ରୁଚିକାଙ୍କ ସାଙ୍ଗ ମାନେ କହିଛନ୍ତି କି ହଷ୍ଟେଲ ଭିତରେ ସିକୁରୀଟି ମାନେ ସିସିଟିଭି ଲଗେଇଥାନ୍ତି ଯାହା ଆଗରୁ ମଧ୍ୟ ଧରା ଯାଇଛି ।ଆଉ ଏବେ ବି ତାହା ହେଉଥିବ କିନ୍ତୁ କେହି ପିଲା କିଛି ପଦକ୍ଷେପ ଡରରେ ନେଇ ନଥିବେ ଆଉ ରୁଚିକା କିଛି କହିଥିବା ଯାହା ପାଇଁ ତାଙ୍କୁ ମାନସିକ ଟ୍ରଚର କରାଯାଇଛି ।ଏହାଛଡା ରୁଚିକାଙ୍କ ବାପା କହିଛନ୍ତି କି ପିଲାମାନେ ଖୁଛନ୍ତି ହଷ୍ଟେଲ ଚାରିପଟେ ସିଗାରେଟ ଓ ମଦବୋତଲ ସବୁ ପଡିଥାଏ ।ହେଲେ ପ୍ରଶ୍ନ ଉଠୁଛି କୁଆଡୁ ଆସିଲା ଏହି ସବୁ ଜିନିଷ ଆଉ କଣ ହେଉଥିଲା ହଷ୍ଟେଲ ଭିତରେ ।

ପାଠ ପଡ଼ିବା ଚଳନାରେ କଣ ଚାଲିଥିଲା ହଷ୍ଟେଲ ପିଲାଂକି ସହିତ, ଆଉ ଏହା କଣ କଲେଜ କର୍ତ୍ତୃପକ୍ଷ ଜାଣି ବି ଚୁପ ରହିଥିଲା କି ।ତେବେ ଏତେ ସବୁତ ପ୍ରଶ ଆସିଥିବା ବେଳେ କିଛି ସୂଚନା ମିଳି ନାହିଁ କଲେଜ ତରଫରୁ ଓ ଧରା ପଡିନାହିଁ ସରହି 3 ସିନିୟର ।ତେବେ ଯଦି ଏସବୁ କଥାର ସତ ସାମ୍ନାକୁ ନଆସିବ ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ରୁଚିକାଙ୍କ ପରିବାର ଲୋକ ଓ ସାଙ୍ଗସାଥି ମାନେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।