Odisha News Portal

ଲକ୍ଷ୍ମୀ ପୁରାଣ ର ରଚୟିତା କିଏ ? ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0 0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ। ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ତାହା କଣ ଝିଅ ମାନେ ପ୍ରଥମଥର କଲେ ବହୁତ କଷ୍ଟ ହୋଇଥାଏ ?
ଉତ୍ତର–କାନ କିମ୍ବା ନାକ ଫୋଡିଲା ବେଳେ

2.ବିହାରର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?
ଉତ୍ତର – ଅବଦୁଲ ଗଫୁର ଖାନ୍ ।

3.କାହାର ଜନ୍ମ ଦିବସକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଏ ?
ଉତ୍ତର – ମହାତ୍ମା ଗାନ୍ଧୀ ।

4.କାହାକୁ ଏସିଆର ଛାତ ବୋଲି କୁହା ଯାଇଥାଏ ?
ଉତ୍ତର – ପାମିର ମାଳଭୂମିକୁ ଏସିଆର ଛାତ ବୋଲି କୁହାଯାଇ ଥାଏ ।

5.କେଉଁ ଗଭର୍ନର ଜେନେରାଲ ଇନାମ କମିଶନର ସ୍ଥାପନା କରିଥିଲେ ?
ଲର୍ଡ଼ ଡେଲହାଉସୀ ।

6.କିପରି ଜଣେ ବ୍ୟକ୍ତି ଆଠ ଦିନ ନ ଶୋଇ ରହି ପାରିବ ?
ଉତ୍ତର – ସେ ରାତିରେ ଶୋଇଥାଏ ।

7.ଶ୍ରାବଣୀ ମେଳା ଉତ୍ତରାଖଣ୍ଡର କେଉଁ ସ୍ଥାନରେ ହୋଇଥାଏ ?
ଉତ୍ତର – ଜଗେଶ୍ୱରୀରେ ଶ୍ରାବଣୀ ମେଳା ହୋଇଥାଏ ।

8.ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ ଓ ୪ଟି କମଳା ଏବଂ ଅନ୍ୟ ଗୋଟିଏ ହାତରେ ୩ଟି କମଳା ଓ ୪ଟି ସେଓ ରହିଛି, ତେବେ ଆପଣ କଣ ନେବା ପାଇଁ ଚାହିଁବେ ?
ଉତ୍ତର – ବଡ଼ ହାତ, ତେଣୁ ଉଭୟ ସେଓ ଓ କମଳା ନେଇବାକୁ ଚାହିଁବି ।

9.ଏହା କେଉଁ ଜିନିଷ ଅଟେ ଯାହାର ନାମ ନେବା ପରେ ତାହା ଭାଙ୍ଗି ଯାଇଥାଏ ?
ଉତ୍ତର – ନୀରବତା (Silence) ଯାହାର ନାମ ନେବା ପରେ ତାହା ଭାଙ୍ଗି ଯାଇଥାଏ ।

10.ଯଦି ଆଠ ଜଣ ମିଶି ଗୋଟିଏ କାନ୍ଥକୁ ତିଆରି କରିବାକୁ ୧୦ ଘଣ୍ଟାରେ ସମୟ ନେଲେ । ତେବେ ଚାରି ଜଣ ସେହି କାନ୍ଥ ତିଆରି କରିବା ପାଇଁ କେତେ ସମୟ ନେବେ ?
ଉତ୍ତର – ସମୟ ଲାଗିବ ନାହିଁ କାରଣ ସେହି କାନ୍ଥଟି ପୂର୍ବରୁ ତିଆରି ହୋଇ ସାରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।