ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଓଡ଼ିଆ ଲୋକ ମାନେ ଓଡ଼ିଆ ଫ୍ଲିମ ଜଗତକୁ ଆଉ ପସନ୍ଦ ନ କରି ତେଲଗୁ ପଛରେ ପଡୁଛନ୍ତି | ଆଉ ଯାହା କୁହାଯାଉଛି କି ଓଡ଼ିଆ ଲୋକ ମାନଙ୍କ ଯୋଗୁ କିଭଳି ଆଜି ଫ୍ଲିମ ଜଗତ ତଳକୁ ଯାଉଛି ଓଡ଼ିଆ ଫ୍ଲିମ ହଲ ରେ ଜାଗା ପାଉନି ତାହା ବିଷୟରେ ପ୍ରକାଶ କରିଛନ୍ତି ସୀତାରାମ ଅଗ୍ରୱାଲ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ ସବୁ କହିଛନ୍ତି ଏହି ଓଡ଼ିଆ ଚଳଚିତ୍ର କୁ ନେଇକି ସେ ବିଷୟରେ ଜାଣିବା |
ସୀତାରାମ ଙ୍କ କଥା ଅନୁସାରେ ଦିନକୁ ଦିନ ଓଡ଼ିଆ ଫ୍ଲିମ ତଳକୁ ଯିବାକୁ ଲାଗିଛି | ଆଉ ଯାହା କୁହାଯାଉଛି କି ଆଗରୁ ସମୟ ଥିଲା କି ଓଡ଼ିଆ ଫ୍ଲିମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଲାଗୁଥିଲେ ପ୍ରଡୁସର ମାନେ | ଆଉ ଓଡ଼ିଆ ଫ୍ଲିମ କୁ ଆଗକୁ ନେବାକୁ ଚେଷ୍ଟା ମଧ୍ୟ କରୁଥିଲେ ପାରୁ ପର୍ଯ୍ୟନ୍ତ | କିନ୍ତୁ ବର୍ତ୍ତମାନ ଆଉ ସେମିତି ନାହିଁ ତେଲଗୁ ଫ୍ଲିମ ଆସି ଓଡ଼ିଆ ରେ ନିଜର ସ୍ଥାନ ଗ୍ରହଣ କରିବାରେ ଲାଗିଛି ବୋଲି ଦେଖିବାକୁ ମିଳିଛି |
ଆଉ ଏଠାରେ ଯେତେବେଳେ ଓଡ଼ିଆ ପ୍ରଡୁସର ମାନେ 20 ଲକ୍ଷ ଟଙ୍କା ଫ୍ଲିମ ପାଇଁ ଖର୍ଚ୍ଚ କରୁଥିଲେ, ସେତେବେଳେ ନେସନାଲ ଟିଭି ଚେନାଲ ଆସିକି 10 ଲକ୍ଷ ରେ ଫ୍ଲିମ କରିଲା | ତେବେ ତାହା ଫ୍ଲିମ ନୁହଁ ଟେଲିଭିଜନ ଶୋ ବୋଲ କୁହାଯାଉଛି | ତେବେ ଓଡ଼ିଆ ଲୋକ ମାନେ ତାହା କୁ ବୁଝି ପାରୁ ନାହାନ୍ତି | ଆଉ କହୁଛନ୍ତି କି କପି ହେଉଛି ଓଡ଼ିଆ ଫ୍ଲିମ ତେଲଗୁ ରୁ | ତେବେ ସେମାନେ ଦେଖୁନାହାନ୍ତି କି ତେଲଗୁ ଫ୍ଲିମ ସବୁ ହଲିଉଡ ରୁ କପି ହେଉଛି ବୋଲି କୁହାଯାଉଛି | ତେବେ ଓଡ଼ିଆ ଫ୍ଲିମ ଜଗତ କେଉଁଭଳି ଭାବରେ ଦିନକୁ ଦିନ ତଳକୁ ଯିବାକୁ ଲାଗୁଛି ତାହା ପଛରେ ମଧ୍ୟ ଆମ ଓଡ଼ିଆ ଦର୍ଶକ ମାନେ ଦାୟୀ ବୋଲି କୁହାଯାଉଛି |
ଆଉ ତାହା ଛଡା ସୀତାରାମ ଅଗ୍ରୱାଲ କହିଛନ୍ତି କି କୋଭିଡ ପରଠୁ ଓଡ଼ିଆ ଫ୍ଲିମ ଯେଉଁଭଳି ଅବସ୍ଥା ହୋଇଛି ତାହାର ସୁଧାର କରିବା ଆବଶ୍ୟକ ହୋଇଥାଏ | ତେବେ ଯଦି ଓଡ଼ିଆ ଦର୍ଶକ ମାନେ ହଲ କୁ ଆସିବେ ଆଉ ଫ୍ଲିମ କୁ ଦେଖିବେ ଆଉ ଭଲ ପାଇବା ଦେବେ ତାହେଲେ ନିହାତି ଓଡ଼ିଆ ଫ୍ଲିମ ଜଗତ ଆଗକୁ ଯିବାକୁ ଲାଗିବ ବୋଲି କୁହାଯାଉଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।