ଲାଲକୃଷ୍ଣ ଆଡ଼ଭାନୀ ହେବେ ଆଗାମୀ ରାଷ୍ଟ୍ରପତି ? ଗୁରୁ ଦକ୍ଷିଣା ଦେଇ ପାପ ଧୋଇବେ କି ନରେନ୍ଦ୍ର ମୋଦି ? ସାମ୍ନାକୁ ଆସିଲା ଭାଇରାଲ ଭିଡ଼ିଓ

ସୂଚନା ଅନୁସାରେ ଆସନ୍ତା ୨୫ ତାରିଖ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସରୁଛି। ଏହା ପୂର୍ବରୁ କିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ ଚର୍ଚ୍ଚା ଜୋର ଘନେଇ ବାରେ ଲାଗିଛି। ଯଦି ଦେଖିବା ଦେଶରେ ଦଳର ସ୍ଥିତି ସୁଦୃଢ ରହିଛି। ବର୍ତ୍ତମାନ ସମୟରେ ଭାରତୀୟ ଜନତା ପାର୍ଟି ସୁଦୃଢ଼ ରହିଛି। ଏହାରି ମଧ୍ୟରେ ଜଣେ ଦୁଇଜଣଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ବିଶେଷ କରି ଜଣଙ୍କ ନାମ ଅଧିକ ହାଇଲାଇଟ ହେଉଛି।

ଲାଲ୍ କୃଷ୍ଣ ଆଡଭାନୀ ତେବେ ସମସ୍ତେ ତାଙ୍କରି ଠାରେ ପ୍ରଶ୍ନବାଚି ସୃଷ୍ଟି କରିଛନ୍ତି। କାରଣ ରାଷ୍ଟ୍ରପତି ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ବାଛିବା ନିହାତି ଆବଶ୍ୟକ। କାରଣ ତାଙ୍କରି ହାତରେ ହଁ ସମସ୍ତ ପ୍ରକାର ପାୱାର ରହିଥାଏ। ଯଦି ଲାଲ୍ କୃଷ୍ଣ ଆଡଭାନୀଙ୍କ କଥା ଦେଖିବା ଜଣେ ଭାରତୀୟ ରାଜନେତା ଯିଏକି 2002 ରୁ 2004 ପର୍ଯ୍ୟନ୍ତ ଭାରତର ସପ୍ତମ ଉପ-ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଏକ ସ୍ୱେଚ୍ଛାସେବୀ ସଂଗଠନ ରାଷ୍ଟ୍ରିୟ ସଂଗଠନର ଦୀର୍ଘ ଦିନର ସଦସ୍ୟ ଅଟନ୍ତି। ତେବେ ଆସନ୍ତା ୨୫ ତାରିଖରେ ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେଉଛି ଖାଲି ଦେଖିବାର ବିଷୟ ଯେ କିଏ ଦେଶର ପୂର୍ବତନ ରାଷ୍ଟ୍ରପତି ହେଉଛନ୍ତି।

ତେବେ ବର୍ତ୍ତମାନ ସମୟରେ ଜଳ ହିଁ ଜୀବନ, ​ଏଭଳି କିଛି ପ୍ରଗ୍ରାମ ଥିବାରୁ ଗୟା ଜିଲ୍ଲାକୁ ସମ୍ମାନ ମିଳିଛି। ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗାୟାର ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ଥିଆରାଜନଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ମଙ୍ଗଳବାର ଦିନ ନୂଆଦିଲ୍ଲୀର ରାଜଧାନୀ ଦିଲ୍ଲୀର ଭିଗାନ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଗତ ବର୍ଷ ଗୟା ଜିଲ୍ଲାର ନେମଚକ ବାଥାନି ବ୍ଲକର ତେଲେରୀ ପଞ୍ଚାୟତରେ ବର୍ଷା ଜଳ ଅମଳର ସଂରଚନା ନିର୍ମାଣର ଅନନ୍ୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ବର୍ଷା ଜଳ ସଂରକ୍ଷଣ ପ୍ରୟାସକୁ ସାରା ଦେଶରେ ପ୍ରଶଂସା କରାଯାଇଛି। ବ୍ଲକ ମୁଖ୍ୟାଳୟରେ ଏହି ଗଠନ କରାଯାଇଛି।

ସ୍ଥାନୀୟ ତେଲାସିନ୍ ପାହାଡର ବର୍ଷା ଜଳକୁ ସଂରକ୍ଷଣ କରିବା ପାଇଁ ଏଠାରେ ବିସ୍ତୃତ କାର୍ଯ୍ୟ କରାଯାଇଥିଲା। ଯାହାବି ହେଉ ତାଙ୍କର କାର୍ଯ୍ୟ ରେ ଅନେକ ଲୋକ ଅନୁପ୍ରାଣିତ ହୋଇଥାନ୍ତି। ତେଣୁ ତାଙ୍କ ଭଳି ଜଣେ ଉଚ୍ଚକୋଟିର ଚିନ୍ତାଧାରା ସମ୍ପୂର୍ଣ୍ଣ ବ୍ୟକ୍ତି ଅନ୍ୟ କାହାରିକୁ ସମକକ୍ଷ କରାଯାଇପାରିବ ନାହିଁ। ଯାହାବି ହେଉ ଏଭଳି ଭାବରେ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି। ଯାହାକି ଆମର ଅନେକ ବ୍ୟକ୍ତି ବିଶେଷ ଗୁରୁତ୍ୱ ଦେଇଛନ୍ତି। ତେବେ ବର୍ତ୍ତମାନ ସମୟରେ କେବଳ ଦେଖିବାର ବିଷୟ ଯେ କିଏ ଆଗାମୀ କାଲି ଦେଶର ରାଷ୍ଟ୍ରପତି ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment