ଲକ୍ଷ୍ମୀ ହୋଇ ଜନ୍ମ ହେଇଥିଲେ ୨ ଝିଅ, ଆଜି ପ୍ରିତିରଞ୍ଜନ ଘଡ଼ାଇ ପାଇଲେ ମନ୍ତ୍ରୀ ପଦ… ଦେଖନ୍ତୁ ହଠାତ କାହିଁକି Surprize ଦେଲେ ମୁଖ୍ୟମନ୍ତ୍ରୀ…

ହଁ ଦର୍ଶକ ବନ୍ଧୁ କୁହାଯାଏ ଝିଅ ମାନେ ହେଉଛନ୍ତି ଘରର ଲଷ୍ମୀ, ଆଉ ଝିଅଟିଏ ଜନ୍ମ ହୋଇ ଯୋଉ ଘରକୁ ଆସେ ସେହି ଘରେ ଖୁସିର ଲହରୀ ଖେଳିଯାଇଥାଏ ଓ ସେହି ଘରେ ଉନ୍ନତି ମଧ୍ୟ ହୋଇଥାଏ , ସେହି ପରି ଆପଣ ମାନେ ସମସ୍ତେ ଜାଣିଥିବେ ଝିଲ୍ଲୀକ ଙ୍କ କଥା ତାଙ୍କ ଘରକୁ ଏକା ଥରେ ଆସିଥିଲେ ଦୁଇଟି ଝିଅ ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ସେ ଆଉ ଘରେ ଖୁସିର ଲହରୀ ଖେଳି ଉଠିଥିଲା |

ଝିଅ ମାନଙ୍କୁ ଯେ ଲଷ୍ମୀ ବୋଲି କୁହାଯାଏ, କଥାଟି ସମ୍ପୂର୍ଣ୍ଣ ଠିକ ଅଟେ ସେହିଭଳି ଏକ ଚମତ୍କାର ଖୁସି ଆଣିଦେଇଛି ପ୍ରୀତିରଞ୍ଜନ ଘୋଡାଇଙ୍କ ଜୀବନରେ, ଆପଣ ମାନେ ପ୍ରଫୁଲ୍ଲ ଘୋଡାଇଙ୍କୁ ଜାଣିଥିବେ ସେ ହେଉଛନ୍ତି ଆମର ପୂର୍ବତନ ଅର୍ଥମନ୍ତ୍ରୀ, ଆଉ ସେ ମନ୍ତ୍ରୀ ପଦରୁ ଇସ୍ତଫା ନେଲା ପରେ ରାଜନୀତିର ମୋଦନାକୁ ଓଲ୍ହାଇ ଥିଲେ ପ୍ରୀତିରଞ୍ଜନ | ଆଉ ସେ ଓଲିଉଡ଼ ର ଲୋକ ପ୍ରିୟ ଅଭିନେତ୍ରୀ ଝଲ୍ଲିକଙ୍କୁ ମାର୍ଚ୍ଚ 12,2020 ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ତାହା ସମ୍ପୂର୍ଣ୍ଣ ସିକ୍ରେଟ ଥିଲା, ଝିଲ୍ଲୀକ ଓ ପ୍ରଫୁଲ୍ଲ ଘୋଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘୋଡାଇ ଙ୍କ ବାହାଘରର କଥା ପରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା ଓ ପରେ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା |

ତେବେ ପ୍ରୀତିରଞ୍ଜନ ରାଜନୀତି ମୋଇଦାନକୁ ଉଲ୍ଲାଇ ସୁକିନ୍ଦାର ବିଧାୟକ ହୋଇଥିଲେ ଆଉ ତା ପରେ ତାଙ୍କ ଘରକୁ ଏଇ ଦୁଇ ଦିନ ଆଗରୁ ବହୁତ ବଡ ଖୁସି ଖବର ଆସିଥିଲା , ଝିଲ୍ଲୀକଙ୍କ ଜନ୍ମଦିନରେ ତାଙ୍କର ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଝିଲ୍ଲୀକ, ଆଉ ପ୍ରୀତିରଞ୍ଜନଙ୍କ ବାପା ହେବାର ଖୁସିରେ ଘରେ ଛୁଟିଥିଲା ଖୁସିର ଲହରୀ |

ଦୁଇ ଲଷ୍ମୀଙ୍କର ଘରେ ପାଦ ଦେଉ ଦେଉ ପ୍ରୀତିରଞ୍ଜନ ପାଇଥିଲେ ଆଉ ଗୋଟିଏ ବଡ ଖୁସିର କଥା ଯାହା ସମସ୍ତଙ୍କୁ ଅର୍ଚଯ୍ୟ କରିଦେଇଥିଲା , ବର୍ତମାନ ଆମ ଓଡ଼ିଶାରେ ମନ୍ତ୍ରୀ ମଣ୍ଡଳ ଭାଙ୍ଗି ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେଉଥୁବାର କଥା ଆପଣ ମାନେ ସମାସ୍ତେ ଜାଣିଥିବେ ,ଆଉ ଏବେ ନୂତନ ଭାବରେ ଗଠନ ହୋଇଛି ପୁଣିଥରେ ମନ୍ତ୍ରୀ ମଣ୍ଡଳ ଆଉ ଯୋଉଥିରେ ପ୍ରୀତିରଞ୍ଜନ ଘୋଡାଇଙ୍କୁ ମିଳିଛି ମନ୍ତ୍ରୀ ମଣ୍ଡଳରେ ଗୋଟିଏ ସିଟ, ଆଉ ସେ ପ୍ରଥମେ ସୁକିନ୍ଦାର ବିଧାୟକ ଥିଲେ ଓ ପରେ ମୋ ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ , କିନ୍ତୁ ଘରକୁ ତାଙ୍କର କନ୍ୟା ସନ୍ତାନ ଦୁଇଜଣ ଆସିଲା ପରେ ପରେ ସିଏ ଏତେ ବଡ ଖୁସି ଖବର ପାଇଥିବାରୁ ନିଜକୁ ବହୁତ ଖୁସି ଅନୁଭବ କରୁଛନ୍ତି ଓ ଯାହାକୁ ନେଇ ତାଙ୍କର ସମସ୍ତ ପରୁବାର ବୃନ୍ଦ ଖୁସି ଅଛନ୍ତି, ଆଉ ଝିଅ ଦୁଇଜଣଙ୍କର ଆଗମନ ତାଙ୍କର ଘରକୁ ଲଷ୍ମୀ ର ଆଗମନ ବୋଲି କହିଛନ୍ତି |

ତେବେ ଦୁଇ ଝିଅଙ୍କ ଜନ୍ମ ଓ ପ୍ରୀତିରଞ୍ଜନ ଘୋଡାଇ ଙ୍କ ମନ୍ତ୍ରୀ ପଦ ତିନି ତିନିଟି ଖୁସି ଏକ ବେଳକେ ପାଇଁ ତାଙ୍କର ପରିବାରର ସମସ୍ତେ ଖୁସିରେ ଅଛନ୍ତି , ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment