ଜୀବନରେ ଏମିତି ଏକ ମୋଡ ଆସି ପହଞ୍ଚିଥାଏ କି ଯେଉଁଥିରେ ଆମ ମାନଙ୍କୁ ଲାଗେ ଆମକୁ ନିଜର ପରିଶ୍ରମ ଅନୁସାରେ ଫଳ ମିଳୁନାହିଁ । ଆଜି ଆମେ ଆପଣ ମାନଙ୍କୁ ଲବଙ୍ଗର ଏକ ଉପାୟ ବିଷୟରେ କହିବୁ ଯେଉଁ ଉପାୟକୁ କରିବା ଦ୍ୱାରା ଆପଣ ମାନଙ୍କର ଘରେ ଧନର ବର୍ଷା ନିଶ୍ଚିତ ରୂପେ ହେବ । ଆପଣ ମାନଙ୍କୁ ପରିଶ୍ରମ କରିବା ପାଇଁ ପଡିବ ଏହା ସହିତ ପରିଶ୍ରମର ସଂପୂର୍ଣ୍ଣ ଫଳ ଆପଣ ମାନଙ୍କୁ ପ୍ରାପ୍ତ ହେବ । ଯଦି ଆପଣ ମାନେ ନିଜ ପାଇଁ କିଛି ଉଲ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଆପଣ ମାନଙ୍କର କୌଣସି କାମ ଓଲଟା ବା ଭୁଲ ହୋଇଯାଉଛି ଯାହା ଦ୍ୱାରା ଇନକମତ ଆପଣ ମାନେ କରୁଛନ୍ତି ହେଲେ ପଇସା ଆପଣ ମାନଙ୍କ ପାଖରେ ରହୁନାହିଁ ।
ଯାହା ଫଳରେ କି ପର୍ସ ଖାଲି ଏବଂ ମୁଣ୍ଡରେ ବହୁତ ହିଁ ଟେନସନ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏକ ଲବଙ୍ଗର ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣ ମାନଙ୍କୁ ଆପଣଙ୍କର କଷ୍ଟରୁ ମୁକ୍ତି ନିଶ୍ଚିତ ରୂପରେ ପ୍ରାପ୍ତ ହେବ । ଏହା ସହିତ ଯଦି ଘରେ ଘନର ଅଭାବ ଦେଖା ଦେଉଛି ତେବେ ତାହା ମଧ୍ୟ ଦୂର ହେବାରେ ଲାଗିବ ।
ଘରେ ପଇସା ଅଟକି ରହିବା ମଧ୍ୟ ଆରମ୍ଭ ହୋଇଯିବ । ଆପଣ ମାନେ ଜାଣିଛନ୍ତି କି ଲବବଙ୍ଗ ଆମର ଭାରତୀୟ ମାନଙ୍କର ଖାଦ୍ୟରେ ବ୍ୟବହାର କରାଯାଏ । ଏହାର ଉପଯୋଗରେ ଖାଦ୍ୟ ଭିନ୍ନ ହେବା ସହିତ କିଛି ଗୁଣ ମଧ୍ୟ ଯୋଡି ହୋଇଯାଏ । ଏହି ଲବଙ୍ଗ ମଧ୍ୟ ଅନେତ ପ୍ରକାର ଅସୁବିଧାକୁ ଦୂର କରି ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।
ଆପଣ ମାନଙ୍କୁ ଏହି ଉପାୟ କରିବା ପାଇଁ ପ୍ରଥମେ ଦୁଇଟି ଲବଙ୍ଗ ଏବଂ ଗୋଟିଏ କପୂର ଆଣନ୍ତୁ । ଘରେ ପୂଜା କରିବା ସମୟରେ ଏହି ଲବଙ୍ଗ ଏବଂ କପୂରକୁ ଗୋଟିଏ ପାତ୍ରରେ ରଖି ଏକାଠି ଜଳାଇ ଦିଅନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କର ସମସ୍ତ ଅଧା ରହିଥିବା କାର୍ଯ୍ୟ ହେଉନଥିବା କାର୍ଯ୍ୟ ସବୁ କଷ୍ଟ , ସବୁ ସମସ୍ୟା ଏବଂ ସବୁ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଏହା ସହିତ ଯଦି ଘରେ ଧନରର ଅଭାବ ଲାଗିଛି ଏବଂ ଆପଣ ମାନେ ଏହା ପାଇଁ ବହୁତ ଚିନ୍ତାରେ ରହିଛନ୍ତି କିମ୍ବା କରଜରେ ବୁଡି ରହିଛନ୍ତି ତେଣୁ କରଜ ପାଇଁ ଏକ ବିଶେ। ଉପାୟ ମଧ୍ୟ ରହିଛି । ଏହାକୁ କରିବା ଦ୍ୱାରା ଆପଣ ମାନଙ୍କର କରଜ ବାର ମଧ୍ୟ କମିବା ପାଇଁ ଲାଗିବ ।
ଆପଣ ମାନେ ଶନିବାର ଦିନ ପାଞ୍ଚଟି ଲବଙ୍ଗ ଆଣନ୍ତୁ ଏବେ ଏହାକୁ ନିଜର ଛାତ କିମ୍ବା ଅଗଣାରେ ଚାରି ଦିଗକୁ ଚାରିଟି ଲବଙ୍ଗ ପିଙ୍ଗି ଦିଅନ୍ତୁ ଏବଂ ଶେଷଟି ନିଜର ମୁଣ୍ଡ ଉପରକୁ ଫୋପାଡି ଦିଅନ୍ତୁ ଏବଂ ଫେରି ଆସନ୍ତୁ । ତେବେ ଏହି ଉପାୟ ବିଷୟରେ ଆପଣ ମାନେ କେବେବି କାହାକୁ କୁହନ୍ତୁ ନାହିଁ ।
ଏହାକୁ 25 ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା କରଜ କିମ୍ବା ଧନ ସମ୍ବଦ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ । ଯଦି ଲବଙ୍ଗର ଏହି ଉପାୟକୁ ଆପଣ ମାନେ ନିଜ ଜୀବନରେ ବରସାର ସହିତ କରିବେ ତେବେ ଆପଣ ମାନଙ୍କର କଷ୍ଟ ମୟ ଜୀବନ ସୁଖରେ ପରିଣତ ହେବାକୁ ଲାଗିବ । ଏହା ସହିତ ଯଦି ସମ୍ଭବ ହେଉଛି ସତେବେ ଏହି ଉପାୟ କରିବା ସମୟରେ ପ୍ରଭୁ ବିଷ୍ନୁଙ୍କର ନାମ 21 ଥର ଜପ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।