Vivekam Kids ଦ୍ୱାରା ବହୁତ ସୁନ୍ଦର ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଅନେକ ସମୟରେ ଆମେ ମାନେ ଏନୁଆଲ ଫାଂକ୍ସନ ର କେତେକ ଭିଡ଼ିଓ ମାନ ମଧ୍ୟ ଦେଖିବାକୁ ପାଇଥାଉ | ଆଉ ବର୍ତ୍ତମାନ ସେହିଭଳି ଏକ ଜବରଦସ୍ତ ଏନୁଆଲ ଫାଂକ୍ସନ ର ପ୍ରଗ୍ରାମ ଟି ଦେଖିବାକୁ ମିଳିଛି | ଯେଉଁଠି ପିଲାମାନେ ସୁନ୍ଦର ଭାବରେ ତାଙ୍କର ଡାନ୍ସ ର କମାଲ ମଧ୍ୟ ଦେଖାଇବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ପିଲାମାନଙ୍କର ଏହି ଭଳି ଜବରଦସ୍ତ ପୋରଫୋମେନ୍ସ କୁ ଦେଖିବା ପରେ ସମସ୍ତେ ବେଶ ଖୁସି ହୋଇଛନ୍ତି ଆଉ ଏନଜୟ ମଧ୍ୟ କରୁଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ବିବେକାମ ସିନିୟର ସେକେଣ୍ଡାରୀ ସ୍କୁଲ ରେ ଦେଖିବାକୁ ମିଳିଛି | ଆପଣ ମାନେ ଜାଣିଥିବେ କି ଯେତେବେଳେ ସ୍କୁଲ ଵା କଲେଜ ମାନଙ୍କର ଏନୁଆଲ ଫାଂକ୍ସନ ମାନ ହୋଇଥାଏ ସେତେବେଳେ ସେହିଠାରେ ପଢ଼ୁଥିବା ପିଲାମାନେ ମଧ୍ୟ ସେହି ଫାଂକ୍ସନ ରେ ଯୋଗ ଦେଇଥାନ୍ତି ଆଉ ତାଙ୍କର ଜବରଦସ୍ତ ପୋରଫୋମେନ୍ସ ଦେଖାଇବାକୁ ଲାଗିଥାଏ | ଆଉ ବର୍ତ୍ତମାନ ସେହି ଭଳି ପିଲାମାନ ଙ୍କର ଜବରଦସ୍ତ ଡାନ୍ସ ର କମାଲ ଦେଖିବାକୁ ମିଳିଛି ଏହି ଭାଇରାଲ ଭିଡ଼ିଓ ରେ | ଯେଉଁଠି ଦେଖିବାକୁ ମିଳିଛି ପିଲାମାନେ ସୁନ୍ଦର ଭାବରେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ ଆଉ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି |

ଆଉ ତାହା ଛଡା ଆଉ ସୌର ଜଗତରେ ଥିବା ବିଭିନ୍ନ ଗ୍ରହ ମାନଙ୍କୁ ନେଇକି ଏକ ସୁନ୍ଦର ଡାନ୍ସ ର ପ୍ରଫୋମେନ୍ସ ଦେଖାଇବାକୁ ଲାଗିଛନ୍ତି ପିଲାମାନେ | ତାହା ସହିତ ପୁଅ ପିଲାମାନେ ଗ୍ରୁପ ରେ କରିବାକୁ ଲାଗିଛନ୍ତି ଡାନ୍ସ , ତେବେ ଛୋଟ ଛୋଟ ପିଲାମାନଙ୍କର ଏହି ଭଳି ସୁନ୍ଦର ଭାବରେ ଡାନ୍ସ ର କମାଲ ମଞ୍ଚ ଉପରେ ଦେଖାଇବା ସହିତ ସମାନ ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯେଉଁ ଡାନ୍ସ କୁ ଦର୍ଶକ ମାନେ ଦେଖି ବେଶ ମଜା ନେଉଥିବା କଥା ମଧ୍ୟ କୁହାଯାଉଛି | ସାଧାରଣତଃ ଆମେ ଜାଣିଥାଉ ଯେତେବେଳେ ପିଲାମାନେ ଡାନ୍ସ କରିଥାନ୍ତି ସେତେବେଳେ ସେହିଭଳି ଡାନ୍ସ ର କମାଲ କୁ ଦେଖିବା ପାଇଁ ସମସ୍ତଙ୍କର ଆଗ୍ରହ ଅଧିକ ବଢ଼ି ଯାଇଥାଏ |

ଆଉ ଏହି ଭିଡ଼ିଓ ରେ ପୁଅ ଟିମ ମାନେ ଗ୍ରୁପ ରେ କରିବାକୁ ଲାଗିଛନ୍ତି ଡାନ୍ସ | ଆଉ ଯେଉଁ ଡାନ୍ସ ରେ ସମସ୍ତଙ୍କର ମନକୁ ମଧ୍ୟ କିଣି ନେବା କଥା କୁହାଯାଉଛି | ଏହା ସହିତ ପିଲାମାନଙ୍କର ଏହିଭଳି ସୁନ୍ଦର ଭାବରେ ଡାନ୍ସ ର ପୋରଫୋମେନ୍ସ କୁ ଦେଖିବା ପରେ ଉପସ୍ଥିତ ସମସ୍ତେ ପିଲାମାନଙ୍କର ପ୍ରସଂଶା କରିବାକୁ ଲାଗିଥିଲେ |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment