ତୁ ଗୋଟେ ଟୋକାକୁ ଭଲ ପାଉଛୁ… ମୁଁ ଜାଣିଛି… ଏହି ଛୋଟ ପିଲାର କଥା ଶୁଣିଲେ ହସି ହସି ଗଡ଼ିଯିବେ… 196k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବେଳେ ବେଳେ କେତେକ ଏମିତି ଭିଡ଼ିଓ ମାନ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ସେଥିରେ ସେମିତି କିଛି କଥା ଦେଖିବାକୁ ମିଳିଛି ବୋଲି କୁହାଯାଉଛି ଆଉ ଯେଉଁଠି ଛୋଟ ପିଲା ଟି ପାଠ ପଡିବନି ବୋଲି କହୁଛି | ଆଉ ପିଲାଟିକୁ ଅଧିକ ବାଧ୍ୟ କୋରେଇବାରୁ ପିଲା ଟି ଦିଦି ଙ୍କୁ ଗାଳି କରିବାକୁ ଲାଗିଛି ଆଉ ତାହା ସହିତ ଏମିତି କିଛି କଥା କହୁଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ତାହେଲେ ଆସନ୍ତୁ ଛୋଟ ପିଲା ଟି କଣ ସବୁ କଥା କହୁଛି ତାହା ଉପରେ ନଜର ପକାଇବା |

ଆମେ ଜାଣିଛୁ କି ଛୋଟ ପିଲା ମାନଙ୍କ ସହିତ କଥା କରିବା ପାଇଁ ଓ ମୋଜା ମସ୍ତି କରିବା ପାଇଁ ଆମକୁ ସବୁବେଳେ ଭଲ ଲାଗିଥାଏ | ତେବେ ସେହି ଭଳି ଛୋଟ ଛୁଆଁ ଟିର ଏକ ଭିଡ଼ିଓ ଭାଇରାଲ ହେଉ ହେଉଛି ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ନିଧୂମ ହସିବେ | ତେବେ ଛୋଟ ଛୁଆଁ ଟିକୁ ପାଠ ପଢ଼ିବା କୁ କହିବାରୁ ପିଲାଟି ମନା କରିବରେ ଲାଗିଛି ଆଉ କହୁଛି କି ମୁଁ ନ ପଢ଼ିଲି ତୋର କଣ ଗଲା ବୋଲି | ତାହା ସହିତ ଦିଦି ଙ୍କୁ ଗାଳି କରିବାରେ ଲାଗିଛି |

ଆମେ ସାଧାରଣତଃ ଜାଣିଥାଉ କି ଛୋଟ ପିଲା ମାନଙ୍କର ମନ ଉପରେ ସେମାନଙ୍କର ପାଠ ପଢିବା ନ ପଢିବା ନିର୍ଭର କରିଥାଏ ବୋଲି କୁହାଯାଉଛି | ତେବେ ଯଦି ସେମାନଙ୍କ ମନ ଠିକ ଥିବ ତୋ ସବୁ ଠିକ ଆଉ ଯଦି ଇଚ୍ଛା ନ ଥିବ ଟ ସେମାନଙ୍କୁ ବାଧ୍ୟ କରିକି କୌଣସି କାର୍ଯ୍ୟ କରି ହୁଏନି ବୋଲି କୁହାଯାଉଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଛୋଟ ଛୁଆଁ ଟିର ପାଠ ପଡିବା ପାଇ ଇଚ୍ଛା ନାହିଁ ଆଉ ପାଠ ପଢିବାକୁ କହିବାରୁ ରାଗି ଯାଉଛି ଆଉ କହୁଛି ମୁଁ କେତେ ଦୁନିଆ ଦେଖିଛି, ଆଉ ବେଶୀ ପାଠ ପଢିବାକୁ କହନି ବୋଲି କହୁଛି |


ତାହା ସହିତ ଦିଦି ଜଣଙ୍କୁ କହିବାକୁ ଲାଗୁଛି କି ସେ ଗୋଟିଏ ଟୋକା ଙ୍କୁ ଭଲ ପାଉଛନ୍ତି ଆଉ ତା ସହିତ ସବୁବେଳେ କଥା ବାର୍ତ୍ତା କରନ୍ତି ବୋଲି | ଆଉ ଯେଉଁ କଥା କୁ ଶୁଣିଲେ ଆପଣ ମାନେ ମଧ୍ୟ ଭାବିଲେ କି ଛୋଟ ପିଲା ଟିର ଏତେ ବୁଦ୍ଧି କେଉଁଠୁ ଆସୁଛି ବୋଲି | ତେବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଲା ଭଳି ଭିଡ଼ିଓ ଏଠାରେ ଦେଖିବାକୁ ମିଳିଛି ଛୋଟ ପିଲାଟି ପାଖରେ ପାଠ ପଢିବାକୁ କହିବାରୁ | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment