ଦେଖନ୍ତୁ Shocking ଭିଡ଼ିଓ : କୁନି ଗୋଡରେ ଲାଗିଛି ଚକ , ରେକର୍ଡ ନିଶ୍ଚେ ହେବ ହିଁ ହେବ । ରୋଲରେ ସ୍କେଟିଂରେ ଅବିଶ୍ଵସନୀୟ କମାଲ…

ସୋସିଆଲ ମିଡ଼ିଆରେ ବେଳେ ବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ସମସ୍ତେଙ୍କୁ ଚମକାଇ ଦେଇଥାଏ ଆଉ ଏହା ଦ୍ୱାରା କିଛି ମଧ୍ୟ ଶିକ୍ଷା ମିଳି ଥାଏ। ଆଉ ସମୟେ ସମୟେ କୁନି ପିଲା ଙ୍କ ପାଖରେ ଏମିତି କିଛି କାର୍ଯ୍ୟକଳାପ ଦେଖିବାକୁ ମିଳି ଥାଏ ଯାହା କିଛି ଅଭୂତ ଜନକ ହୋଇଥାଏ। ତେବେ ଏଠାରେ ଗୋଟିଏ କୁନି ପିଲା ପାଖରେ ସେହିପରି କିଛି ପ୍ରତିଭା ଦେଖିବାକୁ ମିଳିଛି ଆସନ୍ତୁ ଜାଣିବା।

ଏହିଠାରେ ଏକ ଅଭୂତ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ଏହି ସମୟରେ ଗୋଟିଏ କୁନି ବାଳକ ଯାହା କରିଛି ତାହା ସମସ୍ତ ଙ୍କ ପାଇଁ ସମ୍ଭବ ପର ନୁହେଁ। ଆଉ ଏମିତି କିଛି ଘଟଣା ବେଳେ ବେଳେ ନଜର କୁ ଆସିଥାଏ ଯାହା ଏବେ ମଧ୍ୟ ଦେଖିବାକୁ ମିଳିଛି। ଏମିତି କିଛି ଛୋଟ ପିଲାଟିର କାର୍ଯ୍ୟ ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଆଉ ସେହି ଛୁଆ ର ଯାହା ପ୍ରତିଭା ତାହା ଏବେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି। ଏମିତି ଏକ ଭିଡ଼ିଓ ଦେଖିବା ପରେ ସମସ୍ତଙ୍କ ପାଖରେ ଜାଗ୍ରତ ଭାବନା ଦେଖା ଦେଇଛି।

ଆଉ ଏହି ଭିଡ଼ିଓ ରେ ଏକ ଛୋଟ ପିଲାଟିର ଏମିତି କିଛି ଅଭୂତ ପ୍ରତିଭା କୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କୁନି ପିଲାଟି ଏତେ କମ ବୟସରେ ଯାହା କରୁଛି ତାହା ଆପଣ ମାନେ ମଧ୍ୟ କରିବା କଷ୍ଟକର ହୋଇଯିବ। ଆଉ ଏତେ ଛୁଆର ଏହିଭଳି ସାହସ କରିବା ତା ଦେଖି ସଧାରଣ ରେ ଚର୍ଚ୍ଚାକୁ ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଆଉ ତାଙ୍କର ସେହି ପ୍ରତିଭା ପାଇଁ ଆଜି ଏହି ଜାଗାରେ ସେ ପହଁଚି ପାରିଛି। ଏଠାରେ ଦେଖିବାକୁ ମିଳିଛି ଯେ କୁନି ପିଲାଟି ସ୍କେଟିଂ ଗାଡି ରେ ଚାରିଆଡେ ଘୁରି ଥିବାର ଦୃଶ୍ୟ ନଜରକୁ ଆସିଛି। ତାହାର ସେହି ପ୍ରତିଭା ତାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରି ଦେବା ଭଳି ଦୃଶ୍ୟ ହୋଇ ଯାଉଛି। ଆଉ କୁନି ପିଲାଟି ଗୋଡ଼ ରେ ଚକା ଲାଗିବା ପରେ ସେ ଏମିତି କିଛି କରୁଛି ଯାହା ସମସ୍ତେଙ୍କୁ ଦେଖାଇବା ସହିତ ମନୋରଞ୍ଜନ ଦେଖାଉଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।

ଏହି ଠାରେ ଏମିତି କିଛି ଦୃଶ୍ୟ ଦେଖିବା ପରେ ସମସ୍ତେ ଙ୍କ ପାଖରେ ପ୍ରେରଣା ମଧ୍ୟ ସୃଷ୍ଟି ହୋଇଛି ଯାହା ଆପଣଙ୍କ ପାଖରେ ମଧ୍ୟ ହୋଇଥିବ। ତାହାର ସେହି ଠାରେ ଦେଖିବାକୁ ମିଳିଛି ଯେ ରାସ୍ତା ମଝିରେ ସ୍କେଟିଂ ଧରି ଜୋର ରେ ଯାଇଛି ଏବଂ ନିଜ କୁ ନିୟନ୍ତ୍ରଣ ରେ ରଖିବା ସହିତ ସବୁ ମାଇଲ କୁ ଅତିକ୍ରମ କରି ଗାଡି ତଳେ ପଶି ବାହାରକୁ ମଧ୍ୟ ଆସୁଥିବାର ନଜର କୁ ଆସିଛି ଯାହା ଏବେ ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment