Odisha News Portal

କୁନି ଭାଇ ଭଉଣୀର ଅନାବିଳ ପ୍ରେମ ସାଙ୍ଗକୁ Heart Touching ଦୃଶ୍ୟ… ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ କୁନି ପିଲା ମାନଙ୍କର ଅନେକ ଭିଡିଓ ସମୟକ୍ରମେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। କିଛି ଭିଡିଓ ଏମିତି ରହିଥାଏ ଯାହାକୁ ଦେଖିଲେ ଆମେ ଏତେ ଖୁସି ହୋଇଯାଉ ଯେ ଆମର ଖୁସିର ସୀମା ରହି ନଥାଏ।ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। କାରଣ ଏହା ଏହା ଏକ ଭିନ୍ନ ଧରଣର ଖୁସି ଦେଇଥାଏ। ତେବେ ଆପଣ ତ ଛୋଟ ପିଲା ମାନଙ୍କର ଅନେକ କିଛି ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେମାନଙ୍କ ଯେକୌଣସି ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଏମିତି ସବୁ ପ୍ରତିଭାର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। କାରଣ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ। ସେହିପରି ତାଙ୍କର ନାଚ ମଧ୍ୟ ବହୁତ୍ ଭଲ ଲାଗିଥାଏ।

ତେବେ ଆପଣ ଏହା ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଏହାକୁ କିଛି ସମୟ ଦେଖିବାକୁ ଇଚ୍ଛା ହୁଏ।ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ଯାହାବି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ସେହିପରି ପିଲା ମାନଙ୍କର ଏକ ଭିନ୍ନ କାର୍ଯ୍ୟକଳାପ ର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କୁନି ଝିଅ ତାର କୁନି ଭାଇକୁ କୋଳରେ ମୁଣ୍ଡ ତଳକୁ କରି ଶୁଆଇ ତେଲ ଘସି ଦେଉଛି।

ବୁଢ଼ୀ ମାଆ ଭଳି ସେ ଛୁଆଟିକୁ ଶୁଆଇ ଦେଇ ଗୋଡ଼ରୁ ମୁଣ୍ତ ପର୍ଯ୍ୟନ୍ତ ତେଲ ମାଲିସ୍ କରି ଦେଉଛି ଆଉ ବହୁତ୍ ଖୁସି ବି ହେଉଛି। ଏହା ହେଉଛି ଭାଇ ପ୍ରତି ଭଉଣୀର ଅନାବିଳ ସ୍ନେହ ଏବଂ ଭଲପାଇବା। ଯାହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। କୁନି ଝିଅର ଏପରି ସ୍ନେହକୁ ଦେଖି ଭିଡିଓ ରେ ଅନେକ ଜଣ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି। ତେବେ ତାଙ୍କର ଏପରି କଳାକୁ ଦେଖି ଲୋକେ ବହୁତ୍ ଖୁସି ହେବା ସହିତ ଅନେକ ପ୍ରଶଂସା ବି କରିଛନ୍ତି।ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।