Odisha News Portal

Kumudeni Tripathy – ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ ?

0 26

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଜାଣିବା ଆପଣ ମାନଙ୍କ ପାଇଁ ନିତାନ୍ତ ଜରୁରୀ ଅଟେ । କାରଣ ଏହା ଆପଣ ଏବଂ ଆପଣଙ୍କର ପିଲା ପାଇଁ ଭଲ ଅଟେ । ଗୋଟିଏ ନାରୀ ବିବାହ ହେବା ପରେ ମଧ୍ୟ ତାର ବୈବାହିକ ଜୀବନର ସାର୍ଥକତା ସେ ଲାଭ କରିନତାଏ , ସେତେବେଳେ ସେ ନିଜ ଜୀବନର ସାର୍ଥକତା ଲାଭ କରେ ଯେତେବେଳେ ସେ ମା ହେବାରେ ସାର୍ଥକତା ଲାଭ କରେ ମା ହେବା ପରେ ଜଣେ ନାରୀର ନାରୀ ଜନ୍ମ ସଫଳ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ । ମାତ୍ର ଆପଣ ମାନେ ତ ଜାଣିଛନ୍ତି ପ୍ରତ୍ୟେକ ମା ଚାହାନ୍ତି ଯେ ତାଙ୍କର ପିଲାମାନେ ଟିକେ ଗୋରା ହୁଅନ୍ତି ବୋଲି ମାତ୍ର ସମସ୍ତ ପିଲା ସେପରି ହୋଇନାହାନ୍ତି କେହି କଳା ହୋଇଥାଏ ତ ପୁଣି କେହି ଗୋରା ହୋଇଥାଏ ।

ତେବେ ପିଲା ତ ପିଲା କଳା ଗୋରାରେ ସଂପର୍କ କିଛି ନାହିଁ ତଥାପି ପ୍ରତ୍ୟେକ ବ୍ୟକ୍ତି ମାନେ ଚାହାନ୍ତି ସେମାନଙ୍କ ପିଲା ଟିକେ ଗୋରା ହେବା ପାଇଁ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ପିଲା ମାନେ କାହିଁକି କଲା ହୋଇଥାନ୍ତି ଏବଂ ପିଲା ମାନେ ଗୋରା ହେବା ପାଇଁ କଣ କରିବା ଉଚିତ ।

1–ଏକ ସୂଚନା ଅନୁସାରେ ଦେଖାଯାଇଛି କି ସମସ୍ତ ମଣିଷ ଙ୍କ ଶରୀରରେ ମେଲାଲୀନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ , ତେବେ ପିଲା ଥିବା ସମୟରେ ଯେଉଁ ବ୍ୟକ୍ତିର ଏହି ହରମୋନ ଅଧିକ କ୍ଷରଣ ହୁଏ ତେବେ ସେହି ପିଲାଟି କଲା ହୋଇଥାଏ ଏହଂକମ ହେଲେ ଗୋରା ହୋଇଥାଏ ।

2–ଏହା ବ୍ୟତୀତ ଅନ୍ୟ ଏକ କାରଣ ରହିଛି ଜିନ ଗତ , ଜିନ ଗତ କହିଲେ ଯେଉଁ ପିଲାର ବାପା ମା ଗୋରା ହୋଇଥାନ୍ତି ସେ ପିଲାମାନେ ଗୋରା ହୋଇଥାନ୍ତି ।

କଣ କରିବା ଦ୍ୱାରା ପିଲାଙ୍କ ର ରଙ୍ଗ ଗୋରା ହୋଇଥାଏ:-

1- ଯେଉଁ ନାରୀ ମାନେ ଗର୍ଭବତୀ ରହିଛନ୍ତି ସେମାନେ ପ୍ରତ୍ୟେକ ଦିନ ଭିଟାମିନ A ,ଭିଟାମିନ C ଏବଂ E ଯୁକ୍ତ ଖାଦ୍ୟ ସେବନ କରନ୍ତୁ , ଏପରି କରିବା ଦ୍ୱାରା ଆପଣଙ୍କର ପିଲା ଗୋରା ହୋଇଥାଏ । କାରଣ ଏଥିରୁ ଆମ ମାନଙ୍କୁ ଭିଟାମିନ ବହୁତ ମାତ୍ରାରେ ମିଳିଥାଏ ।

2–ଗର୍ଭବତୀ ମହିଳା ମାନେ ସମସ୍ତ ପ୍ରକାର ଫଳ ଜାତୀୟ ଖାଦ୍ୟ କାଇବା ଦରକାର ଯାହା ଦ୍ୱାରା ଶରୀରରେ ମେଲଲିନ କ୍ଷରଣ କମ ହେବାରେ ଲାଗିଥାଏ । ଏହା ସହ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ ।

3–ମହିଳା ମାନେ ଗର୍ଭବତୀ ହୋଇଥିଲେ ଅଁଳା କୋଳି ,କମଳା ଏବଂ କଦଳୀ ଆଦି ଫଳ ନିୟମିତ ଖାଇବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।