ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଏଭଳି ଭିଡିଓ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ପ୍ରକାଶ କରିବେ | ଆଉ କହିବେ କି କୁକୁର ପ୍ରତି ସଚେତନ ହୁଅନ୍ତୁ, ତାହା ସହିତ ଯଦି ଆପଣ ଙ୍କୁ କୁକୁର କାମୁଡ଼ିଛି ବା ଆମ୍ପୁଡିଛି ତାହା ବ୍ୟତୀତ ଆପଣ ମାନେ ଯଦି କୁକୁର ଅଇଠା ଖାଇଦେଇଛନ୍ତି ତାହେଲେ ବେଳ ଥାଉ ଥାଉ ସତର୍କ ହୋଇଯାଆନ୍ତୁ | ତେବେ ସେହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି କୁକୁର ଭଳି ଭୋକି ବାକୁ ଲାଗିଛନ୍ତି ଯୁବକ ଜଣଙ୍କ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମ ପଞ୍ଚାୟତ ର ଉଦୟପୁର ଗ୍ରାମ ରେ | ଆଉ ଯେଉଁଠି ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ସହଜରେ ବିଶ୍ୱାସ କରି ପରିବେ ନାହିଁ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯୁବକ ଜଣଙ୍କ କୁକୁର ଭଳି ଭୋକିବାକୁ ଲାଗିଛନ୍ତି, ଆଉ ତାଙ୍କର ସମସ୍ତ ବ୍ୟବହାର ମଧ୍ୟ କୁକୁର ଭଳି ଦେଖିବାକୁ ମିଳିଛି ବୋଲି ମଧ୍ୟ କୁହାଯାଉଛି |ଆଉ ଯାହାକୁ ଦେଖିଲେ ଆପଣ ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭାବିବେ କି ଯୁବକ ଜଣକ କଣ ପାଇଁ ଏମିତି କୁକୁର ଭଳି ଭୋକିବାକୁ ଲାଗିଛନ୍ତି |
ତେବେ ଯାହା କୁହାଯାଉଛି କି ଗତ 10 ବର୍ଷ ପୂର୍ବେ ଯୁବକ ଜଣଙ୍କୁ କୁକୁର କାମୁଡି ଥିଲା ବୋଲି ଯାହା ଜଣା ପଡିଛି |କିନ୍ତୁ ଯୁବକ ଜଣଙ୍କ କୁକୁର କାମୁଡ଼ିଲା ପରେ ଯେଉଁ ଇଞ୍ଜେକେସନ ନିଆଯାଏ ତାହା ନେଇଥିଲେ କି ନାହିଁ ତାହା ଜଣା ନାହିଁ ଠିକ ଭାବରେ |ତେବେ ଯୁବକ ଜଣଙ୍କ କୁକୁର ଭଳି ଭୋକିବା ସହିତ କୁକୁର ଭଳି ବ୍ୟବହାର ଓ ସମସ୍ତ ରଙ୍ଗ ଆଉ ଢଙ୍ଗ କୁକୁର ଭଳି ହେବାରୁ ପରିବାର ଲୋକ ମାନେ ଡରି ଯାଇଥିଲେ | ଆଉ ଯାହା କୁହାଯାଉଛି କି ତାହା ପରେ ଯୁବକ ଜଣଙ୍କୁ ପରିବାର ଲୋକ ମାନେ ନେଇ ଆଠଗଡ଼ ରେ ଭର୍ତ୍ତି କରିଥିଲେ |
ତେବେ 10 ବର୍ଷ ପରେ ଯୁବକ ଜଣଙ୍କର କୁକୁର କାମୁଡା କୁ ନେଇକି ରୋଗ ଟି ବାହାରି ପଡୁଥିବାରୁ ଯୁବକ ଜଣଙ୍କ ର ପରିବାର ଲୋକ ବହୁତ ବ୍ୟସ୍ତ ହୋଇ ପଡିଥିଲେ | ଆଉ ଯୁବକ ଙ୍କୁ କିଭଳି ସୁରକ୍ଷା ଦେବେ ଓ ଯୁବକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଭଳି ସୁଧାରିବା ତାହା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି ଡାକ୍ତର |ଆଉ ଯାହା ଏବେ ଏହି ଘଟଣା ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।