ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ସେହି ଗୋଟିଏ କଥା ତାହା ହେଉଛି ଓଡ଼ିଆ ସିନେ ଚଳଚିତ୍ର “ଦମନ ” କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିବାକୁ ଲାଗୁଛି ଫ୍ଲିମ “ଦମନ ” | ଆଉ ଯାହା ସମସ୍ତଙ୍କ ର ମନରେ ଆଣି ଦେଇଛି ଏକ ନୂଆ ଆଶା ଆଉ ଆକାଂକ୍ଷା | ଆଉ ଯେଉଁଠି କୁହାଯାଉଛି କି ବର୍ତ୍ତମାନ କପିଲ ଶର୍ମା ଶୋ ରେ ଭାଗ ନେବାକୁ ଯାଉଛନ୍ତି ବାବୁସାନ ମହାନ୍ତି | ଆଉ ଖାଲି ବାବୁସାନ ନୁହନ୍ତି “ଦମନ ” ଚଳଚିତ୍ର ର ସମସ୍ତ କଳାକାର ମାନେ ମଧ୍ୟ ସେଠି ଭାଗ ନେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପିକାଇବା |
ତେବେ ଯାହା କୁହାଯାଉଛି କି ଏକ ନିଆରା ବାସ୍ତବ କାହାଣୀ କୁ ନେଇକି ପ୍ରକାଶ ପାଇଛି ଫ୍ଲୁମ ଦମନ | ଆଉ ଯାହା ସମସ୍ତଙ୍କ ମନକୁ ମଧ୍ୟ ଛୁଇଁଛି | ଫ୍ଲିମ ରେ ବାବୁସାନ ଙ୍କର ଅଭୁନୟ ପାଖରୁ ଆରମ୍ଭ କରିକି ଫ୍ଲିମ ରେ ଗୀତ ପର୍ଯ୍ୟନ୍ତ ସବୁଥିରେ ବର୍ତ୍ତମାନ ଚର୍ଚ୍ଚା ହେବାକୁ ଲାଗିଛି ଏହି ଫ୍ଲିମ ଟି ବୋଲି କୁହାଯାଉଛି | ତେବେ ଖାଲି ଓଡିଶା ରେ ନୁହେଁ ସମଗ୍ର ଭାରତରେ ଫ୍ଲିମ ଦମନ ର ଚର୍ଚ୍ଚା ହେବାରେ ଲାଗିଛି | ଆଉ ବର୍ତ୍ତମାନ ଯାହା ଜଣା ପଡିଛି କି ହିନ୍ଦୀ ଭାଷା ରେ ମଧ୍ୟ ରିଲିଜ ହେବାକୁ ଯାଉଛି ଏହି ଫ୍ଲିମ ଦମନ | ଆଉ ଯାହା କୁ ଦର୍ଶକ ମାନେ ମଧ୍ୟ ଦେଖିବା ପାଇଁ ଆଗ୍ରହୀ ଅଛନ୍ତି |
ତେବେ ଆଉ ଯାହା ବର୍ତ୍ତମାନ ଶୁଣିବାକୁ ମିଳିଛି କି ଫ୍ଲିମ ଦମନ ର ଚର୍ଚ୍ଚା ସାରା ଭାରତରେ ହେବା ପରେ ଶନି ଟିଭି ରେ ପ୍ରକାଶ ଲାଭ କରୁଥିବା ପପୁଲାର ରୟାଲିଟି ଶୋ କପିଲ ଶର୍ମା ଶୋ ରେ ବର୍ତ୍ତମାନ ନଜର ଆସିବାକୁ ଯାଉଛନ୍ତି ବାବୁସାନ ମହାନ୍ତି | ତେବେ ଖାଲି ବାବୁସାନ ନୁହନ୍ତି ସେହି ଶୋ ରେ କାମ କରୁଥିବା ସମସ୍ତ ମେମ୍ବର ମାନେ ନଜର ଆସିବାକୁ ଯାଉଛନ୍ତି କପିଲ ଙ୍କ ଶୋ ରେ | ଆଉ ସାରା ଭାରତ ର ଦର୍ଶକ ମାନେ ସେମାନଙ୍କୁ ଦେଖିଲେ ଓ ଫ୍ଲିମ ର ପ୍ରୋମସନ ମଧ୍ୟ ହେବ ବୋଲି କୁହାଯାଉଛି |
“ଦମନ” ଫ୍ଲିମ ର ଏହିଭଳି ଗୋଟିଏ ପରେ ଗୋଟିଏ ସଫଳତା ସମସ୍ତଙ୍କ ମନରେ ଅଶେଷ ଖୁସି ଆଣି ଦେଇଛି | ତାହା ସହିତ ଆମ ଅଲିଉଡ ଇଣ୍ଡୋଷ୍ଟ୍ରି କୁ ଆଜିକୁ ନେବାରେ ମଧ୍ୟ ସଫଳ ହୋଇଛି ବାବୁସାନ ଙ୍କର ଏହି ଫ୍ଲିମ ଟି | ତାହା ସହିତ ଲୋକ ମାନଙ୍କର ଆଗ୍ରହ ଓ ଭଲ ପାଇବା ମଧ୍ୟ ଦେଖିବାକୁ ମିଳିଛି ଏହି ଫ୍ଲିମ ଟିରେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।