Odisha News Portal

କୌଣସି ଔଷଧ ବିନା ପ୍ରାକୃତିକ ଉପାୟରେ ରକ୍ତ ବଢିବ ଗ୍ୟାରେଣ୍ଟି… ରକ୍ତ ବଢେଇବା ମେସିନ ଅଟେ ଏହି ଜୁସ…

ଲେକ ଅଫ ବ୍ଲଡ଼ ବା ଏନିମିଆ ଏହା ଏକ ଏମିତି ରୋଗ ଯାହା ମହିଳା ମାନଙ୍କ ପାଖରେ ଅଧିକା ଦେଖିବାକୁ ମିଳିଥାଏ ।ତେବର 2015 ମସିହାରେ ଆଇଲେନସେନ ରିପୋର୍ଟ ଅନୁସାରେ ବିଶ୍ଵର ପ୍ରାୟ 1/3 ଲୋକ ଏନିମିଆ ରେ ପୀଡିତ ହେଇ ଥାଆନ୍ତି ।ତେବେ ଏହା ଥରେ ଜଣଙ୍କୁ ହେଲେ ତାହା ସମ୍ପୂର୍ଣ୍ଣ ଭଲ ହେବା ଭାରି କଷ୍ଟ,ତେବେ ଆଜି ଏହି ଏନିମିଆ ଆଇ ଏହାର ନିରାକରଣ ବିଷୟରେ ଆପଣଙ୍କୁ ଭଲ ଭାବରେ ଜଣେଇବୁ ।

ଏନିମିଆ କଣ ?

-ତେବେ ଆମ ସମସ୍ତଙ୍କ ଶରୀରରେ ରକ୍ତ ରହିଛି ଆଉ ସେହି ରକ୍ତରେ red blood cell ରହିଛି ଯାହାକୁ RBC କୁହାଯାଏ ।ଆଉ ଏହି cell ଗୁଡିକର କାମ ହେଉଛି ଶରୀରର ସମସ୍ତ ଟିସୁକୁ ଅମ୍ଳଜାନ ପଠେଇ ବାରେ ସାହାଯ୍ୟ କରିଥାଏ ।ତେବେ ଯେତେବେଳେ ଶରୀରରେ RBC ର ମାତ୍ରା କମିବାକୁ ଲାଗିଥାଏ ସେତେବେଳେ ଶରୀରରେ ଅମ୍ଳଜାନ ର ପରିମାଣ ବି କମିଥାଏ ଆଉ ନୂଆ କରି ରକ୍ତ ତିଆରି ହେଇ ପାରେ ନାହିଁ ।ତେବେ ଏହିପରି ସମସ୍ୟାକୁ ରକ୍ତ ହୀନତା ବା ଏନିମିଆ ବା ଲେକ ଅଫ ବ୍ଲଡ଼ କୁହାଯାଏ ।

-ତେବେ ଯେତେବେଳେ ଆପଣ ଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳେ ସେତେବେଳେ ଆପଣଂକୁ ଥକା ଲାଗିବ,ନିଶ୍ୱାସ ନେବାରେ ଅସୁବିଧା ହୁଏ,ହାତ ଗୋଡ଼ ଥଣ୍ଡା ପଡ଼ି ଯାଏ,ତ୍ୱଚା ହଳଦିଆ ପଡ଼ିଯାଏ,ଦୁର୍ବଳ ଲାଗେ,ମୁଣ୍ଡ ବିନ୍ଧିଥାଏ,ଅନିୟମିତତା ଭାବେ ହୃତସ୍ପନ୍ଦନ ହେଇଥାଏ,ଆଣ୍ଠୁଗଣ୍ଠି ଓ ପେଟ ଯନ୍ତ୍ରଣା ପରି ଲକ୍ଷଣ ଗୁଡିକ ଦେଖା ଯାଇଥାଏ ।

ତେବେ ଏହି ରକ୍ତହୀନତା ରୁ କେମିତି ମୁକ୍ତି ପାଇବେ ବା କେବେବି ରକ୍ତ ହୀନତା ନହେବାକୁ ଚାହୁଁଛନ୍ତି ସେଥିପାଇଁ ଆମେ ଗୋଟିଏ ଉପଚାର କହିବୁ ।ଯାହା ମାନିଲେ ଆପଣଙ୍କ ରକ୍ତ ହୀନତା ପ୍ରି ସମସ୍ୟା ପୁରା ଦୂର ହେଇ ଯିବ ।

ଆବଶ୍ୟକ ସାମଗ୍ରୀ:-

-250 ଗ୍ରାମ ଗାଜର
-50 ଗ୍ରାମ ବିଟ

ପ୍ରସ୍ତୁତି ପ୍ରଣାଳୀ:-

-ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ 250 ଗ୍ରାମ ଗାଜର ଓ 50 ଗ୍ରାମର ବିଟ ନେବାକୁ ପଡିବ ।ତାପରେ ରହକୁ ଭଲ କରି ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ, ତାପରେ ସେହି ଖଣ୍ଡ ଗୁଡିକୁ ଗୋଟିଏ ଗ୍ରାଣ୍ଡିଂ ଜାରରେ ପୁରେଇ ଦିଅନ୍ତୁ ଆଉ ସେଥିରେ ଅଳ୍ପ ପାଣି ଦେଇ ସେହି ସବୁକୁ ଭଲକରି ଗ୍ରାଣ୍ଡିଂ କରି ଦିଅନ୍ତୁ ।
-ତାପରେ ସେହି ସବୁକୁ ବାହାର କରି ଗୋଟିଏ ପାତ୍ରକୁ ଛାଣି ନିଅନ୍ତୁ,ଏବେ ଆପଣଙ୍କ ର ଏହି ରେମେଡି ତିଆରି ହେଇ ଗଲା ।

ଖାଇବା ପ୍ରକ୍ରିୟା:-

-ତେବେ ଏହି ରେମେଡି ଡ୍ରିଙ୍କକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ ଆଉ ରାତିରେ ଖାଦ୍ୟ ଖାଇବା ପରେ ପିଇବା ଦରକାର ।ଏହିପରି ସବୁଦିନ ଦୁଇ ଥର ପିଇବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଡିବାକୁ ଲାଗିବ, ତା ସହିତ ଶରୀରରେ ଏନେର୍ଜୀ ବଡିବ,ସ୍କିନରେ ଗ୍ଲୋ ବଡିବ,ଆଉ ରକ୍ତ ହୀନତା କାରଣରୁ ଯାହା ବି ଅସୁବିଧା ହେଉଥିଲା ତାହା ଧୀରେ ଧୀରେ କମିବାକୁ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।